Below header
Browsing Category

କ୍ରୀଡା

ଆଇପିଏଲ ୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ଆଇପିଏଲ ୨୦୨୪ରେ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଆହତ ହେବା ପରେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମିଚେଲ ମାର୍ଶ ଆହତ ହେବା ପରେ…

DRS ନେଇ ଅମ୍ପାୟର ସହିତ ଯୁକ୍ତି କଲେ ପନ୍ତ, ରିପ୍ଲେରେ ସାମ୍ନାକୁ ଆସିଲା ସତ: ଭିଡିଓ ଭାଇରଲ

ଆଇପିଏଲ ୨୦୨୪ ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଥିଲା କିନ୍ତୁ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ମ୍ୟାଚ ଜିତି ଦ୍ୱିତୀୟ ମ୍ୟାଚ ଜିତିସାରିଛି । ଦିଲ୍ଲୀର ଏହି ବିଜୟରେ ଅଧିନାୟକ ରିଷଭ ପନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି ମ୍ୟାଚରେ ପନ୍ତ ୨୪…

ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ, ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ କଲା ପରାସ୍ତ

(କେନ୍ୟୁଜ): ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ । ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଆୟୁସ ବଦୋନି ୫୫ ରନ କରି ଅପରାଜିତ ଥିଲେ । ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିଲେ । ଅନ୍ୟ…

ରିଷଭଙ୍କ ପରେ ସଞ୍ଜୁ ସାମସନ ଦେବେ ଜରିମାନା, ଗୁଜରାଟ ବିପକ୍ଷ ମ୍ୟାଚରେ କଲେ ଭୁଲ୍‌

ରାଜସ୍ଥାନ ରୟାଲ୍ସର ବିଜୟ ରଥରେ ବ୍ରେକ ଲଗାଇଛି ଗୁଜରାଟ ଟାଇଟନ୍ସ । ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଇପିଏଲ୍‌ ଚଳିତ ସିଜିନରେ ପ୍ରଥମ ମ୍ୟାଚ ହାରିଛି । ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ଶେଷ ବଲରେ ହରାଇଛି । ଆଉ ଏହି ପରାଜୟ ପରେ ରାଜସ୍ଥାନର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, କମ୍ପାନୀ ଲାଭକୁ କରୁଥିଲେ ଆତ୍ମସାତ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ପୋଲିସର ଇକୋନୋମିକ ଅଫିସ ଓ୍ଵିଙ୍ଗ ଠକେଇ ମାମଲାରେ ୩ ବର୍ଷ ପୁରୁଣା ମାମଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବଙ୍କୁ ଗିରଫ…

ଶେଷ ବଲରେ ବିଜୟ, ରାଜସ୍ଥାନ ରୟାଲ୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ

ଶେଷ ବଲରେ ରୋମାଞ୍ଚକର ବିଜୟ ।  ରାଜସ୍ଥାନର ବିଜୟ ଧାରାକୁ ଅଟକାଇଲା ଗୁଜରାଟ ଟାଇଟନ୍ସ ।  ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ୪ଥର ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ବଲରେ ହରାଇଲା ଗୁଜୁରାଟ ଟାଇଟନ୍ସ ।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ କରିଥିଲା । ୧୯୭ ରନ୍ ବିଜୟ…

ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ଭାରତୀୟ ଟିମ୍‌ ଘୋଷଣା, ରିଷଭ ପନ୍ତଙ୍କୁ ମିଳିପାରେ ସୁଯୋଗ !

କ୍ରିକେଟ ଫ୍ୟାନ୍ସ ଏବେ ଆଇପିଏଲର ମଜା ନେଉଛନ୍ତି । ହେଲେ ଖୁବଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହେବ । ଆଉ ଏଥିରେ ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ଦୀର୍ଘ ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରିଛନ୍ତି…

ରାହୁଲଙ୍କ ଠାରୁ ଜବରଦସ୍ତି ବ୍ୟାଟ ଛଡେଇଲେ ଚହଲ, ତା’ ପରେ ଚହଲଙ୍କ ଚୁଟି ଧରିପକାଇଲେ ରାହୁଲ: ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ଅଭ୍ୟାସ ବେଳର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଯୁଜବେନ୍ଦ୍ର ଚହଲ ଗୁଜରାଟ ଟାଇଟନ୍ସର ଖେଳାଳିଙ୍କ ସହିତ ଅଜବ ହରକତ କରୁଥିବାର ନଜର ଆସିଛନ୍ତି । ଯେଉଁଥିରେ ଗୁଜରାଟ ଟାଇଟନ୍ସର…

କୃଷ୍ଣ ଭଜନରେ ଲୀନ ହେଲେ ପାଣ୍ଡ୍ୟା ବ୍ରଦର୍ସ, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଆଇପିଏଲର ପ୍ରଥମ ୩ଟି ମ୍ୟାଚ ହାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଗୋଟିଏ ମ୍ୟାଚ ଜିତିଛି ମୁମ୍ବାଇ । ଲଗାତାର ୩ଟି ମ୍ୟାଚ ହାରିବା ପରେ…

IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ…

୧୦୦୦ ରନ, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ୍‌… ଆଇପିଏଲ ଇତିହାସରେ ପ୍ରଥମ ରେକର୍ଡ କଲେ ରବିନ୍ଦ୍ର ଜାଡେଜା

କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଚେନ୍ନାଇ ସୁପରକିଙ୍ଗସ ୭ ଓ୍ଵିକେଟରେ ଜିତିନେଇଛି । ଏହି ମ୍ୟାଚର ହିରୋ ଥିଲେ ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା ଏହି ମ୍ୟାଚରେ କମାଲ୍‌ ବୋଲିଂ ଏବଂ ଫିଲ୍ଡିଂ କରିଥିଲେ । ଏହି ମ୍ୟାଚରେ ରବିନ୍ଦ୍ର…

ଆରସିବି ଫ୍ୟାନ୍ସଙ୍କ ଗୁମର ଖୋଲିଲେ ଦିନେଶ କାର୍ତ୍ତିକ, ‘ମୋ ସହିତ ମୋ ପରିବାରକୁ ସିଧାସଳଖ ମେସେଜ କରି ମଧ୍ୟ ଗାଳି…

ଦିନେଶ କାର୍ତ୍ତିକ ୨୦୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମରେ ରହିଛନ୍ତି । ଆଇପିଏଲ୍‌ ଇତିହାସରେ ସବୁଠୁ ବିଶ୍ୱସ୍ତ ଫ୍ୟାନ୍ସଙ୍କ କଥା କହିଲେ, ଆରସିବି ଫ୍ୟାନ୍ସ ଲିଷ୍ଟର ଶୀର୍ଷରେ ରହିଥାନ୍ତି । ୨୦୦୮ରୁ ଆରସିବି ଆଇପିଏଲ ସିଜିନରେ ଭଲ ଖେଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଟାଇଟଲ…