Below header
Browsing Category

ଦେଶ ବିଦେଶ

କାହିଁକି ଏବେ ଯାଏଁ ଥାନାରେ ଲଗାଯାଇନି ସିସିଟିଭି? କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ହେଲେ ସୁପ୍ରିମ୍‌କୋର୍ଟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଜାତୀୟ ତଦନ୍ତ ଏଜେନ୍ସି(ଏନ୍‌ଆଇଏ) ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗଭୀର ଅସନ୍ତୋଷ…

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଲେ ରାହୁଲ,…

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏବେ ପୁଣି ଏକ ମନ୍ତବ୍ଯ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ…

ଲକ୍ଷ୍ନୌ: ବିଜେପି ସାଂସଦଙ୍କ ପୁଅଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ, ଜୀବନରୁ ମାରିଦେବାକୁ ହୋଇଥିଲା ଉଦ୍ଯମ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଇନ କାନୁନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାହାର ଜଳ୍ବନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି…

୨ୟ ପର୍ଯ୍ୟ।ୟ ଟିକାକରଣ: ଦେଶରେ ୧ କୋଟି ୪୮ ଲକ୍ଷ ଲୋକଙ୍କୁ ଦିଆଗଲା କୋଭିଡ୍ ଟିକା

ନୂଆଦିଲ୍ଲୀ  :  ଦେଶରେ ଆଜି ୨ୟ ପର୍ଯ୍ୟ।ୟ ଟିକାକରଣ ଆରମ୍ଭ ହୋଇଛି । ଦ୍ବିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଦେଶରେ ୧ କୋଟି ୪୮ ଲକ୍ଷ ଲୋକ କୋଭିଡ୍ ଟିକା ଦିଆ ସରିଛି । ସେଥିରୁ ୪୫ ବର୍ଷରୁ ଅଧିକ ଗୁରୁତର ରୋଗରେ ପୀଡିତ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୨ ଲକ୍ଷ ୮ ହଜାର ଡୋଜ୍‌ ଦିଆଯାଇଛି।…

୫୦ ବର୍ଷରେ ବି ପୂରା ଫିଟ୍‌ ଅଛନ୍ତି ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ ଥର ପୁଶଅପ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ରାହୁଲ କନ୍ୟାକୁମାରୀରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏ ଅବସରରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରେ ରାହୁଲ ଜଣେ ଛାତ୍ର…

ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌, ୬ ତାରିଖ ପୂର୍ବରୁ କରିବାକୁ ପଡିବ…

ଭୁବନେଶ୍ବର: ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌ । jeemain.nta.nic.inରେ ରେଜିଷ୍ଟ୍ରେସନ୍‌ କରିହେବ । ମାର୍ଚ୍ଚ ୬ ତାରିଖ ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ । ଏଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍‌ ପରୀକ୍ଷା ହେଉଛି । ପ୍ରଥମ ପର୍ଯ୍ୟାୟ…

ଝିଅକୁ ହୋଇଥିବା ଅସଦାଚରଣର ଅଭିଯୋଗ ଥାନାରେ କରିଥିଲା ବାପା, ସେଥିପାଇଁ ବାପାକୁ ଗୁଳିକରି ମାରିଲା ଅଭିଯୁକ୍ତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ହାଥରସରେ ଝିଅ ବିରୋଧରେ ହୋଇଥିବା ଅସଦାଚରଣ ମାମଲାରେ ଅଭିଯୋଗ କରିବା ଜଣେ ପାଇଁ ମହଙ୍ଗା ପଡିଛି । ଜିଲ୍ଲାର ନୌଜରପୁର ଗାଁରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ୫୨ ବର୍ଷୀୟ ପୀଡିତାଙ୍କ ବାପାଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି । ପୋଲିସ ଘଟଣାର ତଦନ୍ତ…

ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍‌ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍‌ରେ ୨୫ ଲକ୍ଷ…

ଆମେରିକାରେ ୩ୟ ଟିକାକୁ ମିଳିଲା ମଞ୍ଜୁରୀ, ଏବେ ଗୋଟିଏ ଡୋଜ୍‌ରେ ଶେଷ ହେବ କରୋନା

କରୋନା ସଂକ୍ରମଣ ହ୍ରାସ ପାଉନଥିବାରୁ ସବୁ ଦେଶର ସରକାରଙ୍କୁ ଘାରିଛି ଚିନ୍ତା । ଲକ୍ଷ ଲକ୍ଷ ଲୋକଙ୍କର ଏଥିରେ ମୃତ୍ୟୁ ହୋଇସାରିଲାଣି । ଏହି ରୋଗ ଉପରେ ବିଜୟ ପାଇବା ପାଇଁ ସବୁ ଦେଶର ଗବେଷକ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏବେ ମୋଡର୍ନା ଓ ଫାଇଜର ସହ ଆଉ କେତକ ଟିକାକୁ ମଞ୍ଜୁରୀ ମିଳିଛି…

ଦେବପ୍ରୟାଗ ପୋଲିସ୍‌ ର ନୂଆ ତରିକା, ବିବାହରେ କନ୍ୟା ଯଦି ମଦକୁ ବିରୋଧ କରେ ମିଳିବ ପୁରସ୍କାର

ଉତ୍ତରାଖଣ୍ଡ : ମଦ ସୁଖର ସଂସାରକୁ ଉଜାଡି ଦିଏ । ଭଲ ଭଲ ଲୋକଙ୍କୁ ମଦୁଆ ବନାଇ ଦିଏ । ବିବାହରେ ତ ମଦ ନହେଲେ ବରଯାତ୍ରୀ ମିଳନ୍ତିନି । ଏହି ମଦ ପାଇଁ ବହୁ ବିବାହ କାର୍ଯ୍ୟକ୍ରମରେ ନାନା ଗଣ୍ଡଗୋଳ ହୋଇଥାଏ । ବିବାହରେ ମଦକୁ ରୋକିବା ପାଇଁ ଉତ୍ତରାଖଣ୍ଡ ଦେବପ୍ରୟାଗ ଜିଲ୍ଲାରେ ପୋଲିସ ଏକ ନୂଆ…

ପରିବାରର ଖର୍ଚ୍ଚ ଉଠାଇବା ପାଇଁ ସମୁଦ୍ରକୁ ଓହ୍ଲାଇଲେ ମହିଳା, ଆଜି ଲୋକେ କହୁଛନ୍ତି ଫିସର ଓ୍ଵମେନ୍‌

ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ । ସେ ପରିବାର ଚଳାଇବା ସହ ପରିବାରର ସମସ୍ତଙ୍କ କଥା ବୁଝିଥାନ୍ତି । ମହିଳାମାନେ ପରିବାରର କଠିନ ସମୟରେ ପରିବାର ସହ ଛିଡ଼ା ହୋଇଥାନ୍ତି । ଏମିତି ଏକ କଠିନ ସମୟ ଆସିଥିଲା କେରଳର କେ.ସି ରେଖାଙ୍କ ଜୀବନରେ । ୨୦୦୪ ସୁନାମୀରେ ପରିବାରର ସବୁ କିଛି ଚାଲିଗଲା ।…

ଅଦ୍ଭୁତ : ତିନି ବର୍ଷ ଧରି ଗର୍ଭବତୀ ରହିବା ପରେ ମହିଳା ଜନ୍ମ ଦେଲେ ଛେଳି ଛୁଆ !

ନାଇଜିରିଆ : ମଣିଷ ଛେଳି ଛୁଆ ଜନ୍ମ କରିବା ଖବର ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ମାତ୍ର ଏମିତି ଘଟଣା ସମ୍ଭବ ହୋଇଛି ନାଇଜିରିଆରେ । ଜଣେ ମହିଳା ୩ ବର୍ଷ ଗର୍ଭବତୀ ରହିବାପରେ ଏକ ଛେଳି ଛୁଆ ଜନ୍ମ କରିଛନ୍ତି । ଯାହାକୁ ଡାକ୍ତର ଦେଖି ବି ହଇରାଣ ହୋଇଯାଇଛନ୍ତି । ଆମ ବିଶ୍ୱରେ ବେଳେ…