Browsing Category

ଦେଶ ବିଦେଶ

ପିଲା ଜନ୍ମ କରୁଥିଲା ଗାର୍ଲଫ୍ରେଣ୍ଡ୍‌, ଏପଟେ ହସପିଟାଲରୁ ଶାଶୂକୁ ନେଇ ଫେରାର୍ ହୋଇଗଲା ବୟଫ୍ରେଣ୍ଡ୍‌

ଦେଶ ଏବଂ ଦୁନିଆରେ ଆପଣ ପ୍ରେମିକ ଏବଂ ପ୍ରେମିକାଙ୍କୁ ଲୁଚି ପଳାଉଥିବା ଖବର ଶୁଣିଥିବେ କିନ୍ତୁ ଏଥର ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମାଟି କାମୁଡିଦେବେ। ଇଂଲଣ୍ଡର ଜଣେ ଯୁବକ ନିଜ ଶାଶୁକୁ ନେଇ ସେତେବେଳେ ପଳାଇଛି ଯେଉଁ ସମୟରେ ତାର ଗାର୍ଲଫ୍ରେଣ୍ଡ ହସପିଟାଲରେ…

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମୀ ସହିଦ: ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ପୋଲିସକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନଦ୍ବିପ୍ରହରରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏହି ଗୁଳିମାଡ଼ରେ ୨ ପୋଲିସକର୍ମୀ ସହିଦ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ…

ଏୟାରପୋର୍ଟ ଭଳି ଦେଖାଯାଉଛି ବେଙ୍ଗାଲୁରୁରେ ନିର୍ମିତ ଭାରତର ପ୍ରଥମ ସେଣ୍ଟ୍ରାଲ ଏସି ରେଲେଓ୍ଵ ଟର୍ମିନାଲ, ଉଦ୍‌ଘାଟନକୁ…

କର୍ନାଟକର ବେଙ୍ଗାଲୁରୁରେ ଭାରତର ପ୍ରଥମ ସେଣ୍ଟ୍ରାଲ ଏସି ରେଲେଓ୍ଵ ଟର୍ମିନାଲ ଉଦ୍‌ଘାଟନ ପାଇଁ ପ୍ରସ୍ତୁତ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏହାର କିଛି ଫଟୋ ଟ୍ଵିଟରରେ ଶେୟାର କରିଛନ୍ତି। ଭାରତ ରତ୍ନ ସାର୍‌ ଏମ୍‌. ବିଶ୍ୱେଶ୍ୱରୈୟାଙ୍କ ନାମରେ ନାମିତ ଏହି ରେଲେଓ୍ଵ ଟର୍ମିନାଲ…

୩୦୦୦ ଡିନାମାଇଟ୍ ଲଗାଇ ଧ୍ବଂସ କରାଗଲା ଟ୍ରମ୍ପଙ୍କ ୩୪ ମହଲା ପ୍ଲାଜା, ଭିଡିଓ ଭାଇରଲ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କୋଠାକୁ ଡିନାମାଇଟ୍ ସାହାଯ୍ୟରେ ଉଡାଇ ଦିଆଯାଇଛି । ଆମେରିକାର ଆଟଲାଣ୍ଟିକ୍ ସହରରେ ଥିବା ଏହି କୋଠା ଅତ୍ୟଧିକ ବିଳାସପୂର୍ଣ୍ଣ ଥିଲା । ପ୍ରାୟ ୩୦୦୦ ଡିନାମାଇଟ୍ ସାହାଯ୍ୟରେ ୩୪ ମହଲାର ଏହି କୋଠାକୁ ଧ୍ୱଂସ କରାଯାଇଛି । ଏହି…

ସହିପାରିଲେନି ମା-ପତ୍ନୀଙ୍କ ଝଗଡା, ପତ୍ନୀକୁ ହାତୁଡିରେ ପିଟି ପିଟି ମାରିବା ପରେ ନିଜେ ଜୀବନ ହାରିଲେ ଯୁବକ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ପାରିବାରିକ ବିବାଦ ଯୋଗୁଁ ସ୍ବାମୀ ପତ୍ନୀଙ୍କୁ ହତ୍ଯା କରିବା ପରେ ନିଜେ ଆତ୍ମହତ୍ଯା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠିକାର ବାଗଲେ ଇଷ୍ଟେଟ ଥାନା ଅଧିନରେ ଥିବା ଅଞ୍ଚଳରୁ ଏମିତି ଖବର ଆସିଛି। ଏଠିକାର ଜଣେ ଯୁବକ ମା’ ଏବଂ ପତ୍ନୀଙ୍କ ଝଗଡାରେ…

ବାବା ରାମଦେବ ଲଞ୍ଚ କଲେ କରୋନା ଔଷଧ ‘କରୋନିଲ୍’, WHO ପକ୍ଷରୁ ମିଳିଛି ଅନୁମତି

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ଆଉ ଏକ ଔଷଧ ଲଞ୍ଚ କରିଛନ୍ତି। ନୂଆ ଔଷଧ ଲଞ୍ଚ ସମୟରେ କେନ୍ଦ୍ରୀ ସ୍ବାସ୍ଥ୍ଯମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ନୂଆ ଔଷଧର ନାମ କରୋନିଲ ରହିଛି। ଏଥିସହ ବାବା…

ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୩ ଲକ୍ସର ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେହିପରି ବୁଡ଼ଗାମରେ ଏନକାଉଣ୍ଟରରେ ଜଣେ ପୋଲିସ ଏସପିଓ ସହିଦ୍‌ ହୋଇଛନ୍ତି। ଜଣେ ଯବାନ ଆହତ ହୋଇଛନ୍ତି। ଆଉ…

ଗଲୱାନ ଘାଟିରେ ସୈନିକଙ୍କ ମୃତ୍ୟୁ ଖବରକୁ ସ୍ୱୀକାର କଲା ଚୀନ

ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସି ଠାରେ ଭାରତ ଓ ଚିନ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଧୀରେ ଧୀରେ ଥମିବାରେ ଲାଗିଛି । ଏଭିତରେ ପ୍ରଥମ ଥର ପାଇଁ ଚୀନ ସ୍ୱୀକାର କରିଛିକି ଗଲୱାନ ଘାଟିରେ ତାର କିଛି ସୈନିକ ମାନେ ସହିଦ ହୋଇଥିଲେ । ଗତ ବର୍ଷ ସୀମାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ…

ଇତିହାସ ରଚିଲା ନାସା, ବିଳମ୍ବିତ ରାତିରେ ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର

ନୂଆଦିଲ୍ଲୀ : ଇତିହାସ ରଚିଲା ନାସା । ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ୧୮ ତାରିଖ ବିଳମ୍ବିତ ରାତିରେ ନିଜର ମାର୍ସ ପ୍ରିଜରଭରାନ୍‌ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଛି । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ…

ମୁମ୍ବାଇ ହାଇକୋର୍ଟରେ ସ୍କିନ୍‌ ଟୁ ସ୍କିନ୍‌ ନିଷ୍ପତ୍ତିକୁ ଭିନ୍ନ ଢ଼ଙ୍ଗରେ ବିରୋଧ, ଜଜ୍‌ଙ୍କୁ ପଠାଇଲେ ୧୫୦ କଣ୍ଡୋମ

ମୁମ୍ବାଇ :  ବମ୍ବେ ହାଇକୋର୍ଟ ଜଜ୍‌ ଜଷ୍ଟିସ୍‌ ଗନେଡିବାଲାଙ୍କ ଦ୍ୱାରା ବିବାଦୀୟ ’ସ୍କିନ୍‌ ଟୁ ସ୍କିନ’ ରାୟ ପରେ ଏହାକୁ ଘୋର ବିରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଗୁଜୁରାଟର ଜଣେ ରାଜନୈତିକ ବିଶ୍ଲେଷକ ଏହା ଅପରାଧୀଙ୍କ ମଧ୍ୟରେ ଭୂଲ୍‌ ସନ୍ଦେଶ ଦେବ ବୋଲି କହିଛନ୍ତି । ଜଣାଶୁଣା…

ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍‌, ସଂକ୍ରମଣ ବଢ଼ୁଥିବାରୁ ଶନିବାରରୁ ଅମରାବତୀ ଓ ଆକୋଲାରେ ଲକ୍‌ଡାଉନ୍‌

ମୁମ୍ବାଇ :  ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର କବଳରୁ ମୁକ୍ତି ପାଇଥିବା ଲୋକେ ପୁଣିଥରେ ଲକ୍‌ଡାଉନ୍‌ କୁ ସାମ୍ନା କରିବାକୁ ଯାଉଛନ୍ତି । ପୁଣି ଥରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ରର ଅମରାବତୀ ଓ ଆକୋଲାରେ ଲକ୍‌ଡାଉନ୍‌ ଜାରି ହେବାକୁ ଯାଉଛି । ଆସନ୍ତା ଶନିବାର ଠାରୁ ଅମରାବତୀରେ ପୁଣି…

ଦେଶ ସ୍ୱାଧୀନ ହେବା ପରଠୁ ପ୍ରଥମ ଥର ପାଇଁ ଜଣେ ମହିଳାକୁ ଦିଆଯିବ ଫାଶି, ରାଷ୍ଟ୍ରପତି ଖାରଜ କଲେ ମର୍ସି ପିଟିସନ୍‌

ମଥୁରା : ନିଜ ପରିବାରର ୭ ଲୋକଙ୍କୁ ହତ୍ୟା କରିବା ଅପରାଧରେ ଫାଶି ଦଣ୍ଡ ପାଇଥିବା ଶବନମ୍‌ଙ୍କ ଦୟା ପିଟିସନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଫଳରେ ଶବନମ୍‌ଙ୍କୁ ଫାଶି ଦିଆଯିବା ନିଶ୍ଚିତ ହୋଇଯାଇଛି । ଶବନମ୍‌ ଓ ତା’ର ପ୍ରେମୀ ସଲିମ୍‌କୁ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଫାଶି ଦଣ୍ଡ…