Browsing Category

ସ୍ପେଶାଲ

ଭଗବାନଙ୍କ ପାଖକୁ ଅଭିଯୋଗର ତାଲିକା ନେଇ ଯାଇଥିଲେ ବ୍ୟକ୍ତି, କିନ୍ତୁ ଏମିତି ପ୍ରସାଦ ମିଳିଲା ଯେ ଦଉଡ଼ି କି ପଳେଇଲେ;…

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ। କେହି ସମସ୍ୟାକୁ ନିଜେ ସମାଧାନ କରିଥାନ୍ତି ତ ଆଉ କେହି ଭଗବାନଙ୍କୁ ସମସ୍ୟା ସମାଧାନ କରିବାକୁ ପ୍ରାର୍ଥନା କରିଥାନ୍ତି। କାରଣ ଲୋକଙ୍କ ବିଶ୍ୱାସ ଥାଏ ଯେ ଭଗବାନ ସବୁ ଅସୁବିଧା ଦୂର କରିପାରିବେ। ଏବେ ସେଭଳି ଏକ ମଜାଦାର ଭିଡିଓ ଖୁବ୍‌…

ଶେଷରେ ସ୍ଥାପନ ହେଲା ମା’ ବୁଢ଼ୀ ସାଆନ୍ତାଣୀଙ୍କ ଶୁଭଖୁଣ୍ଟି, କରୋନା କଟକଣା ମଧ୍ୟରେ ବିରାଜିବେ ମା’

ଘଣ୍ଟଘଣ୍ଟା, ଭେରି, ତୁରୀ, ବାଜା, ଶଙ୍ଖର ତାଳେ ତାଳେ ସ୍ଥାପନ ହେଲା ମା' ବୁଢ଼ୀ ସାଆନ୍ତାଣୀଙ୍କ ଶୁଭଖୁଣ୍ଟି। ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ମା'ଙ୍କ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ସାଆନ୍ତାଣୀଙ୍କ ଐତିହାସିକ…

ଝିଅକୁ ଜନ୍ମଦିନର ଅଭୁଲା ଗିଫ୍ଟ ଦେଲେ ବାପା, ଚନ୍ଦ୍ରରେ କିଣିଲେ ଜମି

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ଦିନେ ଚନ୍ଦ୍ରରେ ପାଦ ଥାପିବା ପାଇଁ ସ୍ୱପ୍ନ ଦେଖୂଥିବା ମଣିଷ ଆଜି ଅନ୍ୟ ଗ୍ରହରେ ଜମି କିଣୁଛି । ପୃଥିବୀ ପୃଷ୍ଠରେ ଜମି କିଣାବିକା ହେଉଥିବା ଆମ ସମସ୍ତେ ଜାଣିଛୁ। ମାତ୍ର ହଜାର ହଜାର ମାଇଲ ଦୂର ମହାକାଶରେ କେହି କେବେ ଜମି କିଣିବା ଶୁଣିଛନ୍ତି କି ଆପଣ? ଘଟଣା…

ଦୁନିଆର ଏମିତି ଏକ ସହର, ଯେଉଁଠି ଘରେ ଘରେ ରହିଛି ଉଡ଼ାଜାହାଜ

ଆପଣ ଏ କଥା ନିଶ୍ଚୟ ଶୁଣିଥିବେ ଯେ ସହରରେ ରହୁଥିବା ପ୍ରାୟ ସବୁ ଲୋକଙ୍କ ପାଖରେ ନିଜସ୍ୱ ଗାଡ଼ି ଥାଏ। କିନ୍ତୁ କ’ଣ ଏମିତି ସହର ବିଷୟରେ କେବେ ଶୁଣିଛନ୍ତି କି, ଯେଉଁଠି ରହୁଥିବା ପ୍ରତ୍ୟେକ ଲୋକଙ୍କ ପାଖରେ ନିଜସ୍ୱ ଉଡ଼ାଜାହାଜ ଅଛି? ଏତିକି ନୁହେଁ, ଏହି ସହରର ଲୋକେ ଅଫିସ୍‌ କିମ୍ବା କୌଣସି କାମରେ…

ଜାଣନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ଭଗବାନଙ୍କ ବଦଳରେ ରହିଥାନ୍ତି ଭୂତ ଓ ପିଶାଚ

ମନ୍ଦିର ଭାରତୀୟଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ। ହେଲେ ଭାରତରେ ଏମତି ଏକ ମନ୍ଦିର ଅଛି, ଯେଉଁଠି କେହି ଯିବାକୁ ପସନ୍ଦ କରନ୍ତି ନାହିଁ। ପ୍ରକୃତରେ ଲୋକମାନଙ୍କୁ ଏଠାକୁ ଯିବାକୁ ଡର ଲାଗେ। ଭୂତ - ପିଶାଚ ରହିଥିବାର ଡର ଭକ୍ତଙ୍କୁ ଏହି ମନ୍ଦିରକୁ ଯିବାକୁ ରୋକିଥାଏ। ଏହି ମନ୍ଦିର ହିମାଚଳ…

ଝାଡ଼ଖଣ୍ଡରେ ପାଣ୍ଡେ ଜି ହେଲେ ଭାଇରାଲ, କିଛି ଏମିତି ଅନ୍ଦାଜରେ ପରିବା ବିକି ଡାକିଲେ ଲୋକଙ୍କୁ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଝାଡ଼ଖଣ୍ଡ ଧନବାଦ ଅଞ୍ଚଳର। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଜଣେ ଲୋକ ମୁଣ୍ଡରେ ପଗଡ଼ି ବାନ୍ଧି , ଆଖିରେ ଚଷମା ଓ ହାତରେ ଘଡି ପିନ୍ଧି ପରିବା ବିକୁଥିଲେ। ଦବଙ୍ଗର ଚୁଲବୁଲ୍‌ ପାଣ୍ଡେଙ୍କ…

ପାଦ ଚାପି ଚାପି ଦୋକାନ ଭିତରେ ପଶିଲା ପରେ ଚକୋଲେଟ୍‌ ଝାମ୍ପି ନେଇ ଛୁ ମାରିଲା ପାରା, ଦେଖନ୍ତୁ ଭିଡିଓ

ଯେକୌଣସି ପଶୁପକ୍ଷୀଙ୍କୁ ଭୋକ ଲାଗିଲେ ସେମାନେ ଖାଦ୍ୟ ଅନେ୍ଵଷଣରେ ଆଖପାଖରେ ଥିବା ଘର କିମ୍ବା ଜଙ୍ଗଲକୁ ଚାଲିଯାଆନ୍ତି, ଯେଉଁଠାରେ ତାଙ୍କୁ ଖାଦ୍ୟ ପାଇବା ଆଶା ଥାଏ। କିନ୍ତୁ କେବେ କୌଣସି ପକ୍ଷୀକୁ ବୋଧେ କେହି ଦୋକାନରୁ ଜିନିଷ ନେବାର ଦେଖିନଥିବେ। ମାତ୍ର ବର୍ତ୍ତମାନ ଏବେ ସୋସିଆଲ ମିଡିଆରେ ଏକ…

ଏବେବି ରହିଛି ଦୁନିଆରେ ନାରୀଙ୍କ ପାଇଁ ଏହି ଯନ୍ତ୍ରଣାଦାୟକ ପ୍ରଥା, ଜାଣି ନିଅନ୍ତୁ ସେହି ସବୁ ସ୍ଥାନ

ଆଧୁନିକ ଯୁଗରେ ନାରୀଙ୍କୁ ସମ୍ମାନ ଦେବାପାଇଁ ନିୟମ କାନୁନ ତିଆରି ହୋଇଛି। ନାରୀ ଏବେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ପୁରୁଷ ସହ ସମକକ୍ଷ ହୋଇ ନାରୀ ଏବେ ସମାଜରେ ମୁଣ୍ଡ ଟେକି ବଞ୍ଚୁଛି। ମାତ୍ର ଆଜିବି ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠି ଶହଶହ ବର୍ଷର କୁପ୍ରଥା ଓ ପରମ୍ପରା…

୪୯୯ ବର୍ଷ ପରେ ପଡିଛି ଏଭଳି ଯୋଗ, ଯାହାକୁ ଜାଣି ଆପଣ ରହିବେ ଚକିତ

ଚଳିତ ବର୍ଷ ହୋଲିରେ ୪୯୯ ବର୍ଷ ପରେ ଦୁର୍ଲଭ ଯୋଗ ପଡିଛି। ମାର୍ଚ୍ଚ ୨୯ ରେ କନ୍ୟା ରାଶିରେ ଚନ୍ଦ୍ର ବିରାଜମାନ କରିବେ। ଏହା ସହ ଶନି ଓ ବୃହସ୍ପତି ଉଭୟ ନିଜ ଗ୍ରହ ରାଶିରେ ରହିବେ। ରଙ୍ଗର ପର୍ବ ହୋଲିକୁ ଏଥର ସର୍ବାଥସିଦ୍ଧି ଯୋଗରେ ପାଳନ କରାଯିବ। ଏହି ସମୟରେ ଅମୃତସିଦ୍ଧି ଯୋଗ ମଧ୍ୟ ରହିବ।…

ମଙ୍ଗଳ ଗ୍ରହରେ ବାସ କରିବେ ଦେଢ଼ ଲକ୍ଷ ଲୋକ, ଡିଜାଇନ୍‌ ଷ୍ଟୁଡିଓ ସେୟାର କଲା ଘରର ଫଟୋ

ଲାଲ୍‌ ଗ୍ରହ ଅର୍ଥାତ୍‌ ମଙ୍ଗଳରେ କେମିତି ଘର ନିର୍ମାଣ ହେବ ଓ ପ୍ରାୟ ଦେଢ଼ ଲକ୍ଷ ଲୋକ କେମିତି ସେଠାରେ ବାସ କରିବେ, ସେ ନେଇ ଅଧିକ ରିସର୍ଚ୍ଚ କରିବାରେ ଲାଗିପଡ଼ିଛନ୍ତି ବୈଜ୍ଞାନିକ। ଆମେରିକାର ଆର୍କିଟେକ୍‌ଚର ଷ୍ଟୁଡିଓ ABIBOO ଏବେ ମଙ୍ଗଳରେ କିଭଳି ଘର ତିଆରି ହେବ ତାହାର ଡିଜାଇନ୍‌ ବନାଇଛି।…

ନାରୀ ଅବଳା କି ଦୁର୍ବଳା ନୁହଁ, ଏହା ପ୍ରମାଣ କରିଛନ୍ତି ରିନା

ଚୌଦ୍ୱାର (କେନ୍ୟୁଜ) : ଏହି ମହିଳା ହିଁ ଜଣାଇ ଦେଇଛନ୍ତି ନାରୀ ଅବଳା କି ଦୁର୍ବଳା ନୁହଁ। ଗୋଟେ ନାରୀ ହିଁ କରିପାରେ ସବୁ ଅସମ୍ଭବକୁ ସମ୍ଭବ। ଏହି ସାଇକେଲ ଚଲାଉଥିବା ମହିଳା ଜଣଙ୍କୁ ଦେଖନ୍ତୁ। ଆପଣ ଭାବୁଥିବେ ଖବର କାଗଜ ବାଣ୍ଟୁଛନ୍ତି ଏଥିରେ କଣ ନୂଆ ଅଛି। କିନ୍ତୁ ନା ଦର୍ଶକବନ୍ଧୁ ଟିକେ…

ଥମୁନି ଆନ୍ଧ୍ରର ଦାଦାଗିରି: ଜଳ,ଜମି,ଜଙ୍ଗଲ ପରେ ଏବେ ଓଡିଶାର ଦୁଗ୍ଧ ଚାଷୀଙ୍କ ଉପରେ ନଜର

ଗଜପତି: ଓଡିଶାରେ ଥମୁନି ଆନ୍ଧ୍ରର ଦାଦାଗିରି । ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର କରିଚାଲିଛି ଆନ୍ଧ୍ର । କେତେବେଳେ ସରକାରୀ କଳ ତ ଆଉ କେବେ ର୍ନିବାଚିତ ପ୍ରତିନିଧି ଲଗାଇ ଯୋର ଜବରଦସ୍ତ ଓଡିଶା ଉପରେ କରୁଛି ଜୁଲୁମ । ବିଭିନ୍ନ ସମୟରେ ଆନ୍ଧ୍ର ଓଡିଶାର ଜଳ,ଜମି,ଜଙ୍ଗଲ ଉପରେ ନିଜ ଦାଦାଗିରି…