Browsing Category

ସ୍ପେଶାଲ

ଏମିତି ଏକ ଦ୍ବୀପ ଯେଉଁଠାରେ ମହିଳାଙ୍କୁ ନୋ ଏଣ୍ଟ୍ରି !

ବିଦେଶରେ ଏମିତି ଅନେକ ଦ୍ବୀପ ରହିଛି, ଯେଉଁ ଠାକୁ ପୁରୁଷ ମାନଙ୍କୁ ଯିବା ମନା । କିନ୍ତୁ ଆଜି ଆମେ ଅପଣଙ୍କୁ ଏମିତି ଏକ ସୁନ୍ଦର ଦ୍ବୀପ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ମହିଳାଙ୍କୁ ନୋ ଏଣ୍ଟ୍ରି । ଜାପାନର ଏହି ଦ୍ବୀପର ସବୁଠାରୁ ଆଶ୍ଚର୍ୟ୍ୟ ହେଲା ଭଳି କଥା ହେଉଛି ’ୱାଲଡ୍ ହେରିଟେଜ୍…

ଏଇ ଭୁବନେଶ୍ୱରରେ : ଏମିତି ଗୋଟିଏ ପରିବାର ଯିଏ ଦୈନିକ ଖାଦ୍ୟ ବିତରଣ କରୁଛନ୍ତି ମାଗଣାରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୋକିଲାକୁ ଖୋଇବା ଠାରୁ ପୁଣ୍ୟ ଦୁନିଆରେ ଆଉ କିଛି ନାହିଁ । ଜଣେ ଭୋକିଲାର ପେଟ ପୂରାଇବାରେ ଯେଉଁ ଆତ୍ମସନ୍ତୋଷ ମିଳେ ତା ଆଗରେ ସବୁ କିଛି ତୁଚ୍ଛ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖୁବ୍‌ କମ୍‌ ମୂଲ୍ୟ ଅର୍ଥାତ୍‌ ମାତ୍ର ୫ ଟଙ୍କାରେ ଖାଦ୍ୟ ଦେଉଛନ୍ତି ।…

ଏପରି ଏକ ବିଷାକ୍ତ ଗଛ, ଛୁଇଁଲା ମାତ୍ରେ ଚାଲିଯାଇପାରେ ଆପଣଙ୍କ ଜୀବନ

ସାଧାରଣତଃ ସମସ୍ତେ ନିଜ ଘର ପାଖରେ ଫୁଲ କିମ୍ବା ସଜାସଜି ଗଛ ଲଗାଇବାକୁ ପସନ୍ଦ କରନ୍ତି। ଏହା ଦ୍ୱାରା ଘର ମଧ୍ୟରେ ଏକ ସକାରତ୍ମକ ଉର୍ଜା ଜାତ ହୋଇଥାଏ। ଏପରିକି ସମସ୍ତ ଗଛର କିଛିନା କିଛି ମହତ୍ଵ ରହିଥାଏ।କିନ୍ତୁ ଏପରି ମଧ୍ୟ କିଛି ଗଛ ରହିଛି ଯାହାକୁ ନଲଗାଇବା ହିଁ ଭଲ। ଆଜି ଆମେ ସେଭଳି ଏକ ଗଛ…

ବାତ୍ୟାକୁ ପ୍ରିୟ ଓଡ଼ିଶା, ୧୯୯୯ ମହାବାତ୍ୟାରୁ ୨୦୧୯ ଫନି ଯାଏ

ଫାଇଲିନ୍‌ରେ ମରିଥିଲେ ୪୪ ଜଣ ଅକଟୋବର ୧୪, ୨୦୧୩ । ଭୟଙ୍କର ବାତ୍ୟା ଫାଇଲିନ୍‌ ଆସି ଉଜାଡ଼ି ଦେଲା ଓଡ଼ିଶାର ଅନେକ ଜିଲ୍ଲାକୁ । ଆଣ୍ଡାମାନ୍‌ ସମୁଦ୍ରରୁ ସୃଷ୍ଟି ହୋଇ ବଙ୍ଗୋପ ସାଗରରେ ପହଞ୍ଚିଥିଲା ବାତ୍ୟା ଫାଇଲିନ୍‌ । ଆଉ ଅକଟୋବର ୧୪ରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା । ଘଣ୍ଟାପ୍ରତି…

ଏହି ଦେଶରେ ଦୁଇ ମହିଳାଙ୍କୁ ବିବାହ କରିଥାନ୍ତି ଜଣେ ପୁରୁଷ, ଏମିତି ନ କଲେ ହୋଇଥାଏ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ ଯେ ବିଶ୍ବରେ ଏକ ଏମିତି ଦେଶ ଅଛି, ଯେଉଁଠି ପୁରୁଷ ମାନଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ। ଯଦି ସେହି ପୁରୁଷମାନେ ଏପରି କରନ୍ତି ନାହିଁ ତେବେ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ। ଏହା…

ହିନ୍ଦୁ ଧର୍ମରେ ଶବଯାତ୍ରା ସମୟରେ କାହିଁକି କୁହାଯାଏ ‘ରାମ ନାମ ସତ୍ୟ ହେ’ , ଜାଣନ୍ତୁ ଏହାର ଧାର୍ମିକ କାରଣ

ପ୍ରାଚୀନ ସମୟରେ ଆମେ ଶୁଣିଆସୁଛନ୍ତି ଏବଂ ଦେଖି ଆସୁଛନ୍ତି ଯେତେବେଳେ କୌଣସି ବ୍ୟକ୍ତିଙ୍କର ମ୍ରୁତ୍ୟୁ ହୋଇଥାଏ, ତେବେ ସମସ୍ତେ ତାଙ୍କ ଶବକୁ ଶ୍ମଶାନ ନେଇଥାନ୍ତି। ଆଉ ଶ୍ମଶାନ ନେବା ସମୟରେ ଶବକୁ ନେଲାବେଳେ ‘ରାମ ନାମ ସତ୍ୟ ହେ’ କହିଥାନ୍ତି। ଏହି ଭଳି କହି ମୃତକଙ୍କ ଶବକୁ ଶ୍ମଶାନ ଘାଟକୁ…

ଅଧର୍ମକୁ ନାଶ କରି ଧର୍ମର ଜୟ ପାଇଁ ବିଷ୍ଣୁ ଭଗବାନ ନେଇଥିଲେ ଅନେକ ରୂପ, ଜାଣନ୍ତୁ ସେହି ଅବତାରର ନାମ

ଭଗବାନ ବିଷ୍ଣୁ ହିରଣ୍ୟ କଷ୍ୟପୁକୁ ବଧ କରି ନିଜ ଭକ୍ତ ପ୍ରହଲ୍ଲାଦଙ୍କ ଜୀବନ ରକ୍ଷା କରିଥିଲେ। ଭଗବାନ ବିଷ୍ଣୁ ଅନେକ ଥର ବିଭିନ୍ନ ଅବତାର ନେଇ ଦେବଲୋକ ଏବଂ ପୃଥିବୀରେ ଅସୁରଙ୍କର ଅନ୍ତ କରିଛନ୍ତି। ଶ୍ରୀମଦଭଗବତ ଗୀତା ଅନୁସାରେ ସତ୍ୟ ଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ବିଷ୍ଣୁଙ୍କର ୨୪ ଅବତାର…

୨୦ ବର୍ଷରେ ୩୬ହଜାର କିଲୋମିଟର. . . . ପାଦରେ ଚାଲି ଦୃଷ୍ଟିହୀନ ମା’ଙ୍କୁ ତୀର୍ଥଯାତ୍ରା କରାଇଛନ୍ତି କଳିଯୁଗର ଏହି…

୫୦୦୦ ହଜାର ବର୍ଷ ତଳର ଶ୍ରବଣ କୁମାରଙ୍କ ବିଷୟରେ ଆପଣ ଜାଣିଥିବେ । ଯିଏ ନିଜ ମାତୃ ପିତୃ ଭକ୍ତି ପାଇଁ ପରିଚିତ । ଜଣେ ଆଦର୍ଶ ପୁତ୍ର ଭାବେ, ଲୋକଙ୍କ ମନରେ ସଦା ସ୍ମରଣୀୟ । ନିଜ ଦୃଷ୍ଟିହୀନ ବାପା ମାଆଙ୍କୁ ଭାର କରି କାନ୍ଧରେ ବୋହି ତୀର୍ଥରେ ନେବା ଘଟଣା କାହାକୁ ବା ଅଜଣା । ଶ୍ରବଣ କୁମାରଙ୍କ…

ଅପରେସନ ପରେ ରୋଗୀଙ୍କ ପେଟରୁ ଡାକ୍ତର ବାହାର କଲେ ନଖ, ବୁଲେଟ ଏବଂ ୧୧୫ଟି ଲୁହା କଣ୍ଟା

ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ରହୁଥିବା ୪୨ ବର୍ଷର ଜଣେ ବ୍ୟକ୍ତିଙ୍କ ପେଟ ଯନ୍ତ୍ରଣା ହେଉଥିଲା ତେବେ ତାଙ୍କୁ ହସପିଟାଲରେ ଭର୍ତ୍ତୀ କରାଗଲା। ଯାଞ୍ଜ କରିବା ପରେ ଡାକ୍ତରଙ୍କୁ ଜଣାପଡିଲା ଯେ ତାଙ୍କ ପେଟରେ କିଛି ଅଜବ ଜିନିଷ ମିଳିଲା। ଅପରେସନ କରିବା ପରେ ଡାକ୍ତରମାନେ ତାଙ୍କ ପେଟରୁ ନଖ,…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ଜାଣନ୍ତୁ ପିତାଙ୍କ ସମ୍ପତ୍ତିରେ ଝିଅ କେବେ କରିପାରିବ ଦାବି, କଣ ରହିଛି ହିନ୍ଦୁ ଉତ୍ତରାଧିକାରୀ ଆଇନ୍

ଯେତେବେଳେ ଜଣେ ଝିଅ କମ ବୟସରେ ବିବାହ ହୋଇଥାଏ ଓ ତାର ବାପ ଘର ତାକୁ ପ୍ରତାରଣ କରିଥାଏ ଆଉ ସେହି ସମୟରେ ଯଦି ଝିଅ ରୋଜଗାରକ୍ଷମ ହୋଇନଥାଏ ତେବେ ଝିଅର ଜୀବନ ଦୁର୍ବିସହ ହୋଇ ପଡେ । ହିନ୍ଦୁ ସକ୍ସେସନ ଆକ୍ଟ ୧୯୫୬କୁ ୨୦୦୫ ମସିହାରେ ସଂଶୋଧନ କରି ଝିଅ ମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର…

ଅନ୍ତିମ ପର୍ଯ୍ୟାୟରେ କରଜ ଛାଡ ଯୋଜନା, ଏହାର ଲାଭ ଉଠାଇପାରିବେ ଦେଶର ଲକ୍ଷ-କୋଟି ଗରିବ

ଭାରତରେ ଛୋଟ କମ୍ପାନୀ,ଛୋଟ ଚାଷୀ ଏବଂ ବ୍ୟବସାୟଙ୍କ କରଜ ଛାଡ ଯୋଜନା ଉପରେ କାମ ଆରମ୍ଭ ହୋଇସାରିଛି । ଏହି ଯୋଜନାକୁ ଲାଗୁ କରିବା ପାଇଁ ଆଗାମୀ ସରକାର ସାମ୍ନାରେ ଏହାକୁ ଲାଗୁ କରାଯିବ । ଏହି କରଜ ଛାଡ ଯୋଜନାର ଲାଭ ଛୋଟ ଚାଷୀ, କାରିଗର ଏବଂ ମାଇକ୍ରୋ ଏଣ୍ଟରପ୍ରାଇଜେସକୁ ମିଳିବ । ରିପୋର୍ଟ…