Below header
Browsing Category

ସ୍ପେଶାଲ

କେମିତି ଥିଲା ସେହି ୬ ଦିନ? ମାଓବାଦୀଙ୍କ ସହ ବିତାଇଥିବା ସେହି ଦିନକୁ ବଖାଣିଲେ ରାକେଶ୍ୱର

ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା ଆଶଙ୍କାର ଘଟିଲା ଅବସାନ। ପାଞ୍ଚ ଦିନ ପରେ ମାଓବାଦୀଙ୍କ ଜାଲରୁ ମୁକ୍ତ ହେଲେ ସିଆରପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନହାସା। ଗୁରୁବାର ଅପରାହ୍ନରେ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ଵରଙ୍କୁ ବିଜାପୁର ସିଆରପିଏଫ କ୍ୟାମ୍ପ…

ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲା ବିଶାଳକାୟ ଝିଟିପିଟି! ଭୟରେ ଥରୁଥିବା ଲୋକଙ୍କର ଅବସ୍ଥା ବେହାଲ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଏକ ବିଶାଳକାୟ ଝିଟିପିଟି ଦୋକାନ ଭିତରେ ପଶି ଆତଙ୍କ ଖେଳାଉଥିବା ଦେଖିବାକୁ ମିଳୁଛି। ଏହି ଲୋମଟାଙ୍କୁରା ଭିଡିଓ ଥାଇଲାଣ୍ଡର ସେଭେନ୍‌ ଇଲେଭେନ୍‌ ଆଉଟ୍‌ଲେଟର, ଯାହାକୁ ଥାଇ ଟ୍ରାଭେଲ ମୁଣ୍ଡୋ ନୋମାଦା ଟ୍ଵିଟରରେ ଶେୟାର କରିଛି।…

ଗରମ ଦିନରେ ଅଧିକାଂଶ ସମୟ ପମ୍ପଚର ହୋଇଥାଏ ଗାଡି ଟାୟାର, ଜାଣନ୍ତୁ ଏଥିରୁ ବଞ୍ଚିବାର ଟିପ୍ସ

କୌଣସି ଗାଡି ପାଇଁ ଚକାର ସ୍ଥିତି ରହିବା ନିତାନ୍ତ ଜରୁରୀ। ଅନେକ ସମୟରେ ଟାୟର୍ସ ମଝି ରାସ୍ତାରେ ପମ୍ପଚର ହୋଇଯାଏ, ଯାହାପାଇଁ ଯିବା ଆସିବା କରିବା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏବେ ଖରାଦି ଆରମ୍ଭ ହୋଇଗଲାଣି। ଏମିତିରେ ଟାୟାର୍ସ ଫାଟିବା ଏବଂ ପମ୍ପଚର ହେବାର ଅଧିକ ସମ୍ଭାବନା…

କରୋନା ରୋଗୀ ଅନୁଭବ କରିବେ ନାହିଁ ଏକୁଟିଆପଣ, ନର୍ସ ବାହାର କଲେ ବଢ଼ିଆ ଉପାୟ, ଦେଖନ୍ତୁ ଫଟୋ

ସାରା ବିଶ୍ୱ ଏବେ ବି କରୋନା ମହାମାରୀ ସହ ଜୁଝି ହେଉଛି। ଏହାରି ଭିତରେ ବ୍ରାଜିଲ୍‌ରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ କୋଭିଡ୍‌ ପଜିଟିଭ ଥିବା ଜଣେ ରୋଗୀ ଯେପରି କୌଣସି ବି ପରିସ୍ଥିତିରେ ଏକୁଟିଆପଣ ଅନୁଭବ ନ କରିବେ, ସେଥିପାଇଁ ଜଣେ ନର୍ସ ଏକ ବଢ଼ିଆ ଉପାୟ ବାହାର କରିଛନ୍ତି,…

ଗୁରୁ ଚାଣକ୍ୟଙ୍କ ଏହି ୩ଟି ଅମୂଲ୍ୟ ବାଣୀ କରିବ ଆପଣଙ୍କ ସବୁ ସମସ୍ୟାର ସମାଧାନ, ଜାଣନ୍ତୁ

ଗୁରୁଙ୍କ ସ୍ଥାନ ଶିଷ୍ୟ ଜୀବନରେ ରହିଥାଏ ଖୁବ ଗୁରୁତ୍ୱପୂର୍ଣ୍ଣ। ଗୁରୁ ଶିଷ୍ୟ ଜୀବନର ମାର୍ଗଦର୍ଶକ ହୋଇଥାନ୍ତି। ସେହିପରି ଜଣେ ଗୁରୁଙ୍କ ସଂପର୍କରେ ଆମେ ଆଜି ଆଲୋଚନା କରିବା। ସେ ହେଉଛନ୍ତି ଗୁରୁ ଚାଣକ୍ୟ। ଗୁରୁ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି…

ପୁଣି ଚର୍ଚ୍ଚାକୁ ଆସିଲେ ଶିମିଳିପାଳର ସ୍ନେହଲତା, ବିରଳ ପ୍ରଜାତିର ପେଚା ଧରି ହେଲେ ଭାଇରାଲ

ମୟୁରଭଞ୍ଜ(କେନ୍ୟୁଜ): ଆଜି ଶିମିଳିପାଳରୁ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ଶିମିଳିପାଳ ପାଦଦେଶ ପିଠାବଟା ରେଞ୍ଜ ଅଧିନ ବାଲଢ଼ିଆ ଗ୍ରାମରୁ ଆଜି ସନ୍ଧ୍ୟାରେ ଏହି ପେଚାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବାଲିଡିହା ଫରେଷ୍ଟର ସ୍ନେହଲତା ଧଳ ଏହି ପେଚାକୁ ଉଦ୍ଧାର କରିଛନ୍ତି।…

ଗଣ୍ଡ ଚାଷୀଙ୍କ ଉନ୍ନତମାନର କଦଳୀ ଚାଷ, ଯାହା ପାଲଟିଛି ରୋଜଗାରର ମାଧ୍ୟମ

ବାଲିଗୁଡା (କେନ୍ୟୁଜ) : ଏମିତିରେ ତ କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏଠାକାର ଆଉ ଏକ ଜିନିଷର ଖ୍ୟାତି ବଢ଼ିବାକୁ ଯାଉଛି । ତାହା ହେଉଛି ଏଠାରେ ଚାଷ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାର କଦଳୀ । ଯାହା ଗଣ୍ଡ ଆଦିବାସୀ ସମ୍ପ୍ରଦାୟଙ୍କୁ ସ୍ୱାବଲମ୍ବୀ କରୁଛି । କନ୍ଧମାଳ ଜିଲ୍ଲା…

ମାଳିକା ବର୍ଣ୍ଣିତ ବନଦୁର୍ଗା ପୀଠର ଅଜଣା ବୃକ୍ଷ, ଯାହାର ପତ୍ର ଖାଇଲେ ଭଲ ହୋଇଯାଏ ରୋଗ ବ୍ୟାଧି

ମାହାଙ୍ଗା (କେନ୍ୟୁଜ) : ମାଳିକା କଥା ଆସିଲେ ଶ୍ରଦ୍ଧାଳୁଙ୍କ ମନରେ ଆସେ ଭିନ୍ନ କିଛି ବିଚାର । ଆଉ ଯଦି ମାଳିକା ବର୍ଣ୍ଣିତ କିଛି ବାସ୍ତବ ତଥ୍ୟ ସାମନାକୁ ଆସେ ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ବଢ଼ିଯାଏ । ଏହି କ୍ରମରେ ଆସନ୍ତୁ ଯିବା କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗ ଓ ଉମର…

ଖୁସି ଖବର : କେବଳ ‘O’ ନୁହେଁ, ବୈଜ୍ଞାନିକ ‘A’ ବ୍ଲଡ ଗ୍ରୁପକୁ କହିଲେ ୟୁନିଭର୍ସାଲ ଡୋନର

ଲୋକଙ୍କ ପାଇଁ ଆସିଲା ଖୁସି ଖବର। ଦୁନିଆରେ ଏବେ କେବଳ ଓ ବ୍ଲଡ ଗୃପ ୟୁନିଭର୍ସାଲ ଡୋନର ନୁହେଁ ବରଂ ତା ସାଥ୍‌ ଦେବ ଏ ବ୍ଲଡ ଗୃପ। କାନାଡାର ବୈଜ୍ଞାନିକମାନେ ଏଭଳି ଖାସ୍‌ କିସମର ବ୍ୟାକ୍ଟେରିଆଲ ଏଞ୍ଜାଇମର ଉପଯୋଗ କରି ବ୍ଲଡ ଗ୍ରୁପ୍ 'A' କୁ ୟୁନିଭର୍ସାଲ ଡୋନର କରିଛନ୍ତି। ଏହାର ଅର୍ଥ ଏବେ…

ଏତେ କମ୍‌ ବୟସରେ ଅନେକ ସଫଳତା ପାଇ ସାରିଲେଣି ସୁନା ଝିଅ ସ୍ନେହା, ସତେ ରଙ୍ଗତୁଳୀ ପାଲଟିଛି ତାଙ୍କ ଜୀବନ

ଭଦ୍ରକ: ରଙ୍ଗ, ତୁଳୀ ଆଉ ଖଣ୍ଡେ ଧଳା କାଗଜ । ବାସ୍‌ ଏତିକି ହେଲେ ସ୍ନେହାଙ୍କ ହାତ ଚାଲିଲା । ପ୍ରତ୍ୟେକ ପିଲା ଭିତରେ ଥାଏ କିଛି ନା କିଛି ପ୍ରତିଭା । ତେବେ ସମସ୍ତଙ୍କୁ ମିଳେନି ସୁଯୋଗ । ହେଲେ  ନିଜ ପ୍ରତିଭା ସହ ସୁଯୋଗର ପୂରା ଉପଯୋଗ କରିଛନ୍ତି ଭଦ୍ରକ ସହର ବିଜୁ ପଟ୍ଟନାୟକ ନଗର ବାସିନ୍ଦା…

ପ୍ରେମିକଙ୍କ ପକେଟ୍‌ ଉପରେ ଭାରି ପଡ଼ୁଛି ଡବଲ ହେଲମେଟ୍‌ ନିୟମ, ମାନିଲେ ମଲ ନ ମାନିଲେ ବି ମଲ

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): କମିଶନ୍‌ରେଟ୍‌ ପୋଲିସ୍‌କୁ ଏବେ ଲୋକଙ୍କ ସୁରକ୍ଷା ଚିନ୍ତା। ଏଣୁ ଆଉ ଗୋଟିଏ ନୁହେଁ, ଏବେ ସବୁ ବାଇକ୍‌ ବାଲା ଦୁଇଟି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ଚଲେଇଲା ବାଲା ବି ପିନ୍ଧିବେ ଆଉ ପଛରେ ବସିଲା ବାଲା ବି। ଏହି ନିୟମ ଯଦିଓ ଲୋକଙ୍କ ସୁରକ୍ଷା ପାଇଁ…

ପ୍ରକୃତିରୁ ସୃଷ୍ଟ ଏହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ବଡ଼ାମ୍, ବର୍ଷରେ ଥରେ ହିଁ ଦର୍ଶନ କରନ୍ତି ଭକ୍ତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାକୁ ପ୍ରକୃତିର ବରଦାନ ଅନେକ । ଆଉ ଶିମିଳିପାଳ ହେଉଛି ଏହାର ସବୁଠାରୁ ବଡ଼ ଆକର୍ଷଣ । ତେବେ ଏହି ଜିଲ୍ଲାର ଅନ୍ୟ ସ୍ଥାନ ଭଳି ଶିମିଳିପାଳ ଅଞ୍ଚଳରେ ବସବାସ କରନ୍ତି ଅନେକ ସମ୍ପ୍ରଦାୟର ଲୋକେ । ତା ଭିତରେ ବାଥୁଡ଼ି ସମ୍ପ୍ରଦାୟ ହେଉଛି ଅନ୍ୟତମ । ସେମାନଙ୍କର ଏକ…