Below header
Browsing Category

ଘୋଷଯାତ୍ରା

ଘୋଷଯାତ୍ରାରେ ଶ୍ରୀଜିଉଙ୍କ ଅଙ୍ଗରେ ଲାଗି ହେବ ଖଣ୍ଡୁଆ ପାଟ, ଜାଣନ୍ତୁ କେଉଁଠାରୁ ଆସିଥାଏ ଏହି ବସ୍ତ୍ର

କଟକ(କେନ୍ୟୁଜ୍): ଆଗକୁ ଆସୁଛି ରଥଯାତ୍ରା । ଶ୍ରୀଜିଉଙ୍କ ଅଙ୍ଗରେ ଲାଗି ହେବ ଖଣ୍ଡୁଆ ପାଟବସ୍ତ୍ର । କଟକ ଜିଲ୍ଲା ଆଠଗଡ଼ ନୂଆପାଟଣା ଗାଁର ତ୍ରିଲୋଚନ ଦାସଙ୍କ ପରିବାରର ପିଲାଠୁ ବୁଢ଼ା ସମସ୍ତେ ବସ୍ତ୍ର ତିଆରିରେ ଲାଗିପଡିଛନ୍ତି । ଘୋଷଯାତ୍ରା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକଙ୍କ…

ପାଖେଇ ଆସୁଛି ରଥଯାତ୍ରା, ପ୍ରଭୁ ବଳଭଦ୍ରଙ୍କ ରଥଟଣା ହେବା ପାଇଁ ଭୂୟାଁ ପିଢରୁ ଆସିଥାଏ ଦଉଡି

(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା । କେନ୍ଦୁଝରରେ ରଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ରତା ରହିଛି । ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲତାରେ ଶୋଇଥିବା ବେଳେ ଭ୍ରମ ସୃଷ୍ଟି ହୋଇ ତାଙ୍କ ପାଦକୁ ଶର ବିଦ୍ଧ କରାଯାଇଥିଲା । ସେହି ଶବର ସଂସ୍କୃତି ଏବେ ବି କେନ୍ଦୁଝରରେ ବଞ୍ଚି ରହିଛି ।…

ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ନେତ୍ରୋତ୍ସବ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ୧୫ଦିନ ଧରି ଅଣସର ଘରେ ରହିବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ନବଯୌବନ ଦର୍ଶନ ପୂର୍ବରୁ ମହାପ୍ରଭୁଙ୍କର ଘଣାଲାଗି କରାଯାଇଥିଲା। ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୋବାଇଲ୍ ଆପ୍ ଜରିଆରେ ଚାଲିବ ଟ୍ରେନ୍ ସମ୍ପର୍କିତ ସୂଚନା

ଆଉ ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାତ୍ରୀଙ୍କ ଗମନାଗମନ ପାଇଁ ରେଳବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ପ୍ରଥମ ପାଇଁ ମୋବାଇଲ୍ ଆପ୍ର ବ୍ୟବସ୍ଥା ହୋଇଛି । ଯାତ୍ରୀମାନେ ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଡାଉନଲୋଡ୍ କରି ରେଳ ଚଳାଚଳ…

ପୁରୀ: ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ ବ୍ରେକ୍ ନିର୍ମାଣ

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏପଟେ ଝାରସୁଗୁ଼ଡାରେ ତିଆରି ହେଉଛି ରଥର ବ୍ରେକ୍। ପୂର୍ବରୁ ରଥ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ୨୦୦୮ ମସିହାରୁ ବ୍ରଜରାଜନଗରର ଇଞ୍ଜିନିୟର ଅଶ୍ୱିନୀ ମିଶ୍ର ଓ…

ଚଳିତ ବର୍ଷ ରଥଯାତ୍ରାରେ ନୂଆ ଝଲକ, ଫୁଲ ସଜା ଦାୟିତ୍ବ ନେବେ ମନ୍ଦିର ପ୍ରଶାସନ ବଦଳରେ ଦିଲ୍ଲୀ ଭକ୍ତ

ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଚଳିତ ବର୍ଷ ଏହି ଫୁଲ ସଜା ଦାୟିତ୍ବ ମନ୍ଦିର ପ୍ରଶାସନ କରିବ ନାହିଁ ବରଂ ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁବ୍ୟବସ୍ଥା, ପୁରୀ ହସ୍ପିଟାଲରେ ବଢାଯାଇଛି ଅତିରିକ୍ତ…

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ…

ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତଙ୍କ ଆଲୋଚନା। ବାରିପଦା ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ସମସ୍ତ ସମସ୍ୟାର ସମାଧାନ ସହ ସେଠାରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ…

ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ

ପୁରୀ (କେନ୍ୟୁଜ୍) : ଆଉ ମାତ୍ର ଅଳ୍ପ ଦିନ ରହିଲା ରଥଯାତ୍ରା। ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ୧୦ରୁ ଅଧିକ…

ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ

ପୁରୀ (କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ । ଆଜି ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଆଜି ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା

ପୁରୀ(କେନ୍ୟୁଜ୍) : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ସୁରକ୍ଷା ସମୀକ୍ଷା । ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ଏକ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୁରକ୍ଷା ନେଇ ସେ ଆଲୋଚନା କରିଛନ୍ତି । ଏହି…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯିବ

ପୁରୀ(କେନ୍ୟୁଜ୍): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ପୁରୀରେ ଖଳି ଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଅନବସରରେ ଥିବା ମହାପ୍ରଭୁଙ୍କର ଏହି ଗୁପ୍ତନୀତି ସଂପନ୍ନ କରାଯିବ । ଦଇତାପତି ସେବାୟତମାନେ…