Below header
Browsing Category

ସ୍ପେଶାଲ

ହାତୀର କ୍ରିକେଟ ଖେଳ ଭିଡିଓ ଦେଖି ବିରେନ୍ଦ୍ର ସେହବାଗ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ହାତୀ ହେଉଛି ପଶୁ ମାନଙ୍କ ମଧ୍ୟରେ ବିଶାଳକାୟ ପଶୁ । ଶରୀର ଯେପରି ବିଶାଳ ବୁଦ୍ଧିରେ ମଧ୍ୟ ସେପରି ଚତୁର । ସର୍କସରେ ମଧ୍ୟ ଏମାନଙ୍କ ବୁଦ୍ଧିକୁ ଆପଣ ଦେଖିଥବେ । ଜଙ୍ଗଲରେ ରହୁଥିବା ଏହି ପଶୁ ବେଶ ବିପଦଜନକ ମଧ୍ୟ । କିନ୍ତୁ ଏମାନଙ୍କ ମଧ୍ୟରେ ରହିଛି ବୁଝିବାର ଶକ୍ତି । ତେବେ ଆଜି ଆମେ ଆପଣଙ୍କୁ…

କ୍ୟାଣ୍ଟିନରେ ୱେଟର ଆଉ ଘର ଘର ବୁଲି ପାଇପ୍‌ ଠିକ କରୁଥିବା ଦୟା ନାୟକ କେମିତି ହେଲେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଜଣେ ଏମିତି ପିଲା ବିଷୟରେ ଜଣାଇବୁ, ଯିଏ ଟଙ୍କାର ଅଭାବ କାରଣରୁ ମାତ୍ର ୧୨ ବର୍ଷ ବୟସରେ ମୁମ୍ବାଇ ଆସିଗଲେ। ଯିଏ ପ୍ରଥମେ ଏକ କ୍ୟାଣ୍ଟିନରେ କାମ କଲେ, ଆଉ ପରେ ପ୍ଲମ୍ବର କାମ। ଏହାସହ ଆଗକୁ ଯାଇ ସେ ପୋଲିସ୍‌ ଫୋର୍ସରେ ଜଏନ୍‌ କଲେ। ଯେତେବେଳେ ସେ ପୋଲିସ ବାଲା ବନିଗଲେ ପୂରା…

ଧର୍ମ ପ୍ରକୃତରେ କଣ ଏହା କେତେ ପ୍ରକାର? ଆମେ ମନୁଷ୍ୟ ହିସାବରେ କେଉଁ ଧର୍ମ ଗ୍ରହଣ କରିବା ଉଚିତ ଜାଣନ୍ତୁ

ଯୁଗ ଯୁଗ ଧରି ଏ ଜଗତରେ ଧର୍ମକୁ ନେଇ ରହିଛି ଅନେକ ସଂଶୟ । ଆଉ କଳି ଯୁଗରେ ତ ଧର୍ମକୁ ନେଇ ଚାଲିଛି ବାଦ ବିବାଦ, ଲଢ଼େଇ ରକ୍ତପାତ । ହେଲେ ଆମ ପ୍ରାଚୀନ ଧର୍ମଗ୍ରନ୍ଥ ଅନୁସାରେ ଆମେ କେବେବି ଧର୍ମକୁ ଭଲ ଭାବେ ବିଶ୍ଳେଷଣ କରି ନାହୁଁ । ତେଣୁ ଏହାକୁ ନେଇ ସୃଷ୍ଟି ହୋଇଛି ଅନେକ ସମସ୍ୟା । ଆଜି ସେହି…

କରୋନା ପଜିଟିଭି ଚିହ୍ନଟ ହେଲେ କ’ଣ ଖାଇବେ ? ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଜାରି କଲା ନୂଆ ଲିଷ୍ଟ, ଦେଖନ୍ତୁ

ସମଗ୍ର ଦେଶରେ କରୋନା ସଙ୍କଟରୁ ବଞ୍ଚିବା ପାଇଁ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଏକ ଲିଷ୍ଟ ଜାରି କରିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ବ୍ଯକ୍ତି କ’ଣ ଖାଇବା ଉଚିତ, ତାହାର ଲିଷ୍ଟ ଜାରି ହୋଇଛି। ସ୍ବାସ୍ଥ୍ଯ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାକୁ ସେୟାର କରିଛନ୍ତି। ମନ୍ତ୍ରୀ ଟ୍ବିଟ କରି…

କାଳସର୍ପ ଦୋଷ ଓ ପିତୃ ଦୋଷ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ଦୂର ପାଇଁ କରନ୍ତୁ ଏହି ଉପାୟ

ପଞ୍ଚାଙ୍ଗ ଅନୁସାରେ ୧୧ ମଇକୁ ୨୦୨୧ ମଙ୍ଗଳବାର ଦିନ ବୈଶାଖ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପଡୁଛି। ବୈଶାଖା ମାସର ଅମାବାସ୍ଯାର ବିଶେଷ ମହତ୍ତ୍ବ ରହିଛି। ଏହି ଅମାବାସ୍ଯା ତିଥିରେ ସୁତବାଇ ଏବଂ ଭୗମାବାସ୍ଯା ନାମରେ ମଧ୍ୟ ଜଣାଶୁଣା। କାଳସର୍ପ ଏବଂ ପିତୃ ଦୋଷ ଦୂର କରିବା ପାଇଁ ଏହି ଦିନ ପୂଜାର…

ଶାଶୁ ଘରେ ନୂଆ ବୋହୂକୁ ଏମିତି କଲେ ସ୍ୱାଗତ, ଲୋକେ କହିଲେ ଇଏ ବୋହୂର ଏଣ୍ଟ୍ରି ନା ଅଣ୍ଡରଟେକରର!

ସୋସିଆଲ ମିଡିଆରେ ଏକ କନ୍ୟାର ଦମଦାର ଏଣ୍ଟ୍ରି ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ କନ୍ୟାର ଏଣ୍ଟ୍ରି ଆତସବାଜି ସହ ହେଉଛି। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ କନ୍ୟାର ଏଣ୍ଟ୍ରିକୁ WWE ଷ୍ଟାରଙ୍କ ଏଣ୍ଟ୍ରି ବୋଲି କହିଛନ୍ତି। ଦେଖନ୍ତୁ ଭିଡିଓ: Dream entry of every girl…

Viral Video: ଏଠାରେ ଦେଖନ୍ତୁ ଅଙ୍କଲ-ଆଣ୍ଟିଙ୍କ ଅଜବ ଠୁମକା, ୫ ଲକ୍ଷରୁ ଅଧିକ ଲୋକଙ୍କୁ ଆସିଲାଣି ପସନ୍ଦ

ଏବେ ଏବେ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଖୁବ ଭାଇରଲ ହେଉଛି। ସାରା ଦେଶରେ କୋଭିଡ ସ୍ଥିତି ବହୁତ ଜଟିଳ ଥିବା ବେଳେ ଏହାରି ଭିତରେ କିଛି ମନୋରଞ୍ଜନଧର୍ମୀ ଭିଡିଓ ଇଣ୍ଟରନେଟରେ ବୋବାଲ କରୁଛି। ଭାଇରଲ ହେଉଥିବା ଏହି ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି…

ଏ କି ପ୍ରେମରେ ବାବା! ପ୍ରେମିକକୁ ଦେଖୁ ଦେଖୁ କୁକୁର ହୋଇଯାଏ ପ୍ରେମିକା, ୪ ଗୋଡ଼ରେ ଡେଇଁ ଡେଇଁ ଖେଳେ

ପ୍ରେମର ଅନେକ ସ୍ବରୂପ ଆପଣ ଦେଖିଥିବେ। କିଛି ଲୋକ ଭଲ ପାଇବାରେ ସୀମା ପାର କରି ଯାଆନ୍ତି ତ ଆଉ କିଛି ଲୋକ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତି। କିନ୍ତୁ କିଛି ଜଣଙ୍କ ପ୍ରେମ ତାଙ୍କ ଅଜବ ତରିକା ଯୋଗୁ ଜଣାଶୁଣା ହୋଇଯାଏ। ଏବେ ଏବେ ଏରିଜୋନାର ଟକ୍ସନରେ ରହୁଥିବା ୨୬ ବର୍ଷୀୟ ଢାନି ଓ ତାଙ୍କ…

ଶୋଷିଲା କୁକୁରକୁ ପାଣି ଦେଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଲେ ପୋଲିସ କର୍ମଚାରୀ

ସୋସିଆଲ ମିଡିଆରେ ଆଜିକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିହୁଏନି । ମାତ୍ର ଏହା ସତ । କିଛି ଏମିତି ଫଟୋ ତଥା ଭିଡିଓ ଭାଇରାଲ ଯାହା ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଏ । ଏବେ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…

ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ, ଅଧାରୁ ବାହୁଡ଼ିଗଲେ ଶିଳ୍ପୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଆଜି ଆମଠାରୁ ଛଡ଼ାଇ ନେଇଛି ରାଜ୍ୟର ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ । ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ଆଜି ଅପରାହ୍ନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେ । ତା ସହିତ ତାଙ୍କର ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ…

କରୋନାକୁ ଘାଇଲା କରିବାକୁ ଆସିଗଲା ସଞ୍ଜିବନୀ, ବୈଜ୍ଞାନିକ ତିଆରି କଲେ ନାଜାଲ୍‌ ସ୍ପ୍ରେ

ଏହି ମହାମାରୀ ସମୟରେ ଆସିଲା ଆପଣଙ୍କ ପାଇଁ ଖୁସି ଖବର। ଏଣିକି ଭ୍ୟାକସିନ୍‌ ନାଜାଲ ସ୍ପ୍ରେ ଆକାରରେ ଉପଲବ୍ଧ ହେବ। ଅନେକ ଲୋକ ଯେଉଁମାନେ ଇଞ୍ଜେକସନ୍‌ ନେବାକୁ ଡରୁଛନ୍ତି କିମ୍ବା ପାର୍ଶ୍ୱ ପ୍ରତିକ୍ରିୟା ହୋଇଯିବାର ଭୟ ଥାଏ ସେମାନଙ୍କ ପାଇଁ ଏହା ନିହାତି ଭାବରେ ବଡ ଖବର। ଏବେ ଏବେ ଯାହା ଖବର…