Browsing Category

ସ୍ପେଶାଲ

ଉଡାଜାହାଜରେ କାହିଁକି ଲାଗିଥାଏ ଏହିସବୁ ଲାଇଟ୍ସ , ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ଉଡାଜାହାଜକୁ ଦେଖିଲେ ସବୁବେଳେ ମନରେ ପ୍ରଶ୍ନ ଆସେ ଉଡାଜାହାଜରେ କାହିଁକି ଏତେ ଲାଇଟ୍ସ ରହିଥାଏ । ଉଡାଜାହାଜକୁ ସମସ୍ତ ସିିଗନାଲ କଣ୍ଟ୍ରୋଲ ରୁମରୁ ଦିଆଯାଏ। ଏହାପରେ ବି ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସାଙ୍କେତିକ ଲାଇଟ୍ସ ବ୍ୟବହାର କରାଯାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଉଡାଜାହାଜ…

ମୃତ୍ୟୁ ହେବାର ୩୬ ଘଣ୍ଟା ପୂର୍ବରୁ ନିଜ ମୃତ୍ୟୁ ଖବର ପୋଷ୍ଟ କରିଥିଲେ ଡାକ୍ତର

ଏହା ହୁଏତ ହୋଇପାରେ ମୋର ଶେଷ ଗୁଡ ମଣ୍ଣିଂ… କାହିଁକିନା ମୁଁ ଏହି ପ୍ଲାଟଫର୍ମରେ ହୁଏତ ଆପଣମାନଙ୍କୁ ଆଉ ଭେଟି ନପାରେ…ଆପଣମାନେ ସମସ୍ତେ ନିଜ ନିଜର ଯତ୍ନ ନେଉଥିବେ… ଶରୀରର ମୃତ୍ୟୁ ହୁଏ, କିନ୍ତୁ ଆତ୍ମା ସେମିତି ଥାଏ…ଏହା ଅମର…. ଫେସବୁକରେ ଏହି ପୋଷ୍ଟ କରିବାର ମାତ୍ର କିଛି ଘଣ୍ଟା ପରେ…

ପିଲା ଉପରେ ଢାଳିଗଲା ଗରମ ଚା’, ତ ମା’ ଠୁକି ଦେଲେ ମକଦ୍ଦମା, ଅନେକ ବର୍ଷ ପରେ ମିଳିଲା କ୍ଷତିପୂରଣ ବାବଦ ୫୮ ଲକ୍ଷ…

ଚା’ ଏମିତି ଜିନିଷ, ଯାହାକୁ ପରଷିବା ସମୟରେ ଯଦି ଅଳ୍ପ ବହୁତ ବି ତଳେ ପଡ଼ିଯାଏ, ତ ଲୋକେ ଖରାପ ଭାବି ନ ଥାଆନ୍ତି। କିନ୍ତୁ ସେହି ଚା’ ଯଦି ଜଣେ ହେୟାର ହୋଷ୍ଟେସ୍‌ଙ୍କ ହାତରୁ ଗଳିପଡ଼େ, ତ ମାମଲା ଆଗକୁ ବଢ଼ିଯାଇଥାଏ। ଶେଷରେ କମ୍ପାନୀକୁ ହିଁ ଏହାର କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଏଭଳି ଏକ ଅଜବ…

ଟ୍ରେନର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟର ସାଇକେଲ୍ ଷ୍ଟାଣ୍ଡ, ପୁଣି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଏହି ସରକାରୀ…

ସୁବର୍ଣ୍ଣପୁର: ଷ୍ଟେସନରେ ଲାଗିଛି ପାତାଳୀ ଏକ୍ସପ୍ରେସ । ଟ୍ରେନଂ ନଂ ହେଉଛି ୪୫୭୬୪ । ଆଉ ଟ୍ରେନଟି ଯେଉଁ ଜଙ୍କସନରେ ଲାଗିଛି ତାର ନାଁ ହେଲା କଇରାଝୁଲି ଜଙ୍କସନ । ଆଉ ଟ୍ରନର ନାଁ ହେଲା ପାତାଳୀ ଏକ୍ସପ୍ରେସ । ଏହି ଟ୍ରେନଟି ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀକୁ ଯିବାକୁ ଷ୍ଟେସନରେ…

ଅଚାନକ ବିନା ଡ୍ରାଇଭରରେ ଗଡିଲା ଗ୍ୟାସ ସିଲିଣ୍ଡ ଭର୍ତ୍ତି ଟ୍ରକ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରନ୍ତୁ ଏ ଭିଡିଓ ଦେଖିବା ପରେ ଆପଣ ବି ଭାବିବା ପାଇଁ ବାଧ୍ୟ ହେବେ ଯେ କେତେବେଳେ କେଉଁ ପରିସ୍ଥିତିରେ ବି ବିପଦ ଆସିପାରେ। ଗ୍ୟାସ ସିଲିଣ୍ଡରରେ ଭରି ରହିଥିବା ଟ୍ରକ ଅଚାନକ…

ଝାରସୁଗୁଡ଼ାରୁ ଛତିଶଗଡ଼କୁ ବୋହୂ ହୋଇ ଗଲେ ମହାନଦୀରେ ଭାସି ଆସିଥିବା ସୋନି

ଝାରସୁଗୁଡ଼ା : ଝାରସୁଗୁଡ଼ା ଲଖନପୁର ବ୍ଲକ୍‌ କୁଶମେଲ ଗାଁର କନ୍ୟା ସୋନି ଯାଦବ ସାଜିଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ଗାଁର ବୋହୂ। ରୀତିନୀତି ଅନୁଯାୟୀ ସୋନି ଏବଂ ପୁରୁଷୋତ୍ତମଙ୍କ ବିବାହ ସଂପନ୍ନ ହୋଇଛି। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ କନ୍ୟାଦାନ କରିଛନ୍ତି।…

ପବିତ୍ର ସୁଦଶା ବ୍ରତ ଓଡ଼ିଆ ଗୃହିଣୀଙ୍କ ପ୍ରମୁଖ ପର୍ବ , ଜାଣନ୍ତୁ ଏହି ଦିନର ମାହାତ୍ମ୍ୟ

ଓଡ଼ିଆ ଘରର ପ୍ରାଚୀନ ପରମ୍ପରା ତଥା ସଂସ୍କୃତି ତାଙ୍କୁ ଅନ୍ୟ ମାନଙ୍କଠୁ ସ୍ୱତନ୍ତ୍ର ରଖିଥାଏ। ୧୨ ମାସରେ ୧୩ ଓଷ।। ତା’ ସହ ରହିଛି ପରମ୍ପରାକୁ ପାଳନ କରିବାର ଭିନ୍ନ ଭିନ୍ନ ନୀତିକାନ୍ତି। ତେବେ ଆଜି ପବିତ୍ର ସୁଦଶା ବ୍ରତ। ଓଡ଼ିଆ ଗୃହିଣୀଙ୍କ ମୁଖ୍ୟ ପର୍ବ। ମାତା ଲକ୍ଷ୍ମୀଙ୍କୁ ଏହିଦିନ ସମର୍ପଣ…

ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର…

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା ବି ଥାଏ। କିନ୍ତୁ କିଛି ମାମଲାରେ ଏହି ସମ୍ପର୍କ ମଧୁର ହୋଇ ପାରି ନ ଥାଏ। ଶାଶୁ-ବୋହୂ ସମ୍ପର୍କ ସହ ଜଡ଼ିତ ଏମିତି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି।…

ସରୋଜଙ୍କୁ ୟୁଟ୍ୟୁବ ସିଖାଇଲା ରୋଜଗାରର ବାଟ, ଏବେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଆନନ୍ଦପୁର (କେନ୍ୟୁଜ) : ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡିଛି। ଏହା ସାହାଯ୍ୟରେ ଅନେକ ବେକର ଯୁବକ ନିଜର ପ୍ରତିଭାକୁ ପରିପ୍ରକାଶ କରି ନିଜର ପରିଚୟ ସୃଷ୍ଟି କରିପାରୁଛି। କେବଳ ଏତିକି ନୁହେଁ ଏହାଦ୍ୱାରା ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି ଅନେକ ଯୁବକ ଯୁବତୀ। ତେବେ ଆଜି…

ପ୍ରଭୁ ଶ୍ରୀରାମଙ୍କୁୁ କାହିଁକି ମର୍ଯ୍ୟାଦା ପୁରୁଷ କୁହାଯାଏ, ଜାଣନ୍ତୁ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ୭ମ ଅବତାର। ଯିଏ ତ୍ରେତୟା ଯୁଗରେ ରାବଣର ସଂହାର କରିବା ପାଇଁ ମାନବ ରୂପରେ ଧରାବତରଣ କରିଥିଲେ। କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କୁ ସମାନ ଭାବେ ପ୍ରେମ କରୁଥିଲେ। ପ୍ରଭୁ ରାମଚନ୍ଦ୍ର ମାତା…

ଭାଇରାଲ ହେଉଛି ଏହି ଘରୋଇ ଉପାୟ ଯାହା ଆପଣଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ୫ ମିନିଟରେ କରିବ ଦୂର, ଜାଣନ୍ତୁ

ଗତ ବର୍ଷରୁ କରୋନା ମହାମାରୀରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଗଲେଣି। ସ୍ୱାସ୍ଥ୍ୟଗତ ସମସ୍ୟା ମୁଣ୍ଡ ଟେକି ଥିବା ବେଳେ ଆର୍ଥିକ ସମସ୍ୟା ଏବେ ବୋଝ ଉପରେ ନଳିତା ବିଡା ଭଳି ମନେ ହେଉଛି। ରାଜ୍ୟ ବାହାରେ ଲୋକମାନେ କାମରେ ନିୟୋଜିତ ଥିବାବେଳେ କରୋନା କାରଣରୁ ସମସ୍ତ ପ୍ରବାସୀ ନିଜ ସ୍ଥାନକୁ ଫେରୁଛନ୍ତି।…

ନବମୀ ଦିନ କରନ୍ତୁ ମା’ ସିଦ୍ଧିଦାତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ପୂଜା ବିଧି ଏବଂ ମହତ୍ତ୍ବ

ଚୈତ୍ର ନବରାତ୍ରୀର ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ…