Browsing Category

ଦେଶ ବିଦେଶ

ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରୋନା ପଜିଟିଭ୍‌, ମଞ୍ଚ ଉପରେ ମୁଣ୍ଡ ବୁଲାଇବାରୁ ପଡ଼ି ଯାଇଥିଲେ ତଳେ

ଗୁଜରାଟ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରୋନା ପଜିଟିଭ୍‌ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ବୁଲେଟିନ୍‌ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଅସୁସ୍ଥ ହୋଇପଡ଼ିଥିଲେ । ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ି…

Facebook ଓ WhatsApp କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌, ନୂଆ ପ୍ରାଇଭେସୀ ପଲିସିକୁ ନେଇ କଲେ ପ୍ରଶ୍ନ

ଫେସ୍‌ବୁକ୍‌ ଅଧିକୃତ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସି ଲଗାତାର ପ୍ରଶ୍ନ ଘେରରେ ରହିଛି। ବାରମ୍ବାର ବିରୋଧ କରିବା ପରେ କମ୍ପାନୀ ଏହାକୁ ଆସନ୍ତା ତିନି ମାସ ପାଇଁ ରଦ୍ଦ କରିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌କୁ ନୋଟିସ୍‌ ଜାରି କରିଛନ୍ତି।…

ଚୀନ୍‌ରୁ ହିଁ ଜନ୍ମିଛି କରୋନା, ବୁହାନ୍‌ ସହରରୁ ସଂକ୍ରମଣ ବ୍ୟାପିଥିବା ସଙ୍କେତ ପାଇଲା ଡବ୍ଲ୍ୟୁଏଚ୍‌ଓ

ଚୀନ୍‌ର ବୁହାନ୍‌ ସହରରୁ କରୋନା ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲେ ମଧ୍ୟ କିଛି କିଛି ସଙ୍କେତ ମିଳିଛି। ଏନେଇ ଆମେରିକାର ଏକ ମିଡିଆ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ମୁତାବକ ଡବ୍ଲ୍ୟୁଏଚ୍‌ଓର ତଦନ୍ତକାରୀ ଟିମ୍‌…

ମହାରାଷ୍ଟ୍ର: ଓଲଟିଲା ଶ୍ରମିକ ବୋଝେଇ ଟ୍ରକ, ୧୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଳଗାଁଓରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

କରୋନା ସଂକ୍ରମଣ ମିଳିଲେ ମଧ୍ୟ ସମସ୍ତେ ଅଫିସ ଆସିବାକୁ ବାଧ୍ୟ, ସିଲ୍ ହେବନି ଅଫିସ, ମିଳିବନି ଛୁଟି

ଅଫିସରେ ଏବେ କରୋନା ସଂକ୍ରମଣ ମିଳିଲା ପରେ ମଧ୍ୟ ବନ୍ଦ କିମ୍ବା ସିଲ୍ କରାଯିବ ନାହିଁ। କେନ୍ଦ୍ରୀୟ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ତରଫରୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ତେବେ କୌଣସି ଶ୍ରେଣୀର…

ଆଜି ଅଧରାତିରୁ FASTag ବାଧ୍ୟତାମୂଳକ, ନଚେତ ଦେବାକୁ ହେବ ଦୁଇଗୁଣା ଜରିମାନା

ସୋମବାର ଅର୍ଥାତ୍ ଆଜିଠାରୁ ସମଗ୍ର ଦେଶରେ ଫାସଟ୍ଯାଗ୍ ବାଧ୍ୟତାମୂଳକ କରାଯାଇଛି। ଆଜି ଅଧରାତିରୁ ଏହା ଲାଗୁ ହେବାକୁ ଯାଉଛି। ଯଦି ଆପଣ ଫାସଟ୍ଯାଗ୍ କରିନାହାନ୍ତି, ତେବେ ଆଜି ହିଁ କରିନିଅନ୍ତୁ। ନଚେତ ଦେବାକୁ ହେବ ଦୁଇଗୁଣା ଟ୍ଯାକ୍ସ। ଆପଣ କୌଣସି ଜାଗାକୁ ବିନା ଦ୍ବିଧାରେ ଯିବାକୁ…

ଜମ୍ମୁରୁ ସୁରକ୍ଷା କର୍ମୀ ଜବତ କଲେ ୭ କେ.ଜି ବିସ୍ଫୋରକ, ନର୍ସିଂ ଛାତ୍ର ଗିରଫ

ଶ୍ରୀନଗର :  ଦୁଇବର୍ଷ ତଲେ ଆଜିର ଦିନରେ ପୁଲଓ୍ଵାମା ଆକ୍ରମଣ ହୋଇଥିଲା । ଏଥିରେ ବହୁ ପରିମାଣର ବିସ୍ପୋରକ ବ୍ୟବହାର ହୋଇଥିବା ଜଣାପଡ଼ିଥିଲା । ଆତଙ୍କବାଦୀମାନେ ପୁଲଓ୍ଵାମା ଆକ୍ରମଣର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନରେ ପୁଣି ଏକ ଆକ୍ରମଣ ଯୋଜନା କରୁଥିବା ରିପୋର୍ଟ ଗୁଇନ୍ଦା ବିଭାଗର…

ପ୍ରଥମ ଥର ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ହେଲେ ଜଣେ ଭାରତୀୟ ଯୁବତୀ, ଜାଣନ୍ତୁ କିଏ ଏହି ରଶ୍ମି…

ନୂଆଦିଲ୍ଲୀ :  ଅକ୍ସଫୋର୍ଡ ଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ପଦରେ ବିଜୟ ହୋଇଛନ୍ତି ଭାରତୀୟ ଯୁବତୀ ରଶ୍ମି ସାମନ୍ତ । ରଶ୍ମିଙ୍କ ପିତା ଦିନେଶ ସାମନ୍ତ ଉଡ୍ଡପୀ ନିକଟ ପରକାଲାରେ ନିଜର ବ୍ୟବସାୟ କରୁଥିବା ବେଳେ ମା’ ଜଣେ ଗୃହିଣୀ । କର୍ଣ୍ଣାଟକର ରଶ୍ମୀ ସାମନ୍ତ…

ପୁଲଓ୍ଵାମା ଆକ୍ରମଣ: ଆମାଜନ୍‌ରୁ କିଣାଯାଇଥିଲା ବିସ୍ଫୋରଣ ପାଇଁ ବମ୍‌ ତିଆରି ଉପକରଣ ଓ କେମିକାଲ

ଆଜି ପୁଲଓ୍ଵାମା ଆକ୍ରମଣକୁ ପୂରିଛି ୨ ବର୍ଷ। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍‌ସ ଡେ’ ପାଳନ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଦିନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୫୦୦ ଜଣ ଯବାନ ୭୮ଟି ବସ୍‌ରେ ଯାଉଥିବା ବେଳେ…

ଇଣ୍ଟରନେଟ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖିଲେ, ଆଉ ରକ୍ଷା ନାହିଁ; ସିଧା ବନ୍ଧା ହୋଇଯିବେ

ଇଣ୍ଟରନେଟ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ବ୍ୟକ୍ତିଙ୍କୁ ଆଉ ରକ୍ଷା ନାହିଁ। ଯେଉଁମାନେ ମୋବାଇଲରେ ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖୁଛନ୍ତି, ପୋଲିସ ଏବେ ସେଭଳି ଲୋକଙ୍କ ଉପରେ କଡ଼ା ନଜର ରଖିବ। ଏହି ନିୟମ ଲାଗୁ ହୋଇଛି ଉତ୍ତର ପ୍ରଦେଶରେ। ରିପୋର୍ଟ ମୁତାବକ, ସୁବେରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ…

ଭାଲେଣ୍ଟାଇନ୍‌ ଡେ’ରେ ପତି ଦେଲେ ପତ୍ନୀଙ୍କୁ କିଡ୍‌ନୀ ଉପହାର, କହିଲେ ଏହା ହିଁ ପ୍ରକୃତ ପ୍ରେମ

ପ୍ରେମରେ ଭିଜିଥିବା ପ୍ରେମୀ ତା’ର ପ୍ରେମିକାକୁ କେତେ କ’ଣ ଉପହାର ଦିଏ । ପ୍ରେମିକା ପାଇଁ ବହୁତ କିଛି କରିବାକୁ କଥା ଦେଇଥାଏ । ହେଲେ ଖୁବ୍‌ କମ୍‌ ଏହାକୁ ପାଳନ କରିଥାନ୍ତି । ହେଲେ ଗୁଜୁରାଟରେ ଜଣେ ବ୍ୟକ୍ତି ତା’ର ପତ୍ନୀ ପାଇଁ ଏମିତି କିଛି କରି ଦେଖାଇଛନ୍ତି । ଯାହା ଜାଣିଲେ ଯେକେହି…

କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଶୁଙ୍ଘି ଚିହ୍ନଟ କରିବ ଜର୍ମାନ ସ୍ନିଫର ଡଗ୍‌, ଦିଆଯାଉଛି ଟ୍ରେନିଂ, ଆକ୍ୟୁରେସୀ ରେଟ୍‌…

ସାରା ବିଶ୍ୱରେ କରୋନାକୁ ମାତ୍‌ ଦେବା ପାଇଁ କେତେ ପ୍ରକାରର ତରିକା ଆପଣା ଯାଉଛି। ଜର୍ମାନୀର ଏକ ଭେଟନାରୀ କ୍ଲିନିକ୍‌ ଲୋକଙ୍କ ଲାଳ ନମୁନାରୁ କରୋନା ଭାଇରସ୍‌ ଚିହ୍ନଟ କରିବା ପାଇଁ ସ୍ନିଫର ଡଗ୍ସଙ୍କୁ ଟ୍ରେଣ୍ଡ କରୁଛି। ଏହା ଦାବି କରେ କି, ଭାଇରସ୍‌ ଚିହ୍ନଟ କରିବାରେ କୁକୁରର ଆକ୍ୟୁରେସୀ…