Browsing Category

ରାଜ୍ୟ

ମା’ ଦିନ ମଜୁରିଆ, ଝିଅ +୨ ପରୀକ୍ଷାରେ ହେଲା ଜିଲ୍ଲା ଟପ୍ପର

ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ ଜିଲ୍ଲା ପଦ୍ମପୁର ସ୍ତିତ ତ୍ରିବେଣୀ ଜ୍ଞାନ ମନ୍ଦିର ଛାତ୍ରୀ ସୁଶ୍ରୀ ଝରଣା ସାହୁ…

ଦୁଇ ବର୍ଷ ତଳେ ସ୍ୱାମୀକୁ ଛାଡି ଚାଲି ଯାଇଥିଲା ସ୍ତ୍ରୀ, ଏବେ ଫେରିଲା ତ ସ୍ୱାମୀକୁ ଆକ୍ରମଣ କଲା ପ୍ରେମିକ

ଆନନ୍ଦପୁର (କେନ୍ୟୁଜ) : ସ୍ୱାମୀ ଆଉ ପସନ୍ଦ ଆସିଲାନି । ଭଲ ଲାଗିଲା ପ୍ରେମିକର ମିଠା ମିଠା ପ୍ରେମ । ପ୍ରେମିକ ପାଗଳ ନାୟକକୁ ବି ଭାରି ବାସୁଥିଲା ଭାଉଜର ପ୍ରେମ । ପାଗଳ ପ୍ରେମିକ ନିଜ ପ୍ରେମରେ ଏକଦମ ପାଗେଳୀ କରିଦେଇଥିଲା ଦୈତାରୀ ନାୟକର ସ୍ତ୍ରୀକୁ । ସେଥିପାଇଁ ତ ଦୁଇବର୍ଷ ଧରି ସ୍ୱାମୀ…

ଚାନ୍ଦବାଲିରେ ଅମିତ ଶାହଙ୍କ ଜୋରଦାର ପ୍ରଚାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଜୋରଦାର ପ୍ରଚାର । ଚାନ୍ଦବାଲି ଦୁର୍ଗା ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେଇ ଭଦ୍ରକର ସାଂସଦ ପ୍ରାଥୀ, ଚାନ୍ଦବାଲିର ପ୍ରାଥୀ ମନମୋହନ ସାମଲ ସମେତ ସମସ୍ତ ବିଧାୟକ ପ୍ରାଥୀଙ୍କୁ ବିପୁଳ…

ସାଇବର ଠକେଇକୁ ନେଇ ‘ଏକ୍ସ’ରେ ଓଡିଶା ପୋଲିସ୍ ପକ୍ଷରୁ ଦିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ…

ନିର୍ବାଚନ ଡ୍ୟୁଟି ଯିବା ବେଳେ ଅଘଟଣ, ଦୁର୍ଘଟଣାରେ ୧୯ ପୋଲିସ କର୍ମଚାରୀ ଆହତ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ସମେତ ୧୯ ଜଣ ଆହତ। ଭୁବେନଶ୍ବରରୁ କେନ୍ଦ୍ରାପଡ଼ା ଯାଉଥିବାବେଳେ ଭିଏସଏସନଗର ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାପିଟାଲ…

ଚଳଚଞ୍ଚଳ ରଥଖଳା: ମୋଟ ୪୨ଟି ଚକ ମଧ୍ୟରୁ ୧୬ଟି ଚକ ନିର୍ମାଣ ଶେଷ

ପୁରୀ (କେନ୍ୟୁଜ): ଚଳଚଞ୍ଚଳ ରଥଖଳା  ।  ୧୮ଦିନରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି ।  ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଟି ଚକ ନିର୍ମାଣ ଶେଷ ହୋଇଛି ।  ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ…

ଥାନାକୁ ଆସିଥିଲେ ଘରୋଇ ହିଂସା ମାମଲାରେ ଅଭିଯୋଗ କରିବାକୁ, ହରାଇ ବସିଲେ ପୁଅକୁ…

କାକଟପୁର(କେନ୍ୟୁଜ): କାନ୍ଦି କାନ୍ଦି ଗଡିଯାଉଛନ୍ତି ଏହି ମହିଳା ଜଣଙ୍କ । କଣ କହିବେ କାହାକୁ କହିବେ କିଛି ବି ବୁଝିପାରୁନାହାନ୍ତି । ଥାନାକୁ ଆସିଥିଲେ ନିଜ ଝିଅ ପାଇଁ ଲଢିବାକୁ ହେଲେ ଏମିତିରେ ସେ ତାଙ୍କ ଗେଲ ବସରିଆ ନାତିକୁ ହରାଇ ବସିବେ ବୋଲି କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ ।…

ଟ୍ରକକୁ ପଛପଟୁ ପିଟିଲା ଟ୍ରକ, ଚାପି ହୋଇ ଡ୍ରାଇଭର ମୃତ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତାର ଖଇରା ନିକଟରେ ଟ୍ରକକୁ ପଛପଟୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ । ମୃତକ ଡ୍ରାଇଭର ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିଶି ଗାଁର ତିରୁପତି ସିଂ। ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ କିଛି…

ଦାଣ୍ଡରେ ଖେଳୁଥିଲେ କିନ୍ତୁ ହଠାତ୍‌ କୁଆଡେ ଚାଲିଗଲେ ଦୁଇ ଭାଇ, ଖୋଜୁଛି ସନ୍ଧାନୀ କୁକୁର

ଦେବଗଡ (କେନ୍ୟୁଜ) : ଦାଣ୍ଡରେ ଖେଳୁ ଖେଳୁ ଛୁଆ ହୋଇଗଲେ ନିଖୋଜ୍‌ । ଏଇଠି ତ ଥିଲେ ଖେଳୁଥିଲେ ହଠାତ୍‌ କୁଆଡେ ଗଲେ । ସବୁଆଡେ ଖୋଜି ଖୋଜି ଯେମିତି ବାୟାଣୀ ହେଇଗଲାଣି ଜେଜେ ମାଆ । ଘର ଦ୍ୱାର ପୋଖରୀ ଗାଁ ଚାରିଆଡେ ଖୋଜି ଖୋଜି ମିଳୁନି ଦୁଇ ଭାଇଙ୍କର ପତ୍ତା । ଏତେ ସାନ ପିଲା ଦୁଇଜଣ କୁଆଡେ…

ବିରୋଧୀଙ୍କୁ ପାଣ୍ଡିଆନଙ୍କ ସମାଲୋଚନା, କହିଲେ ମିଶନଶକ୍ତିକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପିର ୯ ସେଲ୍ଫ ଗୋଲ୍ କଥା କହି ସମାଲୋଚନା କଲେ କାର୍ତ୍ତିକ ପାଣ୍ଡିଆନ। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ । ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ ଓ…

ମୋଦିଙ୍କ ଦୃଢ଼ୋକ୍ତି, ବଦଳିବ ଓଡ଼ିଶାର ଭାଗ୍ୟ…ବଦଳିବ ସରକାର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି । ଓଡ଼ିଶାରେ ସରକାର ବଦଳିବ । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏହା କହିଛନ୍ତ ମୋଦି। ନିଜ ପୁରୁଣା କଥା ଦୋହରାଇଛନ୍ତି ମୋଦି। ଜୁନ ୪ ରେ ବର୍ତ୍ତମାନର ସରକାରଙ୍କ ଏକ୍ସପାରୀ ଟେଡ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ…

ରେମାଲ ପ୍ରଭାବରେ ସୃଷ୍ଟି ହେଲା ଉଚ୍ଚ ଲହଡ଼ି, ଋଷିକୁଲ୍ୟାରେ ଖୋଲିଲା ଦ୍ୱିତୀୟ ମୁହାଁଣ

ଗଞ୍ଜାମ(କେନ୍ୟୁଜ): ରେମାଲ ଯୋଗୁ ଅଶାନ୍ତ ରହିଛି ସମୁଦ୍ର । ସାମୁଦ୍ରିକ ଝଡ଼ "ରେମାଲ" ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଫଳରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଉଚ୍ଚ ଲହଡ଼ି ସୃଷ୍ଟି ହୋଇଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଯାହାକୁ ନେଇ ଗଞ୍ଜାମ…