Below header
Browsing Category

ଦେଶ ବିଦେଶ

ପୁଣି ବଢୁଛି କରୋନା ସଂକ୍ରମଣ: ଦେଶର ୬ଟି ରାଜ୍ୟରେ ସ୍ଥିତି ଉଦବେଗଜନକ, ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ…

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ୬ଟି ରାଜ୍ୟରେ ସ୍ଥିତି ଉଦବେଗଜନକ ହେଲାଣି । ଏହାରି ଭିତରେ ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । ଏଠାରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ଆଲୋଚନା…

ଆଜିଠୁ ଆରମ୍ଭ ହୋଇଛି ଜେଇି ମେନ୍‌-୨, ଦେଶର ୩୩୧ଟି ସହରରେ ଚାଲିଛି ପରୀକ୍ଷା

କେନ୍ଯୁଜ୍: ଇଂଜିନିୟରି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ଜେଇି ମେନ୍‌-୨। ଦେଶର ୩୩୧ଟି ସହରରେ ପରୀକ୍ଷା ଚାଲିଛି। ଦୁଇଟି ସିଟିଂରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହେବ।…

୮ମ ଶ୍ରେଣୀ ଛାତ୍ର ସହିତ ଫେରାର୍‌ ହୋଇଗଲା ୩ ଛୁଆର ମା’ ! ବର୍ଷେ ହେବ ଚାଲିଥିଲା ପ୍ରେମ ସମ୍ପର୍କ

କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ, ଯାହାକୁ ଶୁଣି ସମାଜ ବି ଲଜ୍ଜାବୋଧ କରିଥାଏ। ଏବେ ଉତ୍ତର ପ୍ରଦେଶର ଗୋରଖପୁରରୁ ଏମିତି ହିଁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଖବର ମୁତାବକ, ଏଠାରେ ୩…

ଚୁଲି ନିଆଁ କୁହୁଳି ରାତି ଅଧରେ ଫାଟିଲା ସିଲିଣ୍ଡର, ଜିଅଁନ୍ତା ଜଳିଗଲେ ପରିବାରର ୫ ଜଣ

ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ। ସୋମବାର ବିହାରର କିଶନଗଞ୍ଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲିଣ୍ଡର ଫାଟିଯାଇ ଏଠାରେ ପରିବାରର ୫ ଜଣ ଜିଅଁନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ୪ ପିଲା ଅଛନ୍ତି। ତେବେ ସୌଭାଗ୍ୟବଶତଃ ମା’ ବଞ୍ଚିଯାଇଛନ୍ତି।…

ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ସାଂସଦଙ୍କ ବୋହୂ, ଶାଶୂ ଘର ଆଗରେ କାଟିଲେ ହାତ

ଲକ୍ଷ୍ମୌ : ବଡ ଘର ବଡ ଗୁମର କଥା। ଉତ୍ତରପ୍ରଦେଶର ବିଜେପି ସାଂସଦ କୌଶଳ କିଶୋରଙ୍କ ପରିବାରରେ ହାଇ ଭୋଲଟେଜ୍ ଡ୍ରାମା । ସାଂସଦଙ୍କ ବୋହୂ ଅଙ୍କିତା ଘର ସାମ୍ନାରେ ହିଁ ହାତ କାଟି ପକାଇଛନ୍ତି । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଆତ୍ମହତ୍ୟା ଉଦ୍ୟମ…

ରାତି ଅଧରେ କମଲ ହାସନ୍‌ଙ୍କ ଗାଡ଼ି ଉପରକୁ ଆକ୍ରମଣ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ

ଅଭିନେତାରୁ ନେତା ସାଜିଥିବା କମଲ ହାସନ୍‌ଙ୍କ ଗାଡ଼ି ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି। ମକ୍କଲ ନିଧି ମଧ୍ୟମ ପାର୍ଟିର ମୁଖ୍ୟ ହାସନ୍‌ ରବିବାର ରାତିରେ ନିର୍ବାଚନୀ ସଭାରୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ଗାଡ଼ିର ଡୋର୍‌ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।…

ମିଆଁମାର: ବିରୋଧ ପ୍ରଦର୍ଶନରେ ୩୯ ଲୋକଙ୍କ ମୃତ୍ୟୁ, ଲାଗୁ ହେଲା ମାର୍ଶଲ ଲ’

ଚୀନ୍‌ର ଆର୍ଥିକ ସହାୟତାରେ ମିଆଁମାରରେ ଚାଲିଥିବା କାରଖାନା ଓ ଚୀନୀ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ସୈନ୍ୟ ଅଧିକାରୀମାନେ ସମ୍ପୃକ୍ତ ସ୍ଥାନରେ ମାର୍ଶଲ ଲ’ ଘୋଷଣା କରିଛନ୍ତି। ରବିବାର ପ୍ରଦର୍ଶନକାରୀମାନେ ୟଙ୍ଗୁନ୍‌ର ଉପନଗରୀୟ ଅଞ୍ଚଳରେ ଚୀନ୍‌ର ଆର୍ଥିକ ସହାୟତାରେ ଚାଲିଥିବା ଏକ କାରଖାନାରେ…

ନାଗପୁରକୁ ଫେରିଛି ଲକଡାଉନ୍‌, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା

ନୂଆଦିଲ୍ଲୀ : କରୋନା ବଢିବା ସହ ବଢୁଛି କଟକଣା । ମହାରାଷ୍ଟ୍ରର ନାଗପୁରକୁ ଫେରିଛି ଲକ୍‌ଡାଉନ୍‌ । ଆଜିଠୁ ନାଗପୁର ଜିଲ୍ଲାରେ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସମସ୍ତ ବେସରକାରୀ ଅଫିସ୍‌ ବନ୍ଦ ରହିଥିବା ବେଳେ ୨୫…

ଭେଜ୍‌ ଜାଗାରେ ନନ୍‌ଭେଜ୍‌ ପିଜ୍ଜା ଡେଲିଭରି କରିଥିଲା କମ୍ପାନୀ, ମହିଳା ମାଗିଲେ ୧ କୋଟି ଟଙ୍କାର କ୍ଷତିପୂରଣ

ଅର୍ଡର ଭୁଲ ଆସିବାରୁ କମ୍ପାନୀ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲେ ମହିଳା। ଏଭଳି ଏକ ମାମଲା ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି। ଏଠାରେ ଜଣେ ନିରାମିଷାଶୀ ମହିଳା ଭେଜ୍‌ ପିଜ୍ଜା ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ତାଙ୍କୁ ନନ୍‌ଭେଜ୍‌ ପିଜ୍ଜା ପଠାଇ ଦେଇଥିଲେ। ଏଥିରେ…

ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଜାରି କଲେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ରୋକିବାକୁ ନୂତନ ଗାଇଡଲାଇନ ଜାରି କରିଛନ୍ତି ମଧ୍ୟପ୍ରଦେଶ ସରକାର । ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଆସୁଥିବା ଲୋକଙ୍କୁ ସାତ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନଗୁଡିକର ଶେଲ୍ ତିଆରି କରି ସାମାଜିକ ଦୂରତା ଅନୁସରଣ…

ଘରୋଇକରଣକୁ ବିରୋଧ କରି ଦୁଇଦିନିଆ ବ୍ଯାଙ୍କ ଧର୍ମଘଟ, ସାମିଲ ହେବେ ୧୦ ଲକ୍ଷ କର୍ମଚାରୀ

ଯଦି ଆପଣ ଆଜି ବ୍ଯାଙ୍କ ଯିବାକୁ ଚିନ୍ତା କରିଛନ୍ତି, ତେବେ ରଦ୍ଦ କରିଦିଅନ୍ତୁ। କାହିଁକି ନା, ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍, UFBU ଏହି ଧର୍ମଘଟ ଡାକରା ଦେଇଛି। ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ…

ଶ୍ରୀଲଙ୍କା କ୍ୟାବିନେଟ୍‌ର ନିଷ୍ପତ୍ତି : ବନ୍ଦ ହେବ ୧୦୦୦ ମଦ୍ରାସା ସ୍କୁଲ୍‌, ମହିଳା ପିନ୍ଧ ପାରିବେନି ବୁର୍ଖା

କଲମ୍ବୋ : ଖୁବ୍‌ ଶୀଘ୍ର ଶ୍ରୀଲଙ୍କାରେ ମୁସଲ୍‌ମାନ୍‌ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ସରକାର ନିଷିଦ୍ଧାଦେଶ ଦେବାକୁ ଯାଉଛନ୍ତି । ଶନିବାର ଦେଶର କ୍ୟାବିନେଟ୍‌ ଏହି ଆଇନକୁ ମଞ୍ଜୁର କରିବା ସହ ଏଥିରେ ଦସ୍ତଖତ କରିଛି । ସରକାର ଖୁବ୍‌ ଶୀଘ୍ର ଏନେଇ ଘୋଷଣା କରିବେ ବୋଲିି ଜଣେ କ୍ୟାବିନେଟ୍‌…