Browsing Category

ସ୍ପେଶାଲ

ଏ କ’ଣ! ୮୦ ବର୍ଷ ହେଲା ଶୋ’ରୁମ୍‌ରେ କଏଦ ଅଛି ଏହି ସୁନ୍ଦରୀ କନ୍ୟା, ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍‌

ଦୁନିଆର ଯେଉଁ ସ୍ଥାନକୁ ଯିବ, ସେଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ଆଉ ଯାହାର ସତ୍ୟତା ଜାଣିବା ପରେ ସହଜରେ ବିଶ୍ୱାସ କରିବା ହୁଏତ ମୁସ୍କିଲ ହୋଇ ପଡ଼ିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ମେକ୍ସିକୋର ଏକ ଦୋକାନରେ ବିଗତ ୮୦ ବର୍ଷ ହେଲା କନ୍ୟା ବେଶରେ…

କୁକୁଡ଼ା ସହିତ ପ୍ରେମ ହୋଇଯିବାରୁ ସେକ୍ସ ମଡେଲକୁ ଦେଲେ ଧୋକା, ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଏହି…

ପ୍ରେମ ଅନ୍ଧ ହୋଇଥାଏ, ଏହା ଆପଣ ଅନେକ ଥର ଶୁଣିଥିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କଜାକସ୍ତାନରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଜବ ଜିନିଷ ସହିତ ପ୍ରେମ ହୋଇଯାଇଥାଏ। ତାଙ୍କ ନାଁ ୟୁରି ଟୋଲୋଚକୋ। Pansexual…

ଆଶ୍ଚର୍ଯ୍ୟ! ହଠାତ୍‌ ଏହି ସୁନ୍ଦରୀ ଝିଅ ପାଲଟିଗଲା ପୁଅ, କପଡ଼ା ଖୋଲି ଦେଖାଇଲା ୬ ପ୍ୟାକ୍ସ ବଡି

ବିଶ୍ୱରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଜନ୍ମ ହୁଅନ୍ତି ଗୋଟିଏ ଜେଣ୍ଡରରେ, କିନ୍ତୁ ସମୟ ସହିତ ଅନ୍ୟ ଜେଣ୍ଡରରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି। ସେମାନଙ୍କ ଚାଲିଚଳନ, ମନୋଭାବ, ହାବଭାବ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। କାଲିଫର୍ଣ୍ଣିଆରେ ରହୁଥିବା ମ୍ୟାଟ୍‌ ମିଲରଙ୍କ…

କୋଟି କୋଟି ସିଲିଣ୍ଡର ଠାରୁ ବି ଅଧିକ ଅକ୍ସିଜେନ୍‌ ସୃଷ୍ଟି କରିଥାନ୍ତି ଏହି ୬ଟି ଗଛ, ଆଜିଠୁ ଲଗାନ୍ତୁ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ସାଂଘାତିକ ହୋଇଛି। ଦ୍ୱିତୀୟ ଲହରରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଅଧିକ ପରିମାଣରେ ୬ଟି ଗଛ ଲଗାଯିବ ତେବେ କେବେ ବି ଆଉ ଅମ୍ଳଜାନର ଅଭାବ ପରିଲକ୍ଷିତ ହେବ ନାହିଁ। ଏହି ଗଛଗୁଡ଼ିକ…

ମା’ ରୋଗିଣା, ତଥାପି ବାଇକ୍‌କୁ ଆମ୍ବୁଲାନ୍ସ କରି କରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି ବାରଣାସୀର ଅମନ୍‌

କରୋନା ଭାଇରସ୍‌ ଯୋଗୁ ଲୋକମାନେ ନିଜ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ବାରଣାସୀର ଜଣେ ଯୁବକ କରୋନା ପୀଡ଼ିତଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇ ସଂସ୍କାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ନିଜ ଦିନ…

ଦୁନିଆର ସବୁଠୁ ବଡ଼ ଅଣ୍ଡା ଦେଇଥାଏ ଏହି କୁକୁଡ଼ା, ଗୋଟିଏରୁ ବାହାରିଥାଏ ୩ ଛୁଆ, ଜାଣନ୍ତୁ କେତେ ଏହାର ଦାମ୍‌

ସମସ୍ତେ ଜାଣନ୍ତି, ଓଟପକ୍ଷୀ ଅଣ୍ଡା ଦୁନିଆର ସବୁଠୁ ବଡ଼ ଅଣ୍ଡା ହୋଇଥାଏ। କିନ୍ତୁ ଏବେ ଚର୍ଚ୍ଚାରେ ଅଛି ଏମିତି ଏକ କୁକୁଡ଼ା, ଯାହା ସବୁଠୁ ବଡ଼ ଅଣ୍ଡା ଦେଇଥାଏ। ଯଦି ଏହି କୁକୁଡ଼ାର ଅଣ୍ଡାକୁ ଅନ୍ୟ କୁକୁଡ଼ାଙ୍କ ଅଣ୍ଡା ସହିତ ତୁଳନା କରାଯାଏ, ତେବେ ଏହାର ଆକାର ତିନି ଗୁଣା ଅଧିକ ହେବ। ଇଂଲଣ୍ଡର…

ନିଜଠାରୁ ଛୋଟକୁ କେବେ ବି ଦୁର୍ବଳ ବୋଲି ମନେ କରିବା ଭୁଲ୍ କରନ୍ତୁ ନାହିଁ, ବିଶ୍ବାସ ହେଉନି ଦେଖନ୍ତୁ ଭିଡିଓ

ଆପଣ ଏମିତି ଅନେକ କାହାଣୀ ଶୁଣିଥିବେ, ଯେଉଁଥିରେ ଯାହାକୁ ଆପଣ ଦୁର୍ବଳ ଭାବୁଥିବେ, ସେ ହିଁ ବାଜି ମାରିନେବ। ଲୋକ ସବୁବେଳେ ଏମିତି କାହାଣୀରୁ ପ୍ରେରଣା ନିଅନ୍ତି। ଯଦି ଆପଣଙ୍କୁ ପଚରାଯାଏ କି, ସାପ ଏବଂ ଜନ୍ଦା ମଧ୍ୟରେ କିଏ ଶକ୍ତିଶାଳୀ। ତେବେ ନିଶ୍ଚିତ ଆପଣ ସାପ ନାଁ ନେବେ। କିନ୍ତୁ ସୋସିଆଲ…

କରୋନା ସହ କେମିତି ଲଢ଼ିବା?? ପଢ଼ନ୍ତୁ, ଦେଶର ଚାରି ବରିଷ୍ଠ ଡାକ୍ତରଙ୍କ ପରାମର୍ଶ

କରୋନା ସହ ଯୁଝୁଛି ଦେଶ। ଭୟରେ ସଂକ୍ରମିତ ଓ ସେମାନଙ୍କ ପରିବାର। ଏଭଳି ସମୟରେ କୋଭିଡ ସଂପର୍କିତ ସ୍ଥିତି ନେଇ ଦେଶର ଚାରିଜଣ ବରିଷ୍ଠ ଡାକ୍ତର ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହାନ, ଦିଲ୍ଲୀ ଏମ୍‌ସ…

ଦେବଦୂତ ସାଜିଛନ୍ତି ଶିଖ୍‌ ଯୁବକ, ଟ୍ଵିନ୍ ସିଟିରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଯୋଗାଉଛନ୍ତି ମାଗଣା ଅକ୍ସିଜେନ୍‌

ଭୁବନେଶ୍ୱର(କେ.ନ୍ୟୁଜ): କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶିଖ୍‌ ଯୁବକ। ୪ ଶିଖ୍‌ ଯୁବକ ରାଜଧାନୀ ଓ କଟକର ବିଭିନ୍ନ ସ୍ଥାନରେ ବୁଲି କୋଭିଡ୍‌ ଆକ୍ରାନ୍ତଙ୍କୁ ଯୋଗାଉଛନ୍ତି ଅକ୍ସିଜେନ୍‌। ଏମାନେ ସତବୀର ସିଂ, ପରମଜିତ ସିଂ, ତଞ୍ଜୋ ସିଂହ ଏବଂ ବିବେକ ତଲଓ୍ଵାର । ହୋମ…

ମଣିଷ ସ୍ୱାର୍ଥ ପାଇଁ ବଳି ପଡୁଛନ୍ତି ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ, ଲକ୍ଷ୍ୟ ହୁଡ଼ିଛି ଲଖାରୀ ଅଭୟାରଣ୍ୟ

ମୋହନା (କେ ନ୍ୟୁଜ୍‌) : ଜଙ୍ଗଲ ସୁରକ୍ଷା, ପ୍ରକୃତିର ରକ୍ଷା । ପ୍ରକୃତି ବଞ୍ଚିଲେ ମଣିଷ ଏବଂ ଏ ଜୀବ ଜଗତର ପ୍ରାଣୀ ବି ବଞ୍ଚିବେ । ହେଲେ ମଣିଷ କଣ ଏ କଥାକୁ ବୁଝୁଛି ? ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁଙ୍କୁ ନଷ୍ଟ କରି ଚାଲିଛି । ଯାହା ବୀପରୀତ ଫଳ ଦେଉଛି ଆମ ସମସ୍ତଙ୍କୁ । ଆମ…

ରାସ୍ତା ମଝିରେ ଶାନ୍ତ ହୋଇ ବସିଗଲା ବାଘ, ଅଧାରେ ଅଟକିଗଲା ଲୋକଙ୍କ ପ୍ରାଣ: ଦେଖନ୍ତୁ ଫଟୋ

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଚାଲି ଚାଲି ଯାଉଥିବେ , ହଠାତ୍ ଗୋଟିଏ ବାଘ ଆସି ଆପଣଙ୍କ ସାମନାରେ ଠିଆ ହୋଇଯିବ, ସେତେବେଳେ ଆପଣ କ’ଣ କରିବେ ମୁଣ୍ଡକୁ ବୁଦ୍ଧି ଜୁଟିବ ନାହିଁ। ଆପଣ ଭୟରେ କ’ଣ କରିବେ ତାହା ଜାଣିପାରବେ ନାହିଁ। ଏ କଥା ସତ ଯେ ସାମନାରେ ଏମିତି ଏକ ଭୟଙ୍କର ଜୀବକୁ ଦେଖି ଯେକେହି…

ବିସ୍ଥାପନ ଡର ନା ପ୍ରଶାସନର ଦୁର୍ବଳତା, କାହିଁକି ହୋଇ ପାରୁନି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ?

ନୟାଗଡ଼ : ୧୯୭୫/୭୬ ମସିହାରେ ସାରା ଦେଶରେ ଖାଦ୍ୟର ଅଭାବ ଦେଖା ଦେଇଥିଲା। ସେହି ସମୟରେ ଧାନ ଓ ଚାଉଳର ଆହେତୁକ ଦର ବୃଦ୍ଧି ଘଟିଥିଲା। ହଠାତ୍‌ ଚାଉଳ ଦର ୭୦ ପଇସାରୁ ୧ ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଲା। ତେଣୁ ସସସ୍ତଙ୍କ ଭିତରେ ଚେତା ପଶିଲା କିଭଳି ଭାବରେ ଧାନର ଅଧିକ ଉତ୍ପାଦନ ହୋଇପାରିବ।…