Browsing Category

ସ୍ପେଶାଲ

ବୋନ୍‌ କ୍ୟାନ୍‌ସର ର ୭ ସଂକେତ, ଉଚିତ୍‌ ସମୟରେ ଧ୍ୟାନ ଦେଲେ ବଞ୍ଚିଯାଇପାରେ ଜୀବନ

କ୍ୟାନ୍‌ସର ଏପରି ଏକ ରୋଗ ଥରେ ଏଥିରେ ଆକ୍ରାନ୍ତ ହେଲେ ବଞ୍ଚିବା ସମ୍ଭାବନା କମିଯାଇଥାଏ । ସେଥିମଧ୍ୟରୁ ବୋନ୍‌ କ୍ୟାନ୍ସର(ହାଡ଼ କର୍କଟ) ଏକ ଭୟଙ୍କର ରୋଗ । ଛୋଟ ପିଲା ଓ ଯୁବକଙ୍କ ଠାରେ ବୋନ୍‌ କ୍ୟାନ୍ସର ଆଶଙ୍କା ଅଧିକ ଥାଏ । ଏହାର ସବୁଠୁ ବଡ଼ କାରଣ ହେଉଛି ଭୂଲ୍‌ ଜୀବନଶୈଳୀ । ହାଡ଼ରେ ହେଉଥିବା…

ଚୋରି କରିବାକୁ ଘରେ ପଶିଥିଲା ଚୋର, କିନ୍ତୁ ଏମିତି ହେଲା ଫସି ରହିଲା ୩ ଘଣ୍ଟା

କୁହାଯାଏ ଚୋର ଘର କେବେ ଅନ୍ଧାର ନଥାଏ। ସେମିତି ହିଁ ଘଟଣା ଆପଣଙ୍କ ଆଖି ସାମ୍ନାକୁ ଆଜି ଆଣିଛୁ। ଜଣେ ମହାଶୟ ଚୋରୀ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଏହାପରେ ତାଙ୍କ ସହିତ ଯାହା ହେଲା ତାକୁ ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। ଏ ଖବର ଶୁଣିଲେ କେବଳ ଆପଣ ନୁହଁନ୍ତି ଦୁନିଆର ସବୁ ଚୋର କମ୍ପନ…

କାହିଁକି ଟ୍ରେନର ଆଗରେ ଓ ପଛରେ ହିଁ ଥାଏ ଜେନେରାଲ ବଗି, ମଝିରେ କାହିଁକି ନଥାଏ ଜାଣନ୍ତୁ

ଟ୍ରେନ୍ ଯାତ୍ରାରେ ଅନୁଭୂତି ବହୁତ ନିଆରା। ଆପଣଙ୍କର ବି ଟ୍ରେନ୍ ଯାତ୍ରାର ଅନୁଭୂତି ଥିବ ଏବଂ ଆପଣ ଅନେକ ଥର ଯାତ୍ରା ମଧ୍ୟ କରିଥିବେ। ତେବେ ଆପଣଙ୍କର ଏହି ଯାତ୍ରା କାଳ ମଧ୍ୟରେ କେବେ ଆପଣଙ୍କ ଦେଖିଛନ୍ତି କିମ୍ବା ଆପଣଙ୍କ ମନକୁ ଏମିତି କେବେ ପ୍ରଶ୍ନ ଆସିଛି ଯେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ…

ଚଳିତବର୍ଷ ହୋଲିରେ ପଡୁଛି ଶୁଭ ସଂଯୋଗ, ହୋଲିକା ଦହନରେ ରହିବ ନାହିଁ ଭଦ୍ରା କାଳ ଯୋଗ

ହୋଲି ବସନ୍ତ ଋତୁର ଫାଲଗୁନ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିର ପର ଦିନ ପାଳନ କରାଯାଏ। ଏହି ପର୍ବ ପାରମ୍ପରିକ ଭାବେ ଦୁଇଦିନ ଯାଏ ପାଳନ କରାଯାଏ। ପ୍ରଥମ ଦିନରେ ହୋଲିକା ଦହନ ଆଉ ତା’ ପରେ ରଙ୍ଗ ଖେଳ। ଫାଲଗୁନ ମାସରେ ହୋଲି ପାଳନ କରାଯାଉଥିବା ହେତୁ ଏହାକୁ ଫାଲଗୁନୀ ମଧ୍ୟ କୁହାଯାଏ।…

ଏଠି ଜଳଯାତନା, ସକାଳ ହେଲେ ଅନ୍ୟ ଗାଁକୁ ପାଣି ପାଇଁ ଚାଲନ୍ତି ମହିଳା

ଉଦଳା (କେନ୍ୟୁଜ) : ରାତି ପାହିଲେ ଘର କାମ ଛାଡି ଅନ୍ୟ ଗାଁକୁ ଦୌଡ଼ନ୍ତି ମହିଳାମାନେ । ହାତରେ ଗରା, ବାଲଟି ଧରି ଏକମୁହାଁ ହୋଇ ଚାଲନ୍ତି ସମସ୍ତେ। ଥାଏ ଗୋଟିଏ ଲକ୍ଷ୍ୟ, ପିଇବା ପାଇଁ ପାଣି। ପାଣି ଏମିତି ଏକ ଜିନିଷ ଯାହା ବିନା ସୃଷ୍ଟି ବିନାଶ। ମଣିଷ ଠାରୁ ଆରମ୍ଭ କରି ଜୀବ ଜନ୍ତୁ, ପଶୁପକ୍ଷୀ,…

ଗ୍ରାହକ ସାବଧାନ୍‌, ଛେପ ଲଗାଇ ତନ୍ଦୁରୀ ରୁଟି ବନାଉଛନ୍ତି ଏହି ଦୋକାନୀ

ପୁଣି ସାମ୍ନାକୁ ଆସିଲା ଏକ ଜଘନ୍ୟ ଛବି। ଭାଇରାଲ ହେଉଛି ଛେପ ଲଗା ତନ୍ଦୁରୀ ରୁଟି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଆପଣ ଦେଖି ଏକଦମ୍ ଚକିତ ହୋଇଯିବେ। ରାଜଧାନୀ ଦିଲ୍ଲୀରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ତନ୍ଦୁରୀ ରୁଟି ପ୍ରସ୍ତୁତ କରୁଥିବାବେଳେ ସେଥିରେ ଛେପ…

ଏସିଆର ବଡ଼ ମହିଳା ମାର୍କେଟ : ଯେଉଁଠି କେବଳ ମହିଳାମାନେ ହିଁ ବିକ୍ରେତା, ପୁରୁଷଙ୍କୁ ବିକିବାକୁ ନାହିଁ ଅନୁମତି

ଇମ୍ଫାଲ୍‌ :  ମଣିପୁରକୁ ଭାରତର ମୁକୁଟ ବୋଲି କୁହାଯାଏ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ମନିପୁରକୁ ଭାରତର ମୁକୁଟ ବୋଲି କହିଥିଲେ । ତେବେ ଏହି ରାଜ୍ୟର ରାଜଧାନୀ ଇମ୍ଫାଲ୍‌ ରାଜ୍ୟର ସଂସ୍କୃତି ଓ ପରମ୍ପରା ପାଇଁ ଯେତିକି ପରିଚିତ ତା’ଠୁ ଅଧିକ ପରିଚିତ ଦେଶର ଏକମାତ୍ର ମହିଳା…

ଦୁନିଆର ସବୁଠୁ ମହଙ୍ଗା ମହୁ, ୧ କିଲୋ ମହୁ ପାଇଁ ଦେବାକୁ ପଡ଼େ ୮.୫ ଲକ୍ଷ ଟଙ୍କା

ଅଂକାରା :  ମହୁର ଦାମ୍‌ ଅତି ବେଶୀରେ ହଜାର ଟଙ୍କା ଭିତରେ ଶୁଣିଥିବେ । ହେଲେ ଏମିତି ମହୁ ଅଛି ଯାହର ଦାମ୍‌ ଶୁଣିଲେ ଆପଣ ଚକିତ ହୋଇଯିବେ । ମହୁର ଦାମ ହଜାର ନୁହେଁ କି ଲକ୍ଷେ ନୁହେଁ ଏକଦମ୍‌ ୮.୫ ଲକ୍ଷ ଟଙ୍କା । ଦୁନିଆର ଏହି ସବୁଠୁ ମହଙ୍ଗା ମହୁ ବିକୁଛି ତୁର୍କୀର ଏକ କମ୍ପାନୀ । ଏହି ମହୁ…

ମୟୁରଭଂଜ ଜିଲ୍ଲା ଖନ୍ତ ଗାଁର ଆଦିବାସୀ ଯୁବକ ରାମ ସିର୍କା, ବଲିଉଡ୍ ଫିଟନେସ ଟ୍ରେନର ଭାବେ ମାୟାନଗରୀ ମୁମ୍ବାଇରେ…

ରାଇରଙ୍ଗପୁର: ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକର ଖନ୍ତ ଗାଁ। ଏଠାରେ ରୁହନ୍ତି ଆଦିବାସୀ ଯୁବକ ରାମ ସିର୍କା । ଯିଏ ଗାଁ ଦାଣ୍ଡରେ ଧୂଳି ମାଟିରେ ଖେଳି ବଡ ହୋଇଛନ୍ତି । କଥାରେ ଅଛି , ଦୃଢ଼ ମନୋଭାବ ଓ ଉଚ୍ଚ ଅଭିଳାସ ଆଗରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାର ମାନିଥାଏ। ଆଉ ଏହାକୁ ସତ କରି…

ହ୍ଵିସିଲ୍‌ ବଜାଇ ‘ଏ ମେରେ ଜୋହରଜବି’ ଗୀତ ଗାଇଲେ ବ୍ୟକ୍ତି, ଶୁଣିଲେ ଆପଣ ବି କହିବେ ବାଃ ବାଃ; ଦେଖନ୍ତୁ ଭିଡିଓ

ହ୍ଵିସିଲ୍‌ ବଜାଇବା ଏକ କଳା। କିଏ ଏହାକୁ ଝିଅଙ୍କୁ କମେଣ୍ଟ ମାରି ଖରାପ ଅର୍ଥରେ ବ୍ୟବହାର କରେ ତ ଆଉ କିଏ ଏହାକୁ ପ୍ରଦର୍ଶନ କରି ପ୍ରଶଂସା ସାଉଁଟେ। ଏବେ ସେଭଳି ଜଣେ ବ୍ୟକ୍ତି ସିଟି ବଜାଇ ଲୋକପ୍ରିୟତା ହାସଲ କରିଛନ୍ତି। ବ୍ୟକ୍ତିଙ୍କ ହ୍ଵିସିଲ ବଜାଇବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ପରିଣତ ବୟସରେ ୩ ଦିବ୍ୟାଙ୍ଗ ପୁଅଙ୍କ ଲାଳନ ପାଳନ କରୁଛନ୍ତି ୬୦ ବର୍ଷର ବୃଦ୍ଧ, ଭିଡିଓ ଦେଖିଲେ ନରମ ହୋଇଯିବ ହୃଦୟ

ଉମରକୋଟ (କେନ୍ୟୁଜ) : ମନରେ ଅସରାଏ ଖୁସି ଆଉ ଆଖିରେ ଅସୁମାରୀ ସ୍ୱପ୍ନ ଆସିଯାଏ ସେତେବେଳେ ଯେତେବେଳେ ଜଣେ ବାପାଙ୍କର ପୁଅ ଜନ୍ମ ହୋଇଥାଏ। ପୁଅ ବଡ ହେବ, ରୋଜଗାର କରିବ, ମଲାପରେ କାନ୍ଧରେ ବସାଇ ମଶାଣୀ ନେବ। ଏମିତି କେତେ କଣ ଭାବିଥାନ୍ତି ବାପା, କିନ୍ତୁ ଥରେ ଭାବନ୍ତୁ ସେହି ପୁଅ ବଡ ହୋଇ…

ପୁଅ ଗୀତ ଗାଇ ଗାଇ ବାପାକୁ ଦେଲା ଗାଳି, ଅମିତାଭ ବଚ୍ଚନ ସେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। କିଛି ଭିଡିଓ ଆପଣଙ୍କୁ ଖତରନାକ ଲାଗୁଥିବାବେଳେ ଆଉ କିଛି ଭିଡିଓ ଆପଣଙ୍କୁ ହସେଇ ହସେଇ ବେଦମ୍ କରିଦିଏ। ଆପଣଙ୍କ ପାଇଁ ଆଜି ଆମେ ଏମିତି ଭିଡିଓ ନେଇ ଆସିଛୁ ଯାହା ଆପଣଙ୍କୁ ହସେଇ ହସେଇ ବେଦମ୍…