Browsing Category

ସ୍ପେଶାଲ

ଭୟଙ୍କର ବନ୍ୟାରେ ବି ବିବାହ କଲେ ଦମ୍ପତି ! କନ୍ୟାକୁ ଏୟାରଲିଫ୍ଟ କରାଇବା ପୂର୍ବରୁ କପଲ୍‌ କଲେ ଫାଇନାଲ କିସ୍‌

ବିବାହ କରିବାର ନିଶା ଏତେ ଥିଲା ଯେ ଭୟଙ୍କର ବନ୍ୟାରେ ବି ଜଣେ ଦମ୍ପତି ନିଜକୁ ରୋକିପାରି ନ ଥିଲେ। ଦମ୍ପତି ନା କେବଳ ବନ୍ୟାଜଳ ଭିତରେ ପଶି ବିବାହ କରିଥିଲେ, ବରଂ ପରସ୍ପରକୁ ଚୁମା ମଧ୍ୟ ଦେଇଥିଲେ। ଏହାପରେ କନ୍ୟାକୁ ଏୟାରଲିଫ୍ଟ କରାଯାଇଥିଲା। ବର୍ତ୍ତମାନ ସେହି ମୁହୂର୍ତ୍ତର ଫଟୋ ଏବଂ ଭିଡିଓ…

ପୃଥିବୀ ପରି ମଙ୍ଗଳରେ ଚାଲୁଛି ବାଦଲ, ଦେଖନ୍ତୁ ବୈଜ୍ଞାନିକ ସେୟାର କରିଥିବା ଭିଡ଼ିଓ

କେନ୍ୟୁଜ୍(ବ୍ୟୁରୋ):  ମଙ୍ଗଳରେ ବାଦଲ । ପୃଥିବୀ ପରି ମଙ୍ଗଳରେ ମଧ୍ୟ ବାଦଲ ରହିଛି । କ୍ୟୁରିଓସିଟି ରୋଭର ଏହାର ସନ୍ଧାନ କରିବା ସହ ଫଟୋ ଉଠାଇଛି । ୨୦୧୨ ଅଗଷ୍ଟ ୬ ତାରିଖରେ ମଙ୍ଗଳ ଗ୍ରହରେ ପହଁଚିଥିବା ଏହି କାର ସାଇଜର କ୍ୟୁରିଓସିଟି ରୋଭର ବାଦଲର ଚିତ୍ର ଉତ୍ତୋଳନ କରିଛି । ମଙ୍ଗଳରେ…

ସାଇଲେନ୍ସର ଚୋରି କରୁଥିବା ବେଳେ ଅଚାନକ୍‌ ମୁଣ୍ଡ ଉପରେ ପଡିଗଲା ଗାଡି, କ୍ଷଣକେ ଚାଲିଗଲା ଜୀବନ

ମଣିଷ ବଞ୍ଚିବା ପାଇଁ ଅନେକ ପନ୍ଥା ଆପଣାଇଥାଏ। କିଛି ଲୋକ ଖରାପ ପନ୍ଥା ଆପଣାଇ ଚୋରି କରିଥାନ୍ତି। ଚୋରି କରି ନିଜ ଆବଶ୍ୟକତାକୁ ପୂରଣ କରିଥାନ୍ତି। ହେଲେ କେତେବେଳେ ଏହି ଚୋରି ଜୀବନ ଉପରେ ଭାରୀ ପଡିଯାଏ ତାହା ଜଣାପଡେନି। ଆମେରିକା କାଲିଫର୍ଣ୍ଣିଆ ଅଞ୍ଚଳରେ ଥିବା ଜଣେ ଚୋର ଏଭଳି ସ୍ଥିତିର…

ଇଏ ବି ଜଣେ ମା’! ଛୁଆକୁ କୋଳରେ ଧରି ବରଯାତ୍ରୀରେ ଲାଇଟ୍‌ ମୁଣ୍ଡେଇ ଯାଉଛନ୍ତି ମହିଳା; ଭାଇରାଲ ହେଉଛି ଏହି ହୃଦୟ…

ମା’ ଏକ ଏମିତି ଶବ୍ଦ, ଯାହାକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ମା’ଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ନିଜ ସନ୍ତାନ ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। ନିଜକୁ ଯେତେ କଷ୍ଟ ହେଉନା କାହିଁକି ଛୁଆ ଉପରେ ଟିକେ ବି ଆଞ୍ଚ ଆସିବାକୁ ଦେଇନଥାଏ ମା’। ଏବେ ସୋସିଆଲ ମିଡିଆରେ ସେଭଳି…

ସମୁଦ୍ର ରାକ୍ଷସର ବିରଳ ଚିତ୍ର, ଯାହା ଦେଖି ଆପଣ ହୋଇଯିବେ ଭୟଭୀତ

ଦୁନିଆରେ ଅନେକ ପ୍ରଜାତିର ମାଛ ରହିଛନ୍ତି । ଜଣେ ମାଛ ଧରାଳୀ ଏବେ ଏମିତି ଏକ ମାଛ ଧରିଛନ୍ତି ଯାହା ଏବେ ପୂରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ କହୁଛନ୍ତି ଅସଲି ଦୁନିଆର ‘ସମୁଦ୍ର ରାକ୍ଷସ’। ଆଜ୍ଞା ହଁ, ଆପଣମାନେ ଏମିତି ଏକ ମାଛ ଦେଖିବେ ଯାହାର ଆକାର ଏବଂ ମୁହଁ…

ମୟୁରଭଞ୍ଜର ଯୁବ ଚିତ୍ରଶିଳ୍ପୀ ମାନସ ପତି: ଯିଏ ରଙ୍ଗ ତୁଳୀ ମାଧ୍ୟମରେ ନିଜ ମନକଥା ବଖାଣୀ ସାଉଁଟିବାରେ ଲାଗିଛନ୍ତି…

ମୟୁରଭଞ୍ଜ: ଓଡ଼ିଶାର ସଂସ୍କୃତି ତଥା କଳା କ୍ଷେତ୍ରରେ ବେଶ୍ ସମୃଦ୍ଧ ମୟୁରଭଞ୍ଜ ଜିଲ୍ଲା । ଓଡ଼ିଆ ଚଳଚ୍ଚିତ୍ର ଓ ସଂଙ୍ଗୀତ ଜଗତକୁ ଏହି ମାଟିର କଳାକାର ମାନେ ରୁଦ୍ଧିମନ୍ତ କରିଥିବା ବେଳେ ହରିଶ ଚନ୍ଦ୍ର ସିଂବାବୁ, ପଦ୍ମଭୁଷଣ ଯତୀନ ଦାସ, ଓଡ଼ିଶା ଲଳିତ କଳା ଏକାଡେମୀ ପୂର୍ବତନ ସଭାପତି ଶିବ…

ଫଟୋ ଉଠାଉଥିଲେ ସ୍ବାମୀ-ସ୍ତ୍ରୀ, ହଠାତ୍ ସ୍ତ୍ରୀକୁ କିସ୍ କରିବାକୁ ଲାଗିଲା ସିମ୍ପାଞ୍ଜି, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ରହିଛି, ଯାହା ଦେଖିବାକୁ ବେଶ ମଜାଳିଆ ହୋଇଥାଏ। ଏବେ ଏମିତି ଏକ ଭିଡିଓ ଫେସବୁକରେ ଭାଇରଲ ହେଉଛି। କିନ୍ତୁ ଏହି ଭିଡିଓଟି ଅତି ପୁରୁଣା। ତଥାପି ଏବେ ଏହାକୁ ଲୋକେ ଦେଖି ହସି ହସି ବେଦମ ହେଉଯାଉଛନ୍ତି। ଭାରତୀୟ ପରିବାର ସବୁବେଳେ ବିଦେଶ ବୁଲିବାକୁ…

ତପ୍ତପାଣି କାହିଁକି ପାଲଟିଛି ଦୁର୍ଘଟଣାର ଘାଟି ?

ବ୍ରହ୍ମପୁର (କେନ୍ୟୁଜ୍‌): ବ୍ରହ୍ମପୁର ଠାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଯିବାକୁ ହେଲେ ଏଇ ତପ୍ତପାଣି ଘାଟୀ ଦେଇ ଯିବାକୁ ପଡିଥାଏ। ଏହା ସହ ଜିରାଙ୍ଗ, ତପ୍ତପାଣି ଏବଂ ଅନ୍ଯ ପର୍ଯ୍ଯଟନସ୍ଥଳୀ ବୁଲିବାକୁ ହେଲେ ଏହି ରାସ୍ତା ହିଁ…

ଯଦି ଆପଣ ପ୍ରଚୁର ଧନ ଚାହୁଁଛନ୍ତି, ତେବେ ନିଶ୍ଚିତ ଯାଆନ୍ତୁ ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ

ଧନ କିଏ ବା ନ ଚାହେଁ । ଧନ ନଥିଲେ ସବୁ କିଛି ଶୂନ୍ୟ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଭାରତରେ ମା’ ଲକ୍ଷ୍ମୀଙ୍କର ବିଭିନ୍ନ ମନ୍ଦିର ରହିଛି ।…

ପାରା ପ୍ରେମରେ ତୁମେଶ୍ୱର: ପିଞ୍ଜରାରେ ନୁହେଁ ବରଂ ନିଜ ଛାତିରେ ବସାଇ କରୁଛନ୍ତି ଗେଲ

ନାର୍ଲା: ଆଜିକାଲି ଆଉ ଆଗ ଭଳି ମାଳ ମାଳ ପାରାଙ୍କୁ ଦେଖିବାକୁ ମିଲୁନି । କଂକ୍ରିଟ ସହରରେ ହଜି ଗଲେଣି ପାରା । କିନ୍ତୁ ଏଠି ଖୋଲା ଆକାଶ ନୁହେଁ ବ୍ୟକ୍ତିଙ୍କ ଛାତିରେ ବୁଲୁଛି ଆନନ୍ଦରେ। କଳାହାଣ୍ଡି ଜିଲ୍ଲା ନାର୍ଲା ଅଞ୍ଚଳରେ ପାରାର ପ୍ରେମିକ ଭାବେ ଜଣା ତୁମେଶ୍ୱର ପାତ୍ର। ସହରୀ ସଭ୍ୟତା…

ଭ୍ୟାକ୍‌ସିନ୍‌ ଦେବା ପାଇଁ ନର୍ସ ଛୁଇଁବା ମାତ୍ରେ ଏମିତି କାମ କଲେ ପୋଲିସ ଅଧିକାରୀ, ଦେଖିଲେ ଆପଣ ବି ହସି ହସି ହେବେ…

କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇବାକୁ ଭାରତ ସମେତ ସାରା ବିଶ୍ୱରେ ଭ୍ୟାକ୍‌ସିନ୍‌ ଦିଆଯାଉଛି। ସାରା ଦୁନିଆର ବିଭିନ୍ନ କରୋନା ଭ୍ୟାକ୍‌ସିନ୍‌ ସେଣ୍ଟରରୁ ଅନେକ ଗୁଡ଼ିଏ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସୁଛି, ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି। ଏବେ ନାଗାଲାଣ୍ଡରୁ ସେଭଳି…

ଦୀର୍ଘ ବର୍ଷ ହେବ ଏଠାରେ ଲାଗି ରହିଛି ଜଳ ସମସ୍ଯା: ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଚାଲେ ଲଟେରୀ ଖେଳ

ବ୍ରହ୍ମପୁର:  ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଏଠାରେ ଚାଲେ ଲଟେରୀ ବ୍ଯବସ୍ଥା। ଏଭଳି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ୩ ନମ୍ବର ଓ୍ଵାର୍ଡ଼ ସାହିରେ। ମିଳିଥିବା ସୂଚନା ମୁତାବକ, ଏଠାରେ ପ୍ରତ୍ୟେକ ଦିନ ପାଣି ଆସିଥାଏ ସତ ।…