Browsing Category

ଦେଶ ବିଦେଶ

ଚ୍ୟାମ୍ବର ଭିତରେ ସ୍କୁଲ ପ୍ରିନ୍ସିପାଲ ଓ ଶିକ୍ଷକ ମିଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଦୁଷ୍କର୍ମ, ଫାଶି ଦଣ୍ଡ ଶୁଣାଇଲେ…

ବିହାରର ରାଜଧାନୀ ପାଟନାରେ ୧୧ ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ଅରବିନ୍ଦ କୁମାର ସ୍କୁଲ ପ୍ରିନ୍ସିପାଲ ବୋଲି ଜଣାପଡ଼ିଛି। ଏହି ମାମଲାରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍କୁଲରେ ପଢ଼ୁଥିବା ଏହି…

ବଦ୍ରିନାଥ ଧାମ ଖୋଲିବାର ମୁହୂର୍ତ୍ତ ହେଲା ସ୍ଥିର, ୧୮ ମାର୍ଚ୍ଚକୁ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ

ଉତ୍ତରାଖଣ୍ଡ : ହିମାଳୟ ପାହାଡ଼ ଉପରେ ସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥଳ ବଦ୍ରିନାଥ ଧାମ ଆସନ୍ତା ମାର୍ଚ୍ଚ ମାସ ୧୮ ତାରିଖରୁ ଖୋଲିବ ବୋଲି ଜଣାପଡିିଛି । ବସନ୍ତ ପଞ୍ଚମୀ ଶୁଭ ମୁହୂର୍ତ୍ତ ଅବସରରେ ବଦ୍ରିନାଥ ଧାମ ଖୋଲିବାର ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଧାମ ୧୮ ମାର୍ଚ୍ଚ ଭୋର୍‌…

ଅମାନବିକତା ! ଏମିତି ଦଣ୍ଡ ଯେ ସମ୍ପର୍କୀୟଙ୍କୁ କାନ୍ଧରେ ବସାଇ ୩ କିମି ଚାଲିଲେ ମହିଳା, ମଝିରେ ମଝିରେ ବେତରେ ପିଟୁଥିଲେ…

ମଧ୍ୟ ପ୍ରଦେଶର ଗୁନା ଜିଲାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ବାଧ୍ୟ କରାଯାଇଛି କି, ସେ ନିଜର ଜଣେ ସମ୍ପର୍କୀୟ ପୁରୁଷଙ୍କୁ କାନ୍ଧରେ ବସାଇ ଗାଁ ସାରା ବୁଲାଇବେ। ଆଶ୍ଚର୍ଯ୍ୟର କଥା, ମହିଳା ଜଣକ ସମ୍ପର୍କୀୟଙ୍କୁ କାନ୍ଧରେ ବସାଇ ଗାଁ ଦାଣ୍ଡରେ ଚାଲୁଥିବା…

ବିଜେପିରେ ସାମିଲ୍‌ ହୋଇପାରନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତାଙ୍କ ଘରେ ପହଞ୍ଚିଲେ ମୋହନ ଭାଗବତ

କୋଲ୍‌କାତା :  ଆଉ ଅଳ୍ପ ଦିନ ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଭଲ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି ।…

ମହାରାଷ୍ଟ୍ର: ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୫ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଗତ ରାତିରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ଅଟୋ, କାର୍ ଓ ଏକ କଣ୍ଟେନର ମଧ୍ୟରେ ସିରିଜ୍ ଦୁର୍ଘଟଣା ହେବାରୁ ୫ଜଣ ପ୍ରାଣ ହରାଇଛନ୍ତି…

ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ, ନହେଲେ ଗଣିବେ ଦୁଇ ଗୁଣା ଶୁଳ୍କ

ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ। ନହେଲେ ଚାରି ଚକିଆ ଗାଡି ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ବେଳେ ଗଣିବେ ଦୁଇ ଗୁଣା ଶୁଳ୍କ। ଟୋଲ୍‌ ଆଦାୟରେ ସ୍ୱଚ୍ଛତା ଓ ଭିଡ଼ରୁ ମୁକ୍ତି ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଟୋଲ୍‌ ପ୍ଲାଜାର ସବୁ ଲେନ୍‌ ଫାସ୍‌ଟ୍ୟାଗ୍‌…

ହରିଣ ଶିକାର କରିବାକୁ ଚିତାବାଘର ଅଦ୍ଭୁତ ଚାଲ୍‌ : ରାସ୍ତାରେ ପଡ଼ିରହିଲା ପଥର ପରି, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ…

ଶିକାରୀ ଓ ଶିକାର ମଧ୍ୟରେ ସବୁବେଳେ ଚାଲିଥାଏ ଛକାପଞ୍ଝା । ଶିକାରୀ ଯେତେ ଚାଲାକ୍‌ ହେଲେ ବି ଶିକାର ମଧ୍ୟ ନିଜକୁ ସର୍ବଦା ସୁରକ୍ଷିତ ରଖିବାକୁ ଚାହିଁଥାଏ । ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ହରିଣକୁ ଶିକାର କରିବା ପାଇଁ ଏକ ଚିତାବାଘ ଏମିତି କିଛି ଚାଲାକ୍‌ କାମ କରିଛି । ହରିଣଟି…

ମହାରାଷ୍ଟ୍ରର ଜଲ୍‌ଗାଓଁରେ ପଲଟିଲା ଟ୍ରକ୍‌, ୧୫ ଜଣଙ୍କର ମୃତ୍ୟୁ

ଜଲଗାଓଁ :  ମହାରାଷ୍ଟ୍ର ଜଳଗାଓଁରେ ଏକ ଟ୍ରକ୍‌ ପଲଟିପଡ଼ିବାରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା କିଂଗାଓଁ ନିକଟରେ ରବିବାର ରାତି ପ୍ରାୟ ୧ଟା ବେଳେ ହୋଇଥିବା ୟାବଲ ଥାନା ପୋଲିସ ପ୍ରକାଶ କରିଛି ।…

ନିଜ ଲୋକ ହିଁ ସାଜିଲେ ହତ୍ୟାକାରୀ ! ଝିଅକୁ ମାରିଦେବା ପାଇଁ ଦେଢ଼ ଲକ୍ଷରେ ସୁପାରୀ ଦେଇଥିଲେ ବାପା, ହାତ ମିଶାଇଥିଲେ…

ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା, ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ହେଉଛନ୍ତି ଖୋଦ୍‌ ମୃତା ମହିଳାଙ୍କ ବାପା, ଭାଇ ଓ ସ୍ୱାମୀ। ସୂଚନା ମୁତାବକ,…

ୟୁଟ୍ୟୁବ୍‌ ଭିଡିଓ ଦେଖି ଟ୍ୟୁସନ ଶିକ୍ଷକ ୫ ଛାତ୍ରଙ୍କ ପିଚାରେ ଫୋଡ଼ିଦେଲେ ‘ମସ୍ତିଷ୍କ ବିକାଶ’ କରୁଥିବା ଇଞ୍ଜେକ୍ସନ,…

ଦିଲ୍ଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ୟୁସନ ଶିକ୍ଷକ ନିଜ ଛାତ୍ରମାନଙ୍କୁ ‘ମସ୍ତିଷ୍କ ବିକାଶ’ କରୁଥିବା ଇଞ୍ଜେକ୍ସନ ଫୋଡ଼ି ଦେଇଛନ୍ତି। କିନ୍ତୁ ପରେ ଜଣାପଡ଼ିଛି ଯେ ଶିକ୍ଷକ ଜଣକ ସାଧାରଣ ସାଲାଇନ୍‌ ଇଞ୍ଜେକ୍ସନ ବ୍ୟବହାର କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ସେ…

ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ Labour Law, ଅଧିକ ୧୫ ମିନିଟ୍‌ କାମ କଲେ ବି ମିଳିବ ଓଭରଟାଇମ୍‌ ଦରମା

ଶ୍ରମ ମନ୍ତ୍ରାଳୟ ଆସନ୍ତା ଆର୍ଥିକ ବର୍ଷରେ ନୂଆ ଶ୍ରମିକ ଆଇନ୍‌(ଲେବର ଲ’) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛି। ସରକାର ଏହାର ଶେଷ ପର୍ଯ୍ୟାୟ କାମ କରୁଛନ୍ତି। ନୂଆ ନିୟମ ଲାଗୁ ହେବା ପରେ ଦେଶର ଶ୍ରମିକ ତଥା କର୍ମଚାରୀଙ୍କର ଅନେକ ସମସ୍ୟା ଦୂର ହେବ। ରିପୋର୍ଟ ମୁତାବକ, ସରକାର ନୂଆ ଆଇନ୍‌ରେ…