Below header
Browsing Category

ସ୍ପେଶାଲ

କିମ୍ବଦନ୍ତୀରେ ମା’ ହିଙ୍ଗୁଳା, ଶ୍ରୀମନ୍ଦିରରେ ମହାପ୍ରସାଦକୁ ସୁଆଦିଆ କରିବାକୁ ଆବିର୍ଭୂତ ହୋଇଥିଲେ ଠାକୁରାଣୀ

ଶକ୍ତି କେବେ ସୁନ୍ଦରୀ ତ ଆଉ କେବେ ଭୟଙ୍କରୀ। ତାଳଚେର ସ୍ଥିତ ମା' ହିଙ୍ଗୁଳା ଅଷ୍ଟମ ମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ। ମା' ଙ୍କ ପୀଠ ଯେତିକି ପ୍ରାଚୀନ, ସେତିକି ବୈଚିତ୍ରମୟ। ଏପରିକି କିମ୍ବଦନ୍ତୀ କହେ, ଶ୍ରୀକ୍ଷେତ୍ରଧାମ ସହ ମା' ଙ୍କ ପୀଠର ରହିଛି ନିବିଡ ସମ୍ପର୍କ। ଚୈତ୍ରମାସ ଶୁକ୍ଳପକ୍ଷ…

କାହିଁକି ହୁଏ କାଳିକା ନୃତ୍ୟ? ଜାଣନ୍ତୁ, କାକଟପୁରର ମା’ମଙ୍ଗଳାଙ୍କ ଏହି ସ୍ୱତନ୍ତ୍ର ପାରମ୍ପରିକ ସେବା ନେଇ କ’ଣ କହେ…

ମା’ ମଙ୍ଗଳାଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ମାସର ଝାମୁ ଯାତ୍ରା ହେଉଛି ପ୍ରମୁଖ ଓ ପ୍ରସିଦ୍ଧ ଯାତ୍ରା। ଏହି ଝାମୁ ଯାତ୍ରା ସହିତ ମା’ ମଙ୍ଗଳାଙ୍କ ଅନେକ ପରମ୍ପରା ଯୋଡି ହୋଇ ରହିଥାଏ। ଯେମିତି ମା’ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ନେତ୍ର ଉତ୍ସବ ପାଳନ କରାଯାଇଥାଏ।…

କଣ ନିଶ୍ୱାସ ନେବାରେ କଷ୍ଟ ହେଉଛି, ତାହେଲେ ଏପରି ବଢ଼ାନ୍ତୁ ଅକ୍ସିଜେନ ସ୍ତର

କରୋନା ଭାଇରସର ଦ୍ୱିତୀୟ ଲହର ପୂରା ଦେଶକୁ ଏକଦମ୍‌ ଦୋହଲାଇ ରଖିଛି। ହସପିଟାଲରେ ଆଇସିୟୁ ବେଡ ଏବଂ ଅକ୍ସିଜେନ ଅଭାବ ହେବା କାରଣରୁ ମଧ୍ୟ ପରିସ୍ଥିତି ଏବେ ଆହୁରି ସୋଚନୀୟ ହୋଇଗଲାଣି। ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଘରେ ରହି ଆରୋଗ୍ୟ ହେବାକୁ ପରାମର୍ଶ ଦେଉଛନ୍ତି।…

ହନୁମାନ ଜୟନ୍ତୀର କ’ଣ ରହିଛି ମହତ୍ତ୍ବ, ଜାଣନ୍ତୁ କେମିତି ପୂଜା କଲେ ଦୂର ହେବ ସବୁ ସମସ୍ଯା

ଚ୍ଯୈତ୍ର ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପ୍ରତିବର୍ଷ ହନୁମାନ ଜୟନ୍ତୀ ପାଳନ କରାଯାଏ। ଆଜି ଅର୍ଥାତ୍ ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପବିତ୍ର ପର୍ବ ପାଳନ କରାଯିବ । ପ୍ରଭୁ ହନୁମାନ ସଙ୍କଟ ଏବଂ ଦୁଃଖ ଦୂର କରିଥାନ୍ତି । ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।…

ଦୁନିଆର ଏହି ଏକମାତ୍ର ବ୍ୟକ୍ତି ଯାହାଙ୍କ ଅସ୍ଥି ପୋତାଯାଇଛି ଚନ୍ଦ୍ରପୃଷ୍ଠରେ, ଜାଣନ୍ତୁ ସେ କିଏ

ଦୁନିଆରେ ଏମିତି ଅନେକ ଆଶ୍ଚର୍ଯ୍ୟକାରୀ ଘଟଣା ରହିଛି ଯାହାକୁ ଆପଣ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ହୋସ ଉଡାଇଦେବ । ଚନ୍ଦ୍ରମାରେ ଜଣଙ୍କ ଅସ୍ଥିକୁ ପୋତାଯାଇଛି । ଆଜ୍ଞା ହଁ, ବିଶ୍ୱାସ ନକଲେ ବି ଏହା ସତ…

ରାଧା-କୃଷ୍ଣ ମନ୍ଦିର: ବିନା ମୂର୍ତ୍ତିରେ ଏଠାରେ କରାଯାଏ ପୂଜାର୍ଚ୍ଚନା , ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ

ଆମ ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନେକ ମନ୍ଦିର ରହିଛି । ଯେଉଁଠାରେ ଭକ୍ତି ଭାବରେ ଲୀନ ହୋଇ ଭକ୍ତଗଣ ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି । ତେବେ ପ୍ରାୟତଃ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ରହି ପୁଜା କରାଯାଏ । କିନ୍ତୁ ଦୁନିଆରେ କିଛି ମନ୍ଦିର ଏମିତି ଅଛି ଯେଉଁଠି ଭଗବାନଙ୍କ ମୂର୍ତ୍ତି ବିନା…

ଅକ୍ସିଜେନ୍‌ ତିଆରି କରିବାରେ କେମିତି ପ୍ରମୁଖ ଭୂମିକା ଗ୍ରହଣ କରେ ଷ୍ଟିଲ ପ୍ଲାଣ୍ଟ, ଜାଣନ୍ତୁ

ବର୍ତ୍ତମାନ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଥିବା ବେଳେ ସବୁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହେଉଛି। ଜୀବନ ରକ୍ଷାକାରୀ ଅମ୍ଳଜାନ ନ ମିଳିବା ଯୋଗୁ ଏବେ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ମୁଖକୁ ଠେଲି ହୋଇଯାଉଛନ୍ତି। ତେବେ ଅକ୍ସିଜେନ୍‌ର ଅଭାବକୁ ଦୃଷ୍ଟିରେ ରଖି ଏବେ ସରକାର…

ଏମିତି ରହସ୍ୟମୟ ଗଛ ଯାହାକୁ ମଣିଷ କାଟିଲେ ମୃତ୍ୟୁ ସୁନିଶ୍ଚିତ, ବିଶ୍ୱାସ କରିବା ବି ଅସମ୍ଭବ

ସାରା ଦୁନିଆରେ ଏଭଳି କିଛି ଜିନିଷ ଅଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ପ୍ରକୃତି ଦତ୍ତ ଏମିତି ରହସ୍ୟ ଯାହାକୁ ବିଶ୍ୱାସ କରିବା ଅସମ୍ଭବ । ମାତ୍ର ଏସବୁକୁ ବିଶ୍ୱାସ ନକଲେ ବି ଏହା ସତ୍ୟ । ଆମେ ସମସ୍ତେ ସାଧାରଣତଃ ବହି କିମ୍ବା ସୋସିଆଲ ମିଡିଆରୁ ଏମିତି କିଛି କଥା ସଂପର୍କରେ ଜାଣୁ…

ଏ କ’ଣ! ୮୦ ବର୍ଷ ହେଲା ଶୋ’ରୁମ୍‌ରେ କଏଦ ଅଛି ଏହି ସୁନ୍ଦରୀ କନ୍ୟା, ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍‌

ଦୁନିଆର ଯେଉଁ ସ୍ଥାନକୁ ଯିବ, ସେଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ଆଉ ଯାହାର ସତ୍ୟତା ଜାଣିବା ପରେ ସହଜରେ ବିଶ୍ୱାସ କରିବା ହୁଏତ ମୁସ୍କିଲ ହୋଇ ପଡ଼ିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ମେକ୍ସିକୋର ଏକ ଦୋକାନରେ ବିଗତ ୮୦ ବର୍ଷ ହେଲା କନ୍ୟା ବେଶରେ…

କୁକୁଡ଼ା ସହିତ ପ୍ରେମ ହୋଇଯିବାରୁ ସେକ୍ସ ମଡେଲକୁ ଦେଲେ ଧୋକା, ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଏହି…

ପ୍ରେମ ଅନ୍ଧ ହୋଇଥାଏ, ଏହା ଆପଣ ଅନେକ ଥର ଶୁଣିଥିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କଜାକସ୍ତାନରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଜବ ଜିନିଷ ସହିତ ପ୍ରେମ ହୋଇଯାଇଥାଏ। ତାଙ୍କ ନାଁ ୟୁରି ଟୋଲୋଚକୋ। Pansexual…

ଆଶ୍ଚର୍ଯ୍ୟ! ହଠାତ୍‌ ଏହି ସୁନ୍ଦରୀ ଝିଅ ପାଲଟିଗଲା ପୁଅ, କପଡ଼ା ଖୋଲି ଦେଖାଇଲା ୬ ପ୍ୟାକ୍ସ ବଡି

ବିଶ୍ୱରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଜନ୍ମ ହୁଅନ୍ତି ଗୋଟିଏ ଜେଣ୍ଡରରେ, କିନ୍ତୁ ସମୟ ସହିତ ଅନ୍ୟ ଜେଣ୍ଡରରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି। ସେମାନଙ୍କ ଚାଲିଚଳନ, ମନୋଭାବ, ହାବଭାବ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। କାଲିଫର୍ଣ୍ଣିଆରେ ରହୁଥିବା ମ୍ୟାଟ୍‌ ମିଲରଙ୍କ…

କୋଟି କୋଟି ସିଲିଣ୍ଡର ଠାରୁ ବି ଅଧିକ ଅକ୍ସିଜେନ୍‌ ସୃଷ୍ଟି କରିଥାନ୍ତି ଏହି ୬ଟି ଗଛ, ଆଜିଠୁ ଲଗାନ୍ତୁ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ସାଂଘାତିକ ହୋଇଛି। ଦ୍ୱିତୀୟ ଲହରରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଅଧିକ ପରିମାଣରେ ୬ଟି ଗଛ ଲଗାଯିବ ତେବେ କେବେ ବି ଆଉ ଅମ୍ଳଜାନର ଅଭାବ ପରିଲକ୍ଷିତ ହେବ ନାହିଁ। ଏହି ଗଛଗୁଡ଼ିକ…