Browsing Category

ସ୍ପେଶାଲ

କ’ଣ ପାଇଁ କୂଅର ଆକାର ଗୋଲ୍ ହୋଇଥାଏ ? କେବେ ଭାବିଛନ୍ତି କି, ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନ ଆପଣଙ୍କ ଘର ଭିତରେ ପାଣିର ସମସ୍ତ ସୁବିଧା ରହିଛି। ସମସ୍ତଙ୍କ ଘରେ ପାଣି ପହଞ୍ଚାଇବା ପାଇଁ ପାଇପଲାଇନ୍ ଲାଗିଛି । ପମ୍ପ ଚଲାଇ ଅପହଞ୍ଚ ଅଞ୍ଚଳରୁ ମଧ୍ୟ ସହଜରେ ପାଣି ଆଣିହେଉଛି । କିନ୍ତୁ ଏବେ ବି ଗାଁମାନଙ୍କରେ କୂଅରୁ ଲୋକେ ପାଣି ପିଅନ୍ତି । ଆଗ କାଳରୁ ଏମିତି କୂଅରୁ ଯାଇ ଲୋକେ…

ଛାତି ଥରାଇଦେବ ଏ ଦୃଶ୍ୟ, ଦେଖନ୍ତୁ କେମିତି ପାଣିରେ ଖେଳଣା ଭଳି ଭାସୁଛି କାର

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ପ୍ରକୃତିର ତାଣ୍ଡପ ରୂପ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଆଜି ଆମେ ଆପଣଙ୍କୁ ଏକ ଏମିତି ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ କହିବେ ପ୍ରକୃତି କିଛି ବି କରିପାରେ। ଏ ଭିଡିଓ ଅଷ୍ଟ୍ରେଲିୟାର। ଏଠାରେ ମୂଷଳ ଧାରାରେ ବର୍ଷା ହେବା କାରଣରୁ…

ଆଜି ବି ରହିଛି ଏମିତି ଅଜବ ପରମ୍ପରା, ଯେଉଁଠି ଭଗବାନଙ୍କୁ ପୂଜା ନକରି ମାଡ଼ ମରାଯାଏ

ସାରା ଦେଶରେ ହୋଲି ପର୍ବକୁ ବେଶ ଧୂମଧାମ୍‌ରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ହୋଲି ପର୍ବର ମାହାତ୍ମ୍ୟ ରହିଛି ଖୁବ ସ୍ୱତନ୍ତ୍ର। ତେବେ ବରସାନାର ହୋଲି ପର୍ବ ସାରା ଦେଶରେ ପ୍ରସିଦ୍ଧ। ଏଠାରେ ବ୍ରଜବିହାରୀଙ୍କ ହୋଲି ପର୍ବକୁ ଜୀବନ୍ତ ବୋଲି ମନାଯାଏ। ବରସାନାର କଟାରା ହବେଲି ସ୍ଥିତ ବ୍ରଜ ଦୁଲହ…

ପ୍ରେମିକ ସାଙ୍ଗରେ ଚାଲିଯାଇଥିଲା ମାଆ, ଏବେ ୪ ବର୍ଷ ପରେ ଫେରିଲାରୁ ମା ମରିଯାଇଛି କହୁଛି ପୁଅ

‘ମାଆ ମୋତେ ଛାଡି କୁଆଡେ ଯାଉଛୁ ମାଆ, ମୋତେ ଜମା ୬ ମାସ। ମୁଁ ତୋ ଛଡା କିଛି ଜାଣିନି ଜନ୍ମରୁ ଆଜି ଯାଏଁ କେବଳ ତୋ ମୁହଁକୁ ହିଁ ଦେଖିଛି। ତୁ ମୋତେ ଛାଡି କୁଆଡେ ଯାଉଛୁ ମାଆ। ଏ ମାଆ, ରହିଯା ମାଆ।’ ମାଆ ବଞ୍ଚିବି ଅନାଥ ୪ ବର୍ଷର ପୁଅ ଜିତୁ। ପିଲାଦିନୁ ଜାଣିଛି ତା ବାପା ମାଆ ଉଭୟ…

୨୧ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ଗୀତା ଜ୍ଞାନ ଦେଉଛନ୍ତି ପ୍ରମୋଦ ସାର୍‌

ଯାଜପୁର (କେନ୍ୟୁଜ) : କୁହାଯାଏ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ତେଣୁ ଅବସର ପରେ ବି ସେ ଜାରି ରଖିଛନ୍ତି ବିଦ୍ୟାଦାନ । ହେଲେ କେବଳ ପୁସ୍ତକର ପାଠ ନୁହେଁ ବାଣ୍ଟୁଛନ୍ତି ଗୀତା ଜ୍ଞାନ । ମଣିଷ ଜୀବନରେ ଆଧ୍ୟାତ୍ମିକ ଶିକ୍ଷା ଲାଭ ଅତି ଜରୁରୀ । ଅଧ୍ୟାତ୍ମିକତା ମାର୍ଗ ହିଁ ମଣିଷକୁ ସଫଳତାର…

ଦୀର୍ଘଦିନରୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ଯାଞ୍ଚ ପରେ ପ୍ରାଇଭେଟ୍‌ ପାର୍ଟରୁ ବାହାରିଲା ୫୯ ଫୁଟ୍‌ ଲମ୍ବା…

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ୫୯ ଫୁଟ୍‌ ଲମ୍ବାର ଏକ ଜିଆ ବାହାର କରାଯାଇଛି। ବ୍ୟକ୍ତି ଜଣକ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ପେଟ ବି ଫୁଲି…

ଦେହରେ ଲାଲ୍‌ ଯୋଡା, ଓଠରେ ହସ, ନିଜେ ଗାଡ଼ି ଚଲାଇ ବର ସାଙ୍ଗରେ ବାହାରିଲେ ଶାଶୁଘର ! ଦେଖନ୍ତୁ କନ୍ୟାର ନିଆରା ବିଦାୟୀ

ଯୁଗ ପରିବର୍ତ୍ତନ ହେଉଛି। ସମୟ ସହ ତାଳ ଦେଇ ଲୋକଙ୍କ ଜୀବନଶୈଳୀ ବି ବଦଳୁଛି। ନୂଆ ପିଢ଼ିର ଲୋକ ନୂଆ କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଆଉ ବେଳେବେଳେ ସେମାନଙ୍କର କିଛି ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ଏବେ ଏମିତି ହିଁ ଏକ ଭିଡିଓ ଲୋକଙ୍କ ମନ ଜିଣୁଛି।…

ସାନିଟାଇଜର ବ୍ୟବହାର ପାଲଟିପାରେ ବିପଜ୍ଜନକ, ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ସାନିଟାଇଜର ବ୍ୟବହାର ପାଲଟିପାରେ ବିପଦଜନକ। ସାନିଟାଇଜର ବ୍ୟବହାର କ୍ୟାନସର ସୃଷ୍ଟି କରିପାରେ ବୋଲି ଜଣାପଡ଼ିଛି। ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି କରିପାରୁଥିବା ରସାୟନ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଚିନ୍ତା ବଢିଛି। ୧୬୮ ପ୍ରକାର…

ଗୁରୁବାର ଜପ କରନ୍ତୁ ସାଇ ବାବାଙ୍କର ଏହି ମନ୍ତ୍ର, ଦୂର ହେବ ସବୁ ଦୁଃଖ କଷ୍ଟ

ଗୁରୁବାରକୁ ସାଇବାବାଙ୍କ ଦିନ ବୋଲି କୁହାଯାଏ। ଏଣୁ ଏହି ଦିନ ଶ୍ରଦ୍ଧାଳୁମାନେ ସାଇ ବାବାଙ୍କୁ ଦୀପ, ଧୂପ, ଭୋଗ ଓ ଖାସ୍‌ କରି ବାବାଙ୍କ ପ୍ରିୟ ଫୁଲ ଗୋଲାପ ସମର୍ପଣ କରିଥାନ୍ତି। ମନୋକାମନା ପୂରଣ ପାଇଁ ଗୁରୁବାର ଭକ୍ତମାନେ ବାବାଙ୍କ ବ୍ରତ ମଧ୍ୟ ରଖିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ…

ଷ୍ଟାଇଲିସ୍‌ କାଉ କରୁଛି ର‍୍ୟାମ୍ପ ଓ୍ଵାକ୍‌, ବିଶ୍ୱାସ ଲାଗୁନଥିଲେ ଦେଖନ୍ତୁ ଏହି ଭିଡିଓ

କାଉ କରୁଛି ର‍୍ୟାମ୍ପ ଓ୍ଵାକ୍‌। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ସତସତିକା ମଡେଲଙ୍କ ଭଳି ଅଣ୍ଟାକୁ ହଲେଇ ହଲେଇ ଚାଲୁଛି କାଉ। ଦେଖିଲେ ଆପଣ ବି କହିବେ କୋଉଠୁ ବୋଧେ ଟ୍ରେନିଂ ନେଇଛି। ଏହି କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ ବି…

ପରିସ୍ଥିତି ଶିଖାଇଲା ଜୀବନ ଜିଇଁବାର କଳା, ଦିନେ ଖାଇବାକୁ ପାଉନଥିବା ମଣିକନ୍ଦନ ଏବେ ପୋଲିସ ଅଫିସର

ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ। ସମୟର ସ୍ରୋତ କେବେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ ତାହା ସମସ୍ତଙ୍କୁ ଅଜଣା। କିଏ ସୂର୍ଯ୍ୟଙ୍କ ପରି ଚମକେ ତ ଆଉ କିଏ ଭାଗ୍ୟ କାରଣରୁ ଅସ୍ତ ହୋଇଯାଏ। ହେଲେ ଜିତେ ସିଏ ଯାହା ପାଖରେ ପରିସ୍ଥିତିକୁ ଲଢ଼ିବା ପାଇଁ ଶକ୍ତି ଥାଏ। ଏମିତି ଏକ ଉଦାହରଣ…

ଦେଖନ୍ତୁ ଭିଡିଓ: ଗୀତ ରିୟାଜ୍‌ କରୁଥିଲେ ମା’, କୋଳରେ ବସିଥିବା ୭ ମାସର କୁନି ପୁଅ ବି ସୁନ୍ଦର କଣ୍ଠରେ ଆରମ୍ଭ କରିଦେଲା…

ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା କିଛି ଭିଡିଓ ଏମିତି ବି ଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଆଉ ଏହାକୁ ଆମେ ବାରମ୍ବାର ଦେଖିବାକୁ ଇଚ୍ଛା କରିଥାଉ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଜଣେ ମା’ ଓ ପୁଅର। ଏଥିରେ ଦୁଇଜଣ ଏକ ସାଥୀରେ ବସି…