Browsing Category

ସ୍ପେଶାଲ

କରୋନା ଟିକାର ସାଇଡ୍‌ ଇଫେକ୍ଟ ନେଇ ରହିଥିବା ଭୁଲ ଧାରଣା ଦୂର କରନ୍ତୁ

କରୋନା ଭାଇରସ୍‌କୁ ରୋକିବ ଟିକା ବା ଭ୍ୟାକସିନ । ଏଇ ବିଶ୍ୱାସରେ ଏବେ ସାରା ଦେଶରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି । ତେବେ ଲୋକଙ୍କ ଭିତରେ କିଛି ଭ୍ରମାତ୍ମକ କଥା ମଧ୍ୟ ପ୍ରଚାରିତ ହେଉଛି । ଯେମିତିକି ଟିକାର ପାର୍ଶ୍ୱପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ । ଅବଶ୍ୟ ଦେଖା ଯାଇଛି ଯେ କିଛି…

ପ୍ରଚାରପ୍ରସାର ନ କରି ଚୁପ୍‌ଚାପ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ଏହି ସର୍ଦ୍ଦାର ଜୀ, ଲୋକେ କହିଲେ- ‘ପ୍ରକୃତ ହିରୋ’

ବର୍ତ୍ତମାନ କରୋନାର କଠିନ ସମୟ ଚାଲିଛି। ଲୋକମାନେ ରୋଗ ସହ ରୋଜଗାର ଚାଲିଯିବା ଭୟରେ ମରି ମରି ବଞ୍ଚୁଛନ୍ତି। କିଛି ଲୋକ ତ ଲକ୍‌ଡାଉନ୍‌ ଯୋଗୁ ଦିନକୁ ଦୁଇ ମୁଠା ଖାଇବାକୁ ବି ପାଉନାହାନ୍ତି। ସେଭଳି ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ବ୍ୟକ୍ତି, ଯିଏ ବିନା ପ୍ରଚାର ପ୍ରସାରରେ ଭୋକିଲା…

ରୋଗ, ଭୟରୁ ଦୂରେଇ ରହିବା ପାଇଁ ଘରେ ବଜରଙ୍ଗବଲୀଙ୍କ କରନ୍ତୁ ଏମିତି ପୂଜା, ମିଳିବ ଫାଇଦା

ସଙ୍କଟ କଟୈ ମିଟେ ସବ ପୀଡ଼ା। ଯୋ ସୁମିରେ ହନୁମତ ବଲବୀରା।। ସଙ୍କଟମୋଚନ ହନୁମାନ ନିଜ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ଅର୍ଥାତ ସଙ୍କଟ ସମୟରେ ଯେଉଁ ଭକ୍ତ ତାଙ୍କୁ ପ୍ରାର୍ଥନା କରେ ସେ ତାର ସବୁ ପୀଡ଼ା ନାଶନ କରିଦିିଅନ୍ତି । ବଜରଙ୍ଗବଲୀଙ୍କ ଆରଧନା କଲେ ଭକ୍ତର ଜୀବନରେ ଖୁସି…

ଜୁଇରୁ ଜୀଇ ଉଠିଲେ ୭୫ ବର୍ଷ ବୟସ୍କ ମହିଳା

ରାୟପୁର : ଛତିଶଗଡ଼ ରାୟପୁରରେ ଘଟିଛି ଏହି ଅଜବ ଘଟଣା । ଅବଶ୍ୟ ଏହା କୌଣସି ଅଲୌକିକ ଘଟଣା ନୁହେଁ । ଡାକ୍ତରଙ୍କ ଅବହେଳାର କାରଣ । ରାୟପୁରର ସବୁଠାରୁ ବଡ଼ ଡାକ୍ତରଖାନା ଆମ୍ବେଦକର ହସପିଟାଲରେ ଡାକ୍ତର ଜଣେ ୭୫ ବର୍ଷ ବୟସ୍କା ମହିଳାଙ୍କୁ ମୃତ ଘୋଷଣା କଲେ । ଏହାପରେ ତାଙ୍କ ସମ୍ପର୍କୀୟମାନେ…

ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ…

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ…

ପ୍ଲାଷ୍ଟିକ ଆର୍ବଜନା ଠାରୁ ମିଳିବ ମୁକ୍ତି, ବୈଜ୍ଞାନିକ ଖୋଜି ବାହାର କଲେ ପ୍ଲାଷ୍ଟିକ ଖାଉଥିବା ଛତୁ

୧୯୫୦ ମସିହା ପରେ ଏପର୍ଯ୍ୟନ୍ତ ପୃଥିବୀରେ ମଣିଷମାନେ ୯ ବିଲିୟନ ଟନ୍ ଅର୍ଥାତ ୮୧୬ କିଲୋଗ୍ରାମ ପ୍ଲାଷ୍ଟିକ୍ ବ୍ଯବହାର କରିସାରିଲେଣି। ଏଥିରୁ ମାତ୍ର ୯ ପ୍ରତିଶତ ହିଁ ରିସାଇକେଲ କରିହେଉଛି। ୧୨ ପ୍ରତିଶତ ଜଳି ପାଉଁଶ ହୋଇଯାଇଛି। କିନ୍ତୁ ଏବେ ବାକିଥିବା ୭୯ ପ୍ରତିଶତ ପ୍ଲାଷ୍ଟିକ୍ ନା ଜଳିପାରୁଛି…

୧୩ ବର୍ଷ ପିଲା ଉପରେ ଗରମ ଚା’ ପଡିବାରୁ ଅଦାଲତ ପକ୍ଷରୁ ଲାଗିଲା ୫୮ ଲକ୍ଷର ଅର୍ଥରାଶି ଦଣ୍ଡ

ଚା' ତ' ସମସ୍ତଙ୍କ ପସନ୍ଦ । ଏହା ଏମିତି ଏକ ପାନୀୟ ଯାହା ଲୋକମାନଙ୍କର ଖରାପ ମୁଡ୍ କୁ ଏକଦମ୍ ସେ ଠିକ କରିଦେଇଥାଏ । ଗୋଟେ ଚୁସ୍କିରେ ଲୋକଙ୍କ ମନ ପରିବର୍ତ୍ତନ ହୋଇଯାଏ । କାମ ବେଳେ ଟାଏଡ୍ ହେଲେ ସମସ୍ତେ ପ୍ରାୟ ଏହାକୁ ଖୋଜିଥାନ୍ତି । ଏହା ଏମିତି ଏକ ଅଭ୍ୟାସ ଯାହା ଠିକ ଟାଇମରେ ନମିଳିଲେ…

ଗିତାର ଧରି ହଜାର ଫୁଟ୍ ଉପରୁ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ଯୁବକ, ଦେଖନ୍ତୁ ଭିଡିଓ

ସଙ୍ଗୀତ ହେଉଛି ଏପରି ଏକ ଶବ୍ଦ ଯାହା ମନର ଭବାନାକୁ ପରିପ୍ରକାଶ କରିଥାଏ । ଆଉ ଯଦି ପ୍ରକୃତି ସହ ନିରୋଳାରେ କିଛି ସମୟ ମିଳେ ତେବେ ଗୀତ ଆପଣାଛାଏଁ ଲେଖିହୋଇଯାଏ । ପ୍ରକୃତିର କୋଳରେ ପ୍ରକୃତି ପାଇଁ ଲେଖାଯାଉଥିବା ସେହି ସଙ୍ଗୀତରେ ମଧ୍ୟ ସେତିକି ଭଲ ପାଇବା ରହିଥାଏ । ଯାହାକୁ ଶୁଣିବା ଦ୍ୱାରା…

ସିମ୍ପାଜୀର କସରତ ଭିଡିଓ ହେଲା ଭାଇରାଲ, ଯାହାକୁ ଦେଖିଲାପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଯଦି ଆପଣଙ୍କୁ ଲାଗୁଛି ଯେ କେବଳ ମଣିଷ ମାନେ ନିଜ ସଉକ ପାଇଁ ଅବା ନିଜକୁ ଫିଟ ରଖିବା ପାଇଁ କସରତ କରିଥାନ୍ତି ଓ ଜିମ ଯାଇଥାନ୍ତି, ତାହେଲେ ଆପଣ ଭୁଲ ଭାବୁଛନ୍ତି । କାରଣ ପଶୁମାନେ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ କୌଶଳ ଆପଣାଇଥାନ୍ତି । କିଛି ପଶୁ ଦୈଡ଼ିଥାନ୍ତି ତ ଅନ୍ୟ କିଛି ପାଣିରେ…

ବିଷାକ୍ତ ଶୋଷିଲା ସାପକୁ ପାଣି ଦେଇ ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଶଂସା ସାଉଁଟିଲେ ଏହି ବ୍ୟକ୍ତି

ଖରାଦିନ ଆରମ୍ଭ ହେବା ପରଠୁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଗରମ କାରଣରୁ ଲୋକ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳୁଛି । କେବଳ ଲୋକ ନୁହଁନ୍ତି ବରଂ ଜୀବଜନ୍ତୁ ଓ ପଶୁପକ୍ଷୀ ମଧ୍ୟ ଖରା କାରଣରୁ ଶୋଷରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ପାଣି କାରଣରୁ କେତେକଙ୍କ ଜୀବନ ମଧ୍ୟ ଚାଲିଯାଏ ।…

ଛି ଛି! ଟଏଲେଟ୍‌ ସିଟ୍‌ରେ ଏମିତି ପ୍ରସ୍ତୁତ କଲେ ଡ୍ରିଙ୍କ୍‌, ପୁଣି ଅତିଥିଙ୍କୁ ପରସିଲେ, Viral Videoକୁ ମିଳି…

ଟଏଲେଟ ସିଟ୍‌ ଉପରେ ହାତ ଲାଗିଗଲେ, ତୁରନ୍ତ ଆମେ ଧୋଇବାକୁ ଲାଗିଥାଉ। କିନ୍ତୁ କ’ଣ କେହି ଏହି ଟଏଲେଟ୍‌ ସିଟ୍‌ ଉପରେ ପାର୍ଟି କରିପାରିବ? ଏହି କଥା ଆପଣଙ୍କୁ ନିହାତି ଭାବେ ଅଜବ ଲାଗୁଥିବ, କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ନିଜେ ବୁଝିଯିବେ। ଏହି…

ଫେସ୍‌ ମାସ୍କ ଜାଗାରେ ମୁହଁରେ ପେଣ୍ଟ୍‌ କରାଇଥିଲେ ଯୁବତୀ, ଧରାପଡ଼ିବା ପରେ ମିଳିଲା ଏମିତି ଦଣ୍ଡ

କରୋନାର ଏହି ସଙ୍ଗୀନ ସ୍ଥିତିରେ ବୈଜ୍ଞାନିକ ଓ ଡାକ୍ତରମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକ ଏହାକୁ ହେୟଜ୍ଞାନ କରୁଛନ୍ତି। ମାସ୍କ ସୁନ୍ଦରତାକୁ ନଷ୍ଟ କରି ଦେଉଛି ବୋଲି ସେମାନେ ଭାବୁଛନ୍ତି। ଏହାରି ଭିତରେ ବାଲିରୁ ଏମିତି…