Browsing Category

ସ୍ପେଶାଲ

ବିରୂପା ନଦୀକୂଳରେ ଅବସ୍ଥିତ ପବିତ୍ର ଶ୍ରୀରାମ କ୍ଷେତ୍ର ଜଟାଧାରୀ ଆଶ୍ରମ

ବିରୂପା ନଦୀକୂଳରେ ଅବସ୍ଥିତ ଶ୍ରୀରାମ କ୍ଷେତ୍ର ଜଟାଧାରୀ ଆଶ୍ରମ। କଟକ ଜିଲ୍ଲା ମହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ରାମକୃଷ୍ଣ ପୁର ଶ୍ରୀ ଶ୍ରୀ ଠାକୁର ଆତ୍ମାରାମ ଦେବଙ୍କ ପ୍ରଚେଷ୍ଟାରେ ୧୯୫୫ ମସିହାରେ ଗଢ଼ି ଉଠିଥିଲା ଏହି ଆଶ୍ରମ। ଆଶ୍ରମରେ ବିରାଜିତ ପ୍ରଭୁ ଜଗନ୍ନାଥ, ବଳଭଦ୍ର , ଦେବୀ ସୁଭଦ୍ରା ,…

ମାତ୍ର ୧୦ ଟଙ୍କା ଦେଇ ବାମ୍ଫ ନିଅନ୍ତୁ , ଆଉ କରୋନାକୁ ମାତ୍‌ ଦିଅନ୍ତୁ

୧୦ ଟଙ୍କା ଦେଇ ୧୦ ମିନିଟ୍‌ ବାମ୍ଫ ନିଅନ୍ତୁ ଆଉ କରୋନାକୁ ମାତ୍‌ ଦିଅନ୍ତୁ। ଏବେ ସାରା ଦୁନିଆକୁ କଲବଲ୍‌ କରୁଛି କିଲର ଭାଇରସ୍‌ କରୋନା। ଏମିତି ଏକ ସମୟ ଆସି ପହଁଚିଛି ଯେଉଁଠି ଲୋକେ ଏହି ମହାମାରୀ କାରଣରୁ ହାହାକାର ହେଲେଣି। କାହାର ଜୀବିକା ଚାଲିଗଲାଣି ତ ପୁଣି କାହାର ଜୀବନ। ତେବେ…

କାଲିଠାରୁ ସମ୍ପର୍କରେ ଲାଗିବ ୪୮ ଘଣ୍ଟିଆ ତାଲା, ଘଣ୍ଟାଏ ରିହାତିରେ ଲୋକେ କରିବେ କଣ ?

ଏବେ ଆଉ ଦୁଇ ଦିନ ନିଜ ପରିବାର ଛଡ଼ା ଆଉ କାହା ସହ ଦେଖା ସାକ୍ଷାତ ନାହିଁ । କାରଣ ଜାରି ହୋଇଛି ସପ୍ତାହାପ୍ତ ଲକ୍‌ଡାଉନ୍‌ । ତେଣୁ ଶନିବାର ଓ ରବିବାର ଘରେ ବନ୍ଦୀ ହୋଇ ରହିବାକୁ ପଡ଼ିବ । କରୋନା ଦ୍ୱିତୀୟ ଲହରୀର ଚେନ୍‌ ଭାଙ୍ଗିବାକୁ ସରକାରଙ୍କର ଏହି ପ୍ରୟାସ । ତେଣୁ କଡ଼ାକଡ଼ି ଭାବେ ପାଳନ କରିବା…

ନାତୁଣୀ ଜନ୍ମ ହେବା ଖୁସିରେ ୬ ଲକ୍ଷ ଦେଇ ହେଲିକପ୍ଟରରେ ଘରକୁ ଆଣିଲେ ଜେଜେବାପା, ଗାଁ ସାରା ବିଛାଇଲେ ଫୁଲ

ଝିଅ ଜନ୍ମ ହେଲେ କିଏ ମୁହଁ ବୁଲେଇ ଦଉଛନ୍ତି ତ ଆଉ କୋଉ ମାଆ ବାପାଙ୍କର ମୁହଁ ଶୁଖିଯାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜେଜେ ବାପାଙ୍କୁ ଆପଣଙ୍କ ସହ ଭେଟ କରାଇବୁ ଯିଏ ନିଜ ନାତୁଣୀ ପାଇଁ ଯାହା କରିଛନ୍ତି ତାକୁ ଶୁଣିଲେ ଖୁସିରେ ଆପଣ ଫୁଲି ଯିବେ। ୩୫ବର୍ଷ ପରେ ଘରେ ନାତୁଣୀ ଜନ୍ମ ନେଲା…

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଭଗବାନଙ୍କ ପୂଜା, ଜାଣନ୍ତୁ ଏହାର ପୂଜା ବିଧି

ନୀଳାଂଜନ ସମାଭାସଂ ରବିପୁତ୍ରଂ ଯମାଗ୍ରଜମ। ଛାୟାମାର୍ତଣ୍ଡ ସମ୍ଭତଂ ତଂ ନମାମି ଶନୈଶ୍ଚରଂ।। ଶନି ଦୋଷ ପଡିଲେ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଭଗବାନ ଶନିଦେବ ଓ ସଙ୍କଟମୋଚନ ହନୁମାନଙ୍କୁ ସମର୍ପଣ କରାଯାଇଛି। ଶନିବାର ଦିନ…

ଏମିତି ମିଛ ଯାହା କରୋନାକୁ ହରାଇ ଦେଲା, ଆଉ ଏମିତି ସତ ଯାହା ଚେହେରାରେ ଫୁଟାଇଲା ହସ, ଜାଣନ୍ତୁ ସଂକ୍ରମଣରୁ ସୁସ୍ଥ…

କୁହନ୍ତି, ମିଛ କହିବା ମହାପାପ। କିନ୍ତୁ ଏମିତି ଏକ ମିଛ ସାମ୍ନାକୁ ଆସିଛି, ଯାହା କରୋନା ସଂକ୍ରମିତ ଏକ ପରିବାର ପାଇଁ ସଞ୍ଜିବନୀ ପାଲଟି ଯାଇଛି। ଏହି ମିଛରୁ ମିଳିଥିବା ଶକ୍ତିରୁ ପରିବାରର ୩ ସଦସ୍ୟ ୧୦ ଦିନରେ ହିଁ କରୋନାକୁ ମାତ୍‌ ଦେଇଛନ୍ତି। ଘଟଣାଟି ଉତ୍ତରପ୍ରଦେଶ ଗୋରଖପୁରର। ବରଗଦଓ୍ଵା…

କେମିତି ପ୍ରସ୍ତୁତ ହୁଏ ଅକ୍ସିଜେନ, ଅମ୍ଳଜାନ ଗ୍ୟାସକୁ ସିଲିିଣ୍ଡର ମଧ୍ୟରେ କେମିତି ରଖାଯାଉଛି ? ସବୁର ଉତ୍ତର ଜାଣନ୍ତୁ

ସାରା ଦୁନିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁୁଛନ୍ତି। ତେବେ ଏହାକୁ ନେଇ ଅନେକ ସମସ୍ୟା ଉପୁଜୁଥିବା ବେଳେ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚଡ଼କ ପଡିଛି। କରୋନା ଭାଇରସ ପାଇଁ ଅକ୍ସିଜେନ ସମସ୍ୟା ମୁଣ୍ଡ ଟେକିଥିବା ବେଳେ କିଛି…

କେବଳ କରୋନା ନୁହେଁ ମୃତ୍ୟୁ ଜଗି ବସିଛି ଅନେକ ରୂପରେ

ଇଏ କଣ ଘଟୁଛି ଭାରତରେ ? ବର୍ଷେ ପରେ ବି କରୋନା ନେଇ ଚାଲିଛି ଜୀବନ । ମୃତ୍ୟୁ ସଂଖ୍ୟା ଲକ୍ଷ ଟପି ନିୟୁତ ଆଡ଼କୁ ଆଗାଉଛି । ନା ଡାକ୍ତର ନା ବିଶେଷଜ୍ଞ କେହି ବି ରୋକି ପାରୁନାହାନ୍ତି । ଜୀବିକା ପାଇଁ ବାହାରକୁ ଗଲେ ବିପଦ, ଘରେ ବିନା ରୋଜଗାରରେ ରହିଲେ ତାଠାରୁ ଆହୁରି ବିପଦ । କାରଣ ପେଟକୁ ଦାନା…

ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ରିପୋର୍ଟ: ବ୍ରିଟିଶ ସାମ୍ରାଜ୍ୟରେ ଶହିଦ ଭାରତୀୟ ସୈନିକଙ୍କ ପ୍ରତି ହୋଇଥିଲା…

ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଶହିଦ ହୋଇଥିବା ହଜାର ହଜାର ଭାରତୀୟ ଏବଂ ଅନ୍ୟ କଳା ସୈନିକମାନଙ୍କୁ ଗୋରା ସୈନିକଙ୍କ ଭଳି ସମ୍ମାନ ଦିଆଯାଇ ନ ଥିଲା। Commonwealth War Grave Commission ଏ ସମ୍ବନ୍ଧରେ ରିପୋର୍ଟ ଦେବା ପରେ ବ୍ରିଟେନ ବର୍ଣ୍ଣବିଦ୍ୱେଷ ପାଇଁ କ୍ଷମା…

ସ୍ୱପ୍ନାଦେଶ ହେଲା ସତ: ଆପେ ବିରାଜିଲେ ଗଞ୍ଜାମ ଜିଲ୍ଲା ରତ୍ନମଣିପୁର ଗାଁରେ ଗ୍ରାମ ଦେବତୀ

ପ୍ରତି ଗାଁରେ ରହିଛି ଗ୍ରାମଦେବୀଙ୍କ ମନ୍ଦିର। ସେହିପରି ଏକ ଗ୍ରାମ ଦେବତୀଙ୍କ ମନ୍ଦିର ରହିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରତ୍ନମଣିପୁର ଗାଁରେ। ଏଠାରେ ମା' ସବୁ ଗାଁ ଲୋକଙ୍କ ଦୁଃଖ ଦୂର କରିଥାନ୍ତି ଅବିଳମ୍ବେ। ମା'ଙ୍କ ନିକଟରେ ଯିଏ ଯାହା ପ୍ରାର୍ଥନା କରେ, ମା' ତାହା ପୂରଣ…

ବିଦେଶରେ ଥିବା ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ମନ୍ଦିର, ଯେଉଁଠି ଦର୍ଶନ ମାତ୍ରକେ ପୂର୍ଣ୍ଣ ହୁଏ ମନସ୍କାମନା

ମନ୍ଦିର ମାଳିନୀ ଦେଶ ହେଉଛି ଭାରତ । ଭାରତରେ ଥିବା ବହୁ ପ୍ରାଚୀନ ମନ୍ଦିର ସହ ଜଡ଼ିତ ରହିଛି ଅନେକ କିମ୍ବଦନ୍ତୀ । ତେବେ ଭାରତ ବାହାରେ ମଧ୍ୟ ଏପରି ମନ୍ଦିର ରହିଛି ଯେଉଁଠି ଥରେ ମାତ୍ର ଦର୍ଶନରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଆଜି ଆସନ୍ତୁ ଜାଣିବା ଭାରତ ବାହାରେ ଥିବା ସେମିତି କିଛି…

ରାସ୍ତାରେ ଚାଲୁଥିବା ବେଳେ ହଠାତ୍‌ ବ୍ୟକ୍ତିଙ୍କ ସହ ଘଟିଲା ଏହି ଘଟଣା, ଭୟଭୀତ ହୋଇପଡ଼ିଲେ ଲୋକେ, ଭିଡିଓ ଭାଇରାଲ

ରାସ୍ତା ମଝିରେ ଲୋକେ ସେହି ସମୟରେ ହଠାତ୍‌ ଡରି ଯାଇଥିଲେ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ ଭିତରୁ ଅଚାନକ୍‌ ନିଅାଁ ହୁଳା ବାହାରି ଆସିଥିଲା। ପ୍ରକୃତ ଘଟଣା ହେଲା, ଚୀନର ଜଣେ ବ୍ୟକ୍ତି ବ୍ୟାଗ୍‌ରେ ମୋବାଇଲ୍‌ ଫୋନ ରଖିଥିବା ବେଳେ ହଠାତ୍‌ ତାହା ଫାଟି ଯାଇଥିଲା। ଏବେ ଏହାର ଏକ ଭିଡିଓ…