Browsing Category

ସ୍ପେଶାଲ

ଏଠାରେ ସରକାର ପ୍ରତି ଘରକୁ ପଠାଉଛନ୍ତି ଦୁଇଟି ଚଡି, ମାଟିରେ ପୋତା ଗଲାଣି ୨ ହଜାର ଧଳା ଅଣ୍ଡରୱେୟାର, ଜାଣନ୍ତୁ କାହିଁକି

ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର…

କୋଲକାତାର ରେଡ ଲାଇଟ ଏରିଆ ‘‘ସୋନାଗାଛି’’ , କଣ ଏଠାରେ ସୁନାର ଗଛ ଥିଲା? ଜାଣନ୍ତୁ ନାମ ପଛର ରହସ୍ୟ

‘‘ସୋନାଗାଛି’’, ଏହି ଶବ୍ଦ ଆପଣ ନିଶ୍ଚୟ ଶୁଣିଥିବେ, କେବେ ବହିରେ ତ ଆଉ କେବେ ଗପରେ। ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ। କୋଲକାତା ସହରର ବହୁଚର୍ଚ୍ଚିତ ଇଲାକା ହେଉଛି ସୋନାଗାଛି। ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ। ଆଉ ପ୍ରତ୍ୟେକଟି ଶବ୍ଦ…

କାଠରେ ରାମ ମନ୍ଦିରର ସବୁଠାରୁ କ୍ଷୁଦ୍ରତମ ମଡେଲ ତିଆରି କଲେ ବ୍ରହ୍ମପୁରର ଦିଲୀପ, ଖୁବଶୀଘ୍ର ମୋଦିଙ୍କ ପାଖକୁ ପଠାଇବେ

ବ୍ରହ୍ମପୁର: ବ୍ରହ୍ମପୁରର କୁନି କ୍ଷୁଦ୍ର କାଠ ଶିଳ୍ପୀ ଦିଲୀପ ମହାରଣା ନିଜର ପ୍ରଚେଷ୍ଟା ବଳରେ ଗଢି ଚାଲିଛନ୍ତି ବିଭିନ୍ନ କୀର୍ତ୍ତିମାନ। ତେବେ ଦଶହରା ସମୟରେ ମା ଦୁର୍ଗାଙ୍କର ଏକ ଇଞ୍ଚ ବିଶିଷ୍ଟ କାଠରେ ତିଆରି ପ୍ରତିମା ଯାହା ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନିତ ହୋଇ…

ଏମିତି କି ପରିସ୍ଥିତି ପଡିଲା ଯେ ନବମ ଶ୍ରେଣୀରେ ପଢ଼ୁଥିବା ଅମିତ ଆଜି ବିକୁଛି ବରା ଘୁଘୁନି, ପଢ଼ନ୍ତୁ ଏହି ପିଲାଟିର…

ଭୁବନେଶ୍ୱର (କେନ୍ୟୁଜ୍) : କୁନି ହାତକୁ ତାର ଫୁରୁସତ ନାହିଁ । ହାଣ୍ଡିରୁ ଇଡଲି, ଆଳୁଦମ୍‌ ଓ ଘୁଘୁନି ସହ ଗରମ ଗରମ ଜଳଖିଆ ବାଢ଼ି ଦେଉଛି ପିଲାଟି । ତାର ନିରୀହ ମୁହଁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ। ଏ ବୟସରେ କାହିଁକି ଏଭଳି କାମ କରୁଛି ? ଭାବିବେ ହୁଏତ ବାପା ଦୋକାନରେ ନାହିଁ ବୋଲି…

କେଉଁ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ଜାଣନ୍ତୁ

ପବିତ୍ର ଚୈତ୍ର ମାସ ନବମୀ ତିଥି ତଥା ପୁଷ୍ୟା ନକ୍ଷତ୍ରରେ ପାଳନ କରାଯାଏ ରାମ ନବମୀ। ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି । ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ସ୍ୱୟଂ ବିଷ୍ଷୁ ଭଗବାନ ରାମଙ୍କ ରୂପରେ ଜନ୍ମ ନେଇଥିଲେ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ରାମଙ୍କ…

ନବରାତ୍ରିର ସପ୍ତମ ଦିନରେ କରନ୍ତୁ ମା’ କାଳରାତ୍ରିଙ୍କ ପୂଜା, ଜାଣନ୍ତୁ କେମିତି କରିବେ ପୂଜା ଓ କ’ଣ ମିଳିବ ଲାଭ

ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ। ମା’ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ…

କେବେ ମହାନଗରରେ ମିଶିବ ବ୍ରହ୍ମପୁର ସହର ତଳି ଅଞ୍ଚଳ ?

ବ୍ରହ୍ମପୁର (କେ ନ୍ୟୁଜ୍‌) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କହିଲେ ବ୍ରହ୍ମପୁର ସହରକୁ ବୁଝାଏ। ଏକଦା ମାନ୍ଦ୍ରାଜ୍‌ ପ୍ରୋଭିନ୍ସରେ ଥିବା ବ୍ରହ୍ମପୁର ସହର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ହିଁ ଶିକ୍ଷା, ବାଣିଜ୍ୟ, ସଂସ୍କୃତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି…

ଏହି ପବିତ୍ର ସ୍ଥାନରେ ବ୍ରହ୍ମାଙ୍କ ଉପସ୍ଥିତିରେ ରାଧାକୃଷ୍ଣ କରିଥିଲେ ଗାନ୍ଧର୍ବ ବିବାହ, ଜାଣନ୍ତୁ ଏହି ସ୍ଥାନର…

ପ୍ରକୃତ ପ୍ରେମର ସଜ୍ଞା ଯେବେ ଉଠେ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଅଲୌକିକ ପ୍ରେମ କାହାଣୀ କଥା ମନେ ପଡେ। ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ କାହାଣୀରେ କିଛି ଛଳନା ନଥିଲା। ରାଧାଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ପ୍ରେମ ଯେପରି ଅପ୍ରତିମ ଥିଲା ସେହିପରି ଶ୍ରୀକୃଷ୍ଣଙ୍କ ପାଇଁ ରାଧାଙ୍କ ପ୍ରେମ ପବିତ୍ର…

ପ୍ରତିଦିନ ୨ରୁ ୩ଥର ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ନିଅନ୍ତୁ ବାମ୍ଫ, ଫୁସ୍‌ଫୁସ୍‌ ଉପରେ ପଡ଼ିବନି କରୋନାର ପ୍ରଭାବ

ଦେଶରେ କରୋନା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ସବୁ ମଣିଷ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସବୁ ପ୍ରକାର ତରିକା ଆପଣାଇବାକୁ ପ୍ରସ୍ତୁତ। ହେଲେ ଭାଇରସ୍‌ ଯିବାକୁ ନାଁ ଧରୁନାହିଁ। ସେପଟେ ଏଭଳି ସ୍ଥିତିରେ ଏକ ଆଶ୍ୱସ୍ତୀକର ଖବର ସାମ୍ନାକୁ ଆସିଛି। ନିକଟରେ…

ଚୀନର ଅଦ୍ଭୁତ ପରମ୍ପରା, ମୃତ ଲୋକଙ୍କ ଚୁଟି କାଟି ତିଆରି କରାଯାଏ ଟୋପି

ସମଗ୍ର ବିଶ୍ୱରେ ଏପରି ଅନେକ ଅଦ୍ଭୁତ ଘଟଣା ଏବଂ ପରମ୍ପରା ଅଛି, ଯେଉଁଥିରୁ ଆମେ ଏପର୍ଯ୍ୟନ୍ତ ଅଜ୍ଞ ହୋଇ ରହିଛେ । ଏହିପରି କିଛି ରୀତିନୀତି, ଯାହା ବର୍ଷ ବର୍ଷ ଧରି ଘଟୁଛି, କିନ୍ତୁ ଅଧିକାଂଶ ଲୋକ ସେଗୁଡିକ ବିଷୟରେ ଅବଗତ ନୁହଁନ୍ତି । ଏପରି ଏକ ପରମ୍ପରା ରହିଛି, ଯାହା ଚୀନରେ ବହୁତ ଲୋକପ୍ରିୟ…

ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ଯାୟନୀଙ୍କ ପୂଜା: ଜାଣନ୍ତୁ ପୂଜାର ମହତ୍ତ୍ବ ଓ ବିଧି

ଆଜି ଚୈତ୍ର ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ପଞ୍ଚାଙ୍ଗ ଅନୁସାରେ ୧୮ ଏପ୍ରିଲରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରହିଛି। ଏହି ଦିନର ନକ୍ଷତ୍ର ଆଦ୍ରା ରହିଥାଏ। ଏହି ଦିନ ମିଥୁନ ରାଶିରେ ଚନ୍ଦ୍ରମା ଗୋଚର ହୋଇଥାନ୍ତି। ନବରାତ୍ରିର ପ୍ରତ୍ଯେକ ଦିନରେ…

ହଜାର ହଜାର ବର୍ଷ ପୁରୁଣା ‘ସ୍ୱର୍ଣ୍ଣନଗରୀ’ ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ୍‌, ମିଳିଲା ପ୍ରଚୁର ପରିମାଣର…

ସ୍ୱର୍ଣ୍ଣ ନଗରୀ ଆବିଷ୍କାର କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। ମିଶରର ପ୍ରତ୍ନତତ୍ତ୍ୱବିତ୍‌ମାନେ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଦକ୍ଷିଣ ରାଜ୍ୟ ଲଗ୍‌ଜରରେ ପ୍ରାୟ ୩୦୦୦ ବର୍ଷ ପୁରଣା ଏକ ସ୍ୱର୍ଣ୍ଣ ନଗରୀକୁ ଖୋଜି ବାହାର କରିଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବାନୁସାରେ, ଏହି ସହରର ନାମ…