Browsing Category

ଘୋଷଯାତ୍ରା

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଶେଷ ହେଲା ରଥ ଯୋକା କାମ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ତିନି ରଥର ଯୋକା ପକାଯାଉଛି। ଯୋକା ଦ୍ୱାରା ରଥର ବିଭିନ୍ନ ଗୟଳ, ଦଣ୍ଡା ଓ ଅଖକୁ ବାନ୍ଧେଣୀ କରାଯାଇଥାଏ । ନନ୍ଦିଘୋଷ ରଥର ୧୬, ତାଳଧ୍ୱଜର ୧୬ ଓ ଦର୍ପଦଳନ ରଥର ୧୨ଟି ଯୋକା ଲାଗିଥାଏ । ସେହିପରି…

ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ(କେନ୍ୟୁଜ୍): ଅତ୍ୟନ୍ତ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଅଣସର ଘରେ ବିଶ୍ରାମ ନେଉଥିବା ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗିଛନ୍ତି ସେବାୟତ । ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଆଜି ପଞ୍ଚମୀ ତିଥିରେ ଲାଗୁ ହେବ ଫୁଲୁରୀ ତେଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ…

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ସୋଲ ଫୁଲ ତିଆରି କରିବାରେ…

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ତିନି ରଥକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଗତ ୧୫ ବର୍ଷ ଧରି ସୋଲଫୁଲ ତିଆରି କରି ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର। ପରିବାରର ସମସ୍ତ ସଦସ୍ୟ ଫୁଲ ତିଆରିରେ ଦିନରାତି ଏକ୍‌ କରି ଲାଗି…

ଶେଷ ହୋଇଛି ରଥଯାତ୍ରା ସୁରକ୍ଷା ବୈଠକ, ଏହିସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ

ପୁରୀ: ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG କମାଣ୍ଡୋ,୨…

ପାଖେଇ ଆସୁଛି ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯାଇଛି।ତିନି ରଥରେ ଛନ୍ଦା ଗୟଳ ଓ ପୋଲ ଗୟଳ…

ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି, ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ…

ଭୁବନେଶ୍ବର(କେନ୍ୟୁଜ୍): ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ…

ପାଖେଇ ଆସୁଛି ଘୋଷଯାତ୍ରା, ଆଜି ଉଠିଲା ତିନି ରଥର ୪ ନାହାକ

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ତିନି ରଥର ୪ ନାହାକ ଉଠିବା କାର୍ଯ୍ୟ ସଂପନ୍ନ ହୋଇଛି। ବିଶ୍ୱକର୍ମା ମହାରଣାମାନେ ଆଜି ସକାଳୁ ୩ ରଥର ୪ ନାହାକ ଉଠିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ବିଶ୍ୱକର୍ମାଙ୍କ ସହ ଭୋଇ ସେବାୟତମାନେ ମିଶି ୩…

ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ର ଲୋକାରଣ୍ୟ। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ…

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀ ଛାଡି ସ୍ନାବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ସ୍ନାନ ପାଇଁ ପ୍ରସ୍ତୁତି…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ୧୦୮…

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ ।  ଜଳଲାଗି ପରେ ଦୁର୍ଲଭ ହାତୀବେଶରେ ମହାପ୍ରଭୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ୧୦୮ ଗରା ସୁବାସିତ…

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, କରାଯାଇଛି ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ

ପୁରୀ (କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୪ଟା ୩୦ରୁ ୬ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ପହଣ୍ଡି କରାଯିବ। ୭ଟାରେ ମଙ୍ଗଳ ଆଳତୀ ହେବ। ସକାଳ ୯ଟାରେ ଅବକାଶ ନୀତି, ୧୦ଟାରେ…