Browsing Category

ସ୍ପେଶାଲ

ଉତ୍ତରାଖଣ୍ଡର ଏହି ରହସ୍ୟମୟ ମନ୍ଦିର, ଯେଉଁଠି ଭକ୍ତଙ୍କ ପ୍ରବେଶ ମନା

ଦେଶର ଅନେକ ସ୍ଥାନରେ ଦେବୀଦେବତାଙ୍କର ମନ୍ଦିର ରହିଛି। ଏହା ମଧ୍ୟରୁ ଉତ୍ତରାଖଣ୍ଡ ଅନ୍ୟତମ। ଏହାର ପ୍ରତି ସ୍ଥାନରେ ଭଗବାନଙ୍କର ବାସ ଅଛିି। ସେଥିପାଇଁ ଏହି ସ୍ଥାନ ଦେବଭୂମି ନାମରେ ପରିଚିତ। ସାରା ଦେଶରେ ଥିବା ସବୁ ମନ୍ଦିରର ସ୍ୱତନ୍ତ୍ର ମାନ୍ୟତା ମଧ୍ୟ ରହିଛି। ସବୁ ମନ୍ଦିରର କିଛି ନିୟମ…

ବିଷ୍ଣୁ ପୁରାଣ ଅନୁସାରେ ଏହି ୪ଟି କାମକୁ ଅଧିକ ସମୟ କରିବାକୁ କରାଯାଇଛି ବାରଣ, ନଚେତ୍‌ ହେବ କ୍ଷତି ହିଁ କ୍ଷତି

ହିନ୍ଦୁ ଧର୍ମରେ ଏମିତି ଅନେକ ଗ୍ରନ୍ଥ ରହିଛି ଯେଉଁଥିରେ ଲାଇଫ୍‌ ମ୍ୟାନେଜମେଣ୍ଟକୁ ନେଇ ବିସ୍ତାରିତ ଭାବେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବିଷ୍ଣୁ ପୁରାଣ। ଏହି ପୁରାଣକୁ ଶ୍ରୀ ପରାଶର ଋଷି ରଚନା କରିଥିଲେ। ବିଷ୍ଣୁ ପୁରାଣରେ ଦେବାଦେବୀଙ୍କ ଠାରୁ ଆରମ୍ଭ କରି ଅତୀତ, ଭବିଷ୍ୟତ…

ମାତା ପାର୍ବତୀ ଏହି ସ୍ଥାନରେ କରିଥିଲେ ଭଗବାନ ଶିବଙ୍କୁ ତପସ୍ୟା, ଜାଣନ୍ତୁ କେଉଁଠି ହୋଇଥିଲା ବିବାହ

ଭଗବାନ ଶିବଙ୍କୁ ମହାଦେବ କୁହାଯାଏ । ଶିବ ବହୁତ ଭୋଳା, ତେଣୁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । ମାତା ପାର୍ବତୀ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ପାଇଥିଲେ । ଯେଉଁଥିପାଇଁ ମହାଶିବରାତ୍ରୀ ଦିନ ମାତା ପାର୍ବତୀ ଓ ଭଗବାନ ଶିବଙ୍କର ବିବାହ ହୋଇଥିଲା । ଯାହା ଜାଗର ଯାତ୍ରା ନାମରେ ଧୂମଧାମରେ…

ବାପା-ମା’ ବିବାହ କରୁଥିବା ବେଳେ ଝିଅ କଲା ଏମିତି କାମ, ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ

ପିଲାମାନେ ଖୁବ୍‌ ନିରୀହ ହୋଇଥାନ୍ତି। ସେମାନେ ଯେତେବେଳେ ଯେଉଁଠି ବି ଯାହା ଚାହିଁଥାନ୍ତି, ତାହା ହିଁ କରିଥାନ୍ତି। ଏଣୁ ସମସ୍ତେ ପିଲାଙ୍କୁ ପସନ୍ଦ କରନ୍ତି। କାରଣ ତାଙ୍କ ମନରେ ଛନ୍ଦ-କପଟ ନଥାଏ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ଛୋଟ ଝିଅର ଭିଡିଓ ଖୁବ୍‌ ଭାଇରାଲ ହେଉଛି। କୁନି ଝିଅଟି ତା…

ଅଂଶୁଘାତରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ

ଓଃ କି ଖରା। ତାତିରେ ଦେହ ମୁଣ୍ଡ କଣ ହୋଇଯାଉଛି। ପୁଣି ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଯେମିତି ଅତିଷ୍ଠ ହୋଇଯାଉଛି ଜୀବନ। ଏ ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ଭାରି କଷ୍ଟକର ହୋଇପଡୁଛି। କଣ ଆପଣ ବି ଖରାରେ ଏମିତି ଅତିଷ୍ଠ ହେଉଛନ୍ତି ଆଉ ଭାବୁଛନ୍ତି କେମିତି ଏ ଖରା ଓ…

ମଝିଆକାଶରେ ହେଲିକପ୍ଟରରେ ଲାଗିଗଲା ବ୍ୟକ୍ତିଙ୍କ ପାରାସୁଟ୍‌, ଏମିତି ଜୀବନ ବଞ୍ଚାଇଲେ ଯବାନ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ସେଭଳି ଏକ ଭିଡିଓ ଏବେ ଖୁବ୍‌ ସେୟାର କରାଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାରାସୁଟ୍‌ ହେଲିକପ୍ଟରରେ ଲାଗିଯାଇଥିବା ଦେଖାଯାଇଛି। ରିପୋର୍ଟ ମୁତାବକ, ଏହି ଘଟଣା ୧୮…

ପିରିଅଡ୍ସ ସମୟରେ ମହିଳାଙ୍କ ଆଖିରୁ ବାହାରୁଛି ରକ୍ତ,କାରଣ ଜାଣିଲେ ଉଡିଯିବ ହୋସ୍

‘ତୁମ୍ ଖୁନ୍ କେ ଆସୁଁ ରୋଓଗେ’ ଏହା ଆପଣ ଅନେକ ଫିଲ୍ମର ଡାଇଲଗରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ପ୍ରକୃତରେ ଏମିତି ହେବା କଥା ଜାଣିଛନ୍ତି କି ? କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟା ମହିଳା ତାଙ୍କ ପିରିୟଡସ୍ ସମୟରେ ତାଙ୍କ ଆଖିରୁ ରକ୍ତସ୍ରାବ ଜନିତ ସମସ୍ୟା ଦେଖାଦେଇଛି । ଏମିତି ପ୍ରତ୍ୟେକ…

ମହିଳାଙ୍କ କଣ୍ଠରେ ହରି କଥା, ଢେଙ୍କାନାଳରେ ଦେଖିବାକୁ ମିଳିଛି ଏକ ନିଆରା ହରିବଂଶ ପାରାୟଣ

ହରି ନାମରେ କମ୍ପୁଛି ସାରା ପରିବେଶ। କିଏ ଭଗବାନଙ୍କ ନାମ ଭଜୁଛି ତ ଆଉ କିଏ ସଂକୀର୍ତ୍ତନରେ ନିଜକୁ ମଜାଇ ରଖିଛି। ଈଶ୍ୱର ପ୍ରେମରେ ସମସ୍ତେ ନିଜକୁ ହଜାଇ ଦେଇଛନ୍ତି। ଭକ୍ତି ଭାବନରେ ଦୁଲୁକୁଛି ପୂରା ପରିବେଶ। ଖାସ କଥା ହେଉଛି କେବଳ ମହିଳାମାନେ ହିଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।…

ଆଜି ପଖାଳ ଦିବସ: ଖରା ଦିନେ ଏହାକୁ ଖାଇବାର ମଜା ନିଆରା, ଘର ବ୍ୟତୀତ ହୋଟେଲ ଓ ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆଜି ପଖାଳ ଦିବସ। ସାରା ରାଜ୍ଯ ଆଜି ପାଳନ କରୁଛି ଏହି ପଖାଳ ଦିବସ। ଓଡ଼ିଆ ଘରର ପ୍ରୀୟ ଖାଦ୍ୟ ହେଉଛି ପଖାଳ । ଖଟିଖିଆର ଭାତ ହାଣ୍ଡିରୁ କେବେ ମନ୍ଦିର ଆଉ ପୁଣି ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ହେଲାଣି ଏହାର ଯାତ୍ରା । ଏହାର ପ୍ରତିଟି ସୋପାନରେ ଯଦିଓ ଏକାଧିକ ରୁଚି ପୂର୍ଣ୍ଣ…

ଆଜି ପଖାଳ ଦିବସ : ଘରେ ନିଅନ୍ତୁ ଏହି ପାରମ୍ପରିକ ଖାଦ୍ୟର ଆନନ୍ଦ

ଆସ ଜୀବନ ଧନ ମୋର ପଖାଳ କଂସା । ଓଡ଼ିଶା ପରମ୍ପରା ଏବଂ ଓଡ଼ିଆ ଚଳଣୀରେ ଏହି ଲୋକ ଗୀତଟି ଓଡ଼ିଆ ଜୀବନରେ ପଖାଳ କଂସାର ବେଶ୍‌ ମହତ୍ତ୍ୱ ପ୍ରତିପାଦିତ କରେ । ଶୀତ ହେଉ ବା ଖରା ଓଡ଼ିଆଣୀର ହାଣ୍ଡିରେ ପଖାଳ ମୁଠାଏ ରହିଥାଏ ନିଶ୍ଚୟ । ଏହାକୁ ଖାଇ ପ୍ରତିଟି ଓଡ଼ିଆ ଯେଉଁ ଆତ୍ମ ତୃପ୍ତି ପାଏ ତାହାର…

ଧୂୃଆଁରେ ଘରଚଟିଆ ତିଆରି କରି ସଚେତନ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟନାରାୟଣ

ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖକୁ ‘ବିଶ୍ୱ ଘରଚଟିଆ ଦିବସ’ ରୁପେ ପାଳନ କରାଯାଏ। ଘରଚଟିଆର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଦିନଟି ସମର୍ପିତ। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ହେଉଛି ଆମ ଦାୟିତ୍ୱ। ଏବେ ଜନସଚେତନତା କାରଣରୁ ବିଲୁପ୍ତ ଘର ଚଟିଆ ପକ୍ଷୀର ରାବ ପୁଣି ଥରେ ଗାଁରେ ମୁଖରିତ ହେଉଛି।…

ପ୍ରତିବର୍ଷ ବଢ଼ିଥାଏ ଶିବଲିଙ୍ଗର ଉଚ୍ଚତା , ଜାଣନ୍ତୁ ଏହି ମନ୍ଦିର ସଂପର୍କରେ

ଭାରତ ଧର୍ମ, ସଂସ୍କୃତି ପରମ୍ପରାରେ ପରିବ୍ୟାପ୍ତ। ଏଠାରେ ରହୁଥିବା ପ୍ରତ୍ୟେକ ଲୋକ ଭଗବାନଙ୍କୁ ଯେତିକି ବିଶ୍ୱାସ କରନ୍ତି ସେଥିନିମନ୍ତେ ପ୍ରଚଳିତ ସଂସ୍କୃତି ଓ ପ୍ରଥାକୁ ମଧ୍ୟ ସେତିକି ମାନିଥାନ୍ତି। ସଂସାରରେ ଥିବା ୩୩କୋଟି ଦେବଦେବୀଙ୍କ ମଧ୍ୟରୁ ଭଗବାନ ଶିବଙ୍କ ସ୍ଥାନ ସ୍ୱତନ୍ତ୍ର। ତାଙ୍କ…