Browsing Category

ସ୍ପେଶାଲ

ଦିନେ ସୁରତରେ ପରପାଖେ ହୀରା କାଟୁଥିବା ସଞ୍ଜୟ, ଆଜି ଛେଳି ଫାର୍ମ କରି ନିଜେ କରୁଛନ୍ତି ରୋଜଗାର

ବର୍ତ୍ତମାନ ଚାଲିଛି କରୋନାର ଦ୍ୱିତୀୟ ଲହର। ପୁଣି ନିଜ ମାଟିକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଡର ସେଇ ପେଟ ଚିନ୍ତା ପୁଣି ଘାଇଲା କରିବନି ତ ? ହେଲେ ଏଭଳି ହନ୍ତସନ୍ତ ହେଉଥିବା ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରିର ସଞ୍ଜୟ ଗୌଡ। ମାଟ୍ରିକ ପରେ…

ମା’ କିଚକେଶ୍ୱରୀଙ୍କ ପୀଠରେ ନବମୀ ପୂଜା, ଏଥରକ ଲାଗିବ ମାଛ ଭୋଗ

ଆଜି ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ୱରୀ ମନ୍ଦିରରେ ପାଳିତ ହେଉଛି ନବମୀ ପୂଜା। ବାସନ୍ତୀକ ଦୁର୍ଗାପୂଜାର ନବମ ଦିନ ମା'ଙ୍କ ପୀଠରେ ଖୁବ ଧୁମଧାମରେ ପାଳିତ ହୁଏ। ଓଡ଼ିଶାର ୧୨ ଶହ ବର୍ଷ ପୁରାତନ ମା' କିଚକେଶ୍ୱରୀ ମନ୍ଦିରରେ ଚଳିତବର୍ଷ କରୋନା ଯୋଗୁ ଫିକା ପଡ଼ିଛି…

ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ…

କେବେ ଠୁ ଆରମ୍ଭ ହୋଇଛି କାକଟପୁରର ମା’ ମଙ୍ଗଳାଙ୍କ ଅନନ୍ଯ ସେବା ଘଣ୍ଟପାଟୁଆ, ଜାଣନ୍ତୁ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ବାରମାସରେ ପାଳିତ ହୁଏ ତେରପରବ। ସେଥିମଧ୍ୟରୁ ଚୈତ୍ର ମାସ ମଙ୍ଗଳବାର ଓଷା ବା ଝାମୁ ଯାତ୍ରା ହେଉଛି ମା ମଙ୍ଗଳାଙ୍କ ମୁଖ୍ଯ ପର୍ବ। ଏହି ଝାମୁ ଯାତ୍ରା ବା ଚୈତ୍ର ମଙ୍ଗଳବାର ଓଷାକୁ ଓଡିଶାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ଯନ୍ତ…

ଅନ୍ତିମ ଯାତ୍ରା ସମୟରେ ‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଏ ଜାଣନ୍ତୁ

ଯେମିତି ଆମେ ସମସ୍ତେ ଜାଣିଛନ୍ତି ଯେ ଏହି ପୃଥିବୀ ଲୋକରେ ଯିଏ ବି ଜନ୍ମ ନେଇଛନ୍ତି ତାଙ୍କୁ ଦିନେ ଦିନେ ମରିବାକୁ ହିଁ ପଡିବ। ଏହା ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ। ବନ୍ଧୁଗଣ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ ଯେ ହିନ୍ଦୁ ଧର୍ମରେ ଯେତେବେଳେ ବି କାହାର ମୃତ୍ୟୁ ହୋଇଯାଏ ଏବଂ ଯେତେବେଳେ…

ଚୌଦ୍ୱାରରେ ଆବିଷ୍କୃତ ହେଲା ପ୍ରାଚୀନ ଐତିହାସିକ କୂଅ, ଏଠାରେ ଗାଧୋଇଲେ ଭଲ ହୁଏ ଜ୍ୱର ରୋଗ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ ମହିଷାଲଣ୍ଡା ପଞ୍ଚାୟତର ଆମ୍ବିଳିଝରୀ ଗାଁକୁ ଲାଗି ଘଞ୍ଚ ଜଙ୍ଗଲରେ ଥିବା ରହସ୍ୟମୟ ଦେଢଶୁର ଭାଇ ବୋହୂ କୂଅ ପୁନଃ ଆବିଷ୍କୃତ ହୋଇଛି । ଡାଳିଯୋଡା ବନାଞ୍ଚଳ ନିକଟବର୍ତ୍ତୀ ଆମ୍ବୁଆ ଗୁଡାହାଡର ପାଦ ଦେଶରେ ଥିବା ଏହି କୂଆକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଆରମ୍ଭ…

ଚମକିଲେ ନୟାଗଡ ଝିଅ ଝିଲି, ଦୁଃଖର କଥା ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସଫଳତାର ଖବର ପାଇଲେ ପରିବାର ଲୋକେ

ନୟାଗଡ: ଝିଅ ବି କୌଣସିଥିରେ କମ୍ ନୁହଁନ୍ତି । ଯାହାକୁ ପୁଣି ଥରେ ପ୍ରମାଣ କରି ଦେଖାଛନ୍ତି ଜଣେ ଓଡିଆ ଝିଅ । ଆଜ୍ଞା ହଁ ଦର୍ଶକବନ୍ଧୁ ନିଜ ପ୍ରତିଭା ବଳରେ ପୁଣି ଚମକିଲେ ନୟାଗଡର ଝିଅ । ଯାହାଙ୍କ ନାଁ ଝିଲି ଦଳବେହେରା । ଦିନେ ନୟାଗଡ ଜିଲ୍ଲା କନ୍ଯା ଭ୍ରୁଣ ହତ୍ୟା ମାମଲାରେ ଛନ୍ଦି ହୋଇ…

ରାମନବମୀରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ ?

ଆସନ୍ତାକାଲି ରାମନବମୀ। ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରୁ ଜନ୍ମ ନେଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ସତ୍ୟ ଯୁଗରେ ରାଜା…

ଭଉଣୀକୁ କାହିଁକି ବିବାହ କରିପାରିବନି ଭାଇ, ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ

ଭାରତରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ସବୁଠୁ ପବିତ୍ର ସମ୍ପର୍କ କୁହାଯାଏ। ହେଲେ କିଛି ଲୋକଙ୍କ ପାଇଁ ଏହି ସମ୍ପର୍କ ଦଳି ହୋଇଯାଉଛି। ୨୦୧୮ ମସିହାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ଭୋଜପୁର ଜିଲ୍ଲାରେ। ସେଠାରେ ଭାଇ ହିଁ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିଲା ଆଉ ଝିଅଟି ଗର୍ଭବତୀ ହେଲା ପରେ…

ଚୈତ୍ର ନବରାତ୍ରିର ଅଷ୍ଟମ ଦିନରେ କରନ୍ତୁ ମା’ ମହାଗୌରୀଙ୍କ ପୂଜା, ସବୁ ସମସ୍ଯା ହେବ ଦୂର

ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ…

ଏଠାରେ ସରକାର ପ୍ରତି ଘରକୁ ପଠାଉଛନ୍ତି ଦୁଇଟି ଚଡି, ମାଟିରେ ପୋତା ଗଲାଣି ୨ ହଜାର ଧଳା ଅଣ୍ଡରୱେୟାର, ଜାଣନ୍ତୁ କାହିଁକି

ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର…

କୋଲକାତାର ରେଡ ଲାଇଟ ଏରିଆ ‘‘ସୋନାଗାଛି’’ , କଣ ଏଠାରେ ସୁନାର ଗଛ ଥିଲା? ଜାଣନ୍ତୁ ନାମ ପଛର ରହସ୍ୟ

‘‘ସୋନାଗାଛି’’, ଏହି ଶବ୍ଦ ଆପଣ ନିଶ୍ଚୟ ଶୁଣିଥିବେ, କେବେ ବହିରେ ତ ଆଉ କେବେ ଗପରେ। ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ। କୋଲକାତା ସହରର ବହୁଚର୍ଚ୍ଚିତ ଇଲାକା ହେଉଛି ସୋନାଗାଛି। ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ। ଆଉ ପ୍ରତ୍ୟେକଟି ଶବ୍ଦ…