Below header
Browsing Category

ରାଜ୍ୟ

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦିନକରେ ଆଦାୟ ହେଲା ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର(କେନ୍ଯୁଜ):  ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୨୩ ଲକ୍ଷ ୨ ହଜାର ୩୫୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୪ ଜଣ । ସେହିପରି ୨ଟି ମାମଲା ରୁଜୁ ହେବା ସହ ୭୦୯ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ ।…

ପାଟ୍ରୋଲିଂରେ ଯାଇ ରାସ୍ତାକଡରେ ଗାଡି ରଖି ଗଭୀର ନିଦ୍ରାରେ ଥାନା ଅଧିକାରୀ, ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ ?

 ଆଠଗଡ(କେନ୍ଯୁଜ):  କିଛିଦିନ ଧରି ଆଠଗଡ ଏବଂ ଆଖପାଖ ଅଞ୍ଚଳରେ ଚୋରି, ରାଜହାନୀ ଭଳି ଅନେକ ଅପରାଧ ବଢ଼ିବାରେ ଲାଗିଛି। STF ଟିମ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ମାଦ୍ରକ ଦ୍ରବ୍ୟ ଜବତ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ…

ସୁବର୍ଣ୍ଣରେଖା ନଦୀ ଜଳସ୍ତର ବୃଦ୍ଧି, ବନ୍ୟା ପରିସ୍ଥିତି ସୃଷ୍ଟି

କେନ୍ଯୁଜ (ବ୍ଯୁରୋ):  ଫୁଲୁଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ଅତିକ୍ରମ କରିଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର। ଗତ ୩ ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପରମୁଣ୍ଡରେ ପ୍ରବଳ…

ଭୁବନେଶ୍ବର: ଭିକ ମାଗିବା ଆଳରେ ଘରେ ପଶି ଚୋରି କରୁଥିବା ଅଭିଯୋଗ, ୪ ଅଟକ

ଭୁବନେଶ୍ବର (କେନ୍ଯୁଜ):  ଭିକାରୀ ବେଶରେ ଚୋରି। ଭିକ ମାଗିବା ଆଳରେ ଘରେ ପଶି ଚୋରି କରୁଥିବା ଅଭିଯୋଗ। ଭୁବନେଶ୍ୱର ଡେଲଟା ହାଉସ ଛକରେ ଜଣଙ୍କ ଘରେ ପଶି ଚୋରି କରୁଥିବାବେଳେ ଧରାପଡିଛନ୍ତି। ୪ଜଣ ଯୁବତୀ ଓ ମହିଳା ଏବଂ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ନୟାପଲ୍ଲୀ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୪ଟି ମେଣ୍ଢାକୁ ଗଳାକାଟି ହତ୍ଯା, ଥାନାରେ ମାମଲା

ଆଠଗଡ (କେନ୍ଯୁଜ):  କଟକ ଜିଲ୍ଲା ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଘୋଳପୁର ଗ୍ରାମରେ ମେଣ୍ଢା ମୃତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମେଣ୍ଢାକୁ ଗଳାକାଟି ମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ । ଘୋଳପୁର ଗ୍ରାମର ଜଳନ୍ଧର ବେହେରା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ କେହି ଦୃବୁତ୍ତ ଆସି…

ଆଜି ରାଜ୍ଯରେ ୧୦୩୨ ପଜିଟିଭ ଚିହ୍ନଟ, ୬୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର (କେନ୍ଯୁଜ):  କମୁଛି କରୋନା ସଂକ୍ରମଣ। ରାଜ୍ୟରେ ୨ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ହଜାର ୦୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୯୨…

କୋରାପୁଟ: ଆଜିଠୁ ଆରମ୍ଭ ହେଉଛି ଡେଙ୍ଗୁ ରୋଗର ପ୍ଲେଟଲେଟ୍‌ ଚିକିତ୍ସା

କୋରାପୁଟ(କେନ୍ଯୁଜ): କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆଜିଠୁ ଆରମ୍ଭ ହେଉଛି ଡେଙ୍ଗୁ ରୋଗର ପ୍ଲେଟଲେଟ୍‌ ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଏହାଦ୍ୱାରା କୋରାପୁଟ ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀ ଉପକୃତ ହୋଇପାରିବେ । ପୂର୍ବରୁ ଡେଙ୍ଗୁ…

ଆଜିଠାରୁ ହାଇବ୍ରିଡ ମୋଡରେ ଚାଲିବ ଓଡ଼ିଶା ହାଇକୋର୍ଟ, ଲାଇଭ୍‌ ଟେଲିକାଷ୍ଟ ଜରିଆରେ ହେବ ମାମଲାର ଶୁଣାଣି

କଟକ (କେନ୍ଯୁଜ):  ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଆଜିଠାରୁ ହାଇବ୍ରିଡ ମୋଡରେ ଚାଲିବ ଓଡ଼ିଶା ହାଇକୋର୍ଟ। ପରୀକ୍ଷାମୂଳକ ଭାବେ ବିଚାରପତିଙ୍କ ଅଦାଲତ ଚାଲିବ ଲାଇଭ ଷ୍ଟ୍ରିମିଙ୍ଗରେ। ସାଧାରଣଲୋକ ହାଇକୋର୍ଟଙ୍କ ୟୁଟ୍ୟୁବ ଲିଙ୍କ ସବସ୍କ୍ରାଇବ କରି ଦେଖିପାରିବେ କୋର୍ଟ ପ୍ରୋସିଡିଙ୍ଗ। ଲାଇଭ୍‌…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ସ୍ୱତନ୍ତ୍ର SOPରେ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଅନୁମତି

କୋଣାର୍କ (କେନ୍ଯୁଜ):  ଦୀର୍ଘ ସାଢେ ୩ ମାସ ପରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି। ସ୍ୱତନ୍ତ୍ର SOPରେ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦୈନିକ ୨ହଜାର…

ଘରେ ବସି ଖେଳ ଦେଖିଲେ, ବିଜୟୀ ଭାରତୀୟ ଦଳକୁ ବଧାଇ ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଅଲିମ୍ପିକ୍ସରେ ଭାରତର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ବସି ଟିଭି ପରଦାରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ଦେଖିବା ସହ ଖେଳାଳିଙ୍କୁ ଚିଅର୍‌ ଅପ୍‌ କରିଥିଲେ । ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ…

ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ,…

କେନ୍ୟୁଜ୍(ବ୍ୟୁରୋ): ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ । ଏନେଇ ସେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି। କିଟ ଭାରତୀୟ ରଗବୀ ଦଳର ଅସୋସିଏନ ପ୍ରାୟୋଜକ। କିଟରେ ୧୫…

OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁ କେମିତି ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ? ଏଯାଏଁ ଭିଜିଲାନ୍ସରେ କେହି…

କେନ୍ୟୁଜ୍(ବ୍ୟୁରୋ):  OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଛି ଭିଜିଲାନ୍ସ । କଳାଧନରକୁ ନେଇ ଖୋଳତାଡ ଚାଲିଛି । ବିରଞ୍ଚଙ୍କ ପରେ ଭିଜିଲାନ୍ସ ସ୍କାନରରେ ପତ୍ନୀ ଓ ଶାଳକ । ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟଙ୍କା ନେବା ଓ ରଖିବାରେ…