Browsing Category

ରାଜ୍ୟ

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଜଗନ୍ନାଥଙ୍କୁ ଅପେକ୍ଷା କରିଛି ଭକତ

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଜଗନ୍ନାଥଙ୍କୁ ଅପେକ୍ଷା କରିଛି ଭକତ । ଅର୍ଥାତ ଜଗତର ନାଥ ଜଗନ୍ନାଥଙ୍କୁ କୋଳରେ ଧରିବା ପାଇଁ ରଥ ପ୍ରସ୍ତୁତ, ସ୍ୱାଗତ କରିବା ପାଇଁ ପଥ ପ୍ରସ୍ତୁତ ଆଉ ଯାତ୍ରା କରିବା ପାଇଁ ଜଗନ୍ନାଥ ବି ପ୍ରସ୍ତୁତ | ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବଡଦାଣ୍ଡକୁ ଓଲ୍ହାଇବେ…

ଟ୍ରେନ୍‌ରେ ପ୍ରସବ, ରେଲୱେ କର୍ମଚାରୀଙ୍କ ସହାୟତାରେ ପୁତ୍ର ଜନ୍ମ କଲେ ମହିଳା

ଭୁବନେଶ୍ୱର: ରେଳ ବିଭାଗର କର୍ମଚାରୀ ଓ ମେରୀ ସହେଲି ଟିମ୍ ସହାୟତରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା ଓ ଶିଶୁଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି। ଜନ୍ମ ପରେ ତୁରନ୍ତ ରେଳ ବିଭାଗର ଡାକ୍ତରୀ ଦଳ ମହିଳାଙ୍କ ନିକଟରେ ପହଞ୍ଚି…

ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ, ପୁଣି ଏକ ଗୀତ ଗାଇ ଚର୍ଚ୍ଚାରେ

କେନ୍ୟୁଜ୍(ବ୍ୟୁରୋ):  ଆଉ ଏକ ଗୀତ ଗାଇଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।  ପୂର୍ବରୁ ରଙ୍ଗବତୀ ଏବଂ ସୋନା ବାପା ଗୀତ ଗାଇ ଚର୍ଚ୍ଚାରେ ଥିଲେ ଜଟଣୀ ବିଧାୟକ । କିନ୍ତୁ  ଆଜି ଯେଉଁ ଗୀତଟି  ଗାଇଛନ୍ତି ତାହା ପାଠ ପଢା ଉପରେ ପର୍ଯ୍ୟବେସିତ ବୋଲି ଜଣାପଡିଛି  ।…

ଦକ୍ଷିଣଆଫ୍ରିକାର ଜୋହାନସବର୍ଗରେ ଫସିରହିଛନ୍ତି ଓଡ଼ିଆ ଯୁବକ, ପୁଅକୁ ମୁକୁଳାଇବା ପାଇଁ ବାପାଙ୍କ ଆକୁଳ ନିବେଦନ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣଆଫ୍ରିକାର ଜୋହାନସବର୍ଗର ପୁମାଙ୍ଗାରେ ଫସିରହିଛନ୍ତି ଓଡ଼ିଆ ଯୁବକ। ପୁଅକୁ ମୁକୁଳାଇବାକୁ ବାପାର ଆକୁଳ ନିବେଦନ। ଭୁବନେଶ୍ୱର ଏଜି ଅଫିସରେ କାର୍ଯ୍ୟ କରୁଥିବା ରଞ୍ଜନ ନନ୍ଦଙ୍କ ପୁଅ ସବ୍ୟସାଚୀ ସାଉଥଆଫ୍ରିକାରେ ଫସି ରହିଛନ୍ତି ।  ୨୦୧୯ରେ ଦକ୍ଷିଣ ଆଫ୍ରିକା…

ଜୁଲାଇ ୧୩ରୁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ, ଗର୍ଭଗୃହର ହେବ ଯାଞ୍ଚ୍

ପୁରୀ(କେନ୍ୟୁଜ୍): ଜୁଲାଇ ୧୩ରେ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଆଜି ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ବୈଷୟିକ କୋର କମିଟି ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି ।…

ପ୍ରତିଶ୍ରୁତି ରକ୍ଷା କଲେ ମୁଖ୍ୟମନ୍ତ୍ରୀ, କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରଙ୍କୁ ମିଳିଲା ୧୫ ଲକ୍ଷ…

ଯାଜପୁର ଟାଉନ(କେନ୍ୟୁଜ୍): କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ । ଯାଜପୁର ଜିଲ୍ଲା ଖଇରାବାଦ ନିବାସୀ ଅଶୋକ ସାହୁ ଏକ ଦୈନିକ ଓଡିଆ ସମ୍ବାଦପତ୍ରରେ ଜଣେ ସାମ୍ବାଦିକ ଥିଲେ । କାର୍ଯ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…

ଡିଭାଇଡର ଡେଇଁ କାର୍‌କୁ ଧକ୍କା ଦେଲା କାର୍‌, ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାରେ ଜଣେ ମୃତ ଓ ୫ ଆହତ

ଖୋର୍ଦ୍ଧା (କେନ୍ୟୁଜ୍‌) : ଦୁର୍ଘଟଣା ଏମିତି ଘଟେ ଯାହା କଳ୍ପନା କରିବା ବି ସମ୍ଭବ ନୁହେଁ । କେବଳ ଦୁର୍ଘଟଣା କମ୍‌ କରିବାକୁ ଜାତୀୟ ରାଜପଥ ମଝିରେ ଡିଭାଇଡର ରହିଛି । ଗୋଟିଏ ପାର୍ଶ୍ୱରେ ଯିବେ ଓ ଅନ୍ୟ ପଟେ ଆସିବେ । ହେଲେ ସେଥିରେ ଦୁର୍ଘଟଣା କମୁ ନାହିଁ । ଗତକାଲି ରାତିରେ…

କାଲି ହୀରାକୁଦ ଡ୍ୟାମରେ ଶୁଭିବ ଜଳର ଗର୍ଜନ, ସକାଳ ୧୧ଟାରେ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପ୍ରଥମ ପର୍ଯ୍ୟାୟର ବାମପଟ ସ୍ପିଲୱେର ପାଖାପାଖି ୭ରୁ ୧୦ଟି ଗେଟ ଖୋଲାଯିବ। ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହାରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ…

ପୁରୀ: ଆଖିବୁଜିଲେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ

କେନ୍ୟୁଜ୍(ବ୍ୟୁରୋ):  ଚୀର ନିଦ୍ରାରେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୁର୍ଘଦିନରୁ  ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର  ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ମାଜଣା ମଣ୍ଡପରେ…

ଯାଜପୁର: ସାପ ପାଟିରୁ ବାହାରିଲା ଆଉ ଏକ ସାପ, ବୋଡାକୁ ଗିଳିଦେଇଥିଲା ରଣା

ଯାଜପୁର ଟାଉନ(କେନ୍ୟୁଜ୍):  ସାପ ପାଟିରୁ ବାହାରିଲା ଆଉ ଏକ ସାପ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସାନ କୁଅଁଳ ଚାଉଳିଆ ଗାଁରୁ ଉଦ୍ଧାର ହୋଇଛି ସାଢ଼େ ୫ ଫୁଟ ଲମ୍ବର ରଣା ସାପ। ସେହି ରଣା ସାପ ପାଟିରୁ ଏକ ବୋଡ଼ା ସାପକୁ ମଧ୍ୟ ଉଦ୍ଧାର କରାଯାଇଛି। ସାପକୁ ଗଢିଆ ଭିତରେ ଦେଖି ସ୍ନେକ…

କରୋନା କଟକଣା ପାଇଁ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବିଦେଶୀ ନାଗରିକ ସ୍ୱଦେଶ ଫେରିଲେ

ପୁରୀ(କେନ୍ୟୁଜ୍): ପୁରୀରୁ ସ୍ୱଦେଶ ଫେରିଲେ ବିଦେଶୀ ନାଗରିକ। କରୋନା କଟକଣା ପାଇଁ ପ୍ରାୟ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବେଳେ ଶେଷରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁରୀ ଏସପିଙ୍କ ସହଯୋଗ କ୍ରମେ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି ସ୍ପେନର ମହିଳା ଏମ୍ମା। ଗତବର୍ଷ ନିଜ…

ଭୀମଟାଙ୍ଗି ପ୍ରିୟଙ୍କା ମର୍ଡର ମିଷ୍ଟ୍ରିରେ ତଥ୍ୟ ପ୍ରମାଣ ଏକାଠି କରୁଛି କମିଶନରେଟ ପୋଲିସ୍, ସୁଧୁରୁଛି ଜଗନ୍ନାଥର…

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ମର୍ଡର ମିଷ୍ଟ୍ରିରେ ତଥ୍ୟ ପ୍ରମାଣ ଏକାଠି କରୁଛି କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛି। ଏବେ ଜଗନ୍ନାଥର ବୟାନକୁ ଅପେକ୍ଷା । ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥାରେ…