Browsing Category

ରାଜ୍ୟ

ଏସ୍କର୍ଟ ବାଇକ୍ ସହ ମିନିଟ୍ରକରୁ ବିପୁଳ ପରିମାଣର ଶାଗୁଆନ ଗଣ୍ଡି ଜବତ, ୨ ଗିରଫ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ବନ ବିଭାଗ ମୋବାଇଲ ସ୍କ୍ୱାର୍ଡ ଏବଂ ମୋହନା ବନ ବିଭାଗର ମିଳିତ ପେଟ୍ରୋଲିଂ ବେଳେ ଅଡବା ଥାନା ଡମ୍ବଗୁଡା ଗ୍ରାମ ବିଶ୍ରାମାଗାର ନିକଟରୁ ଏକ ୪୦୭ ମିନି ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରିଛି ।  ଏହା ସହ ଏକ ଏସ୍କର୍ଟ ବାଇକ ମଧ୍ୟ ଜବତ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୩୩୪ ପଜିଟିଭ୍‌ ଚିହ୍ନଟ, ୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୩୩୪ ପଜିଟିଭ୍‌ ଚିହ୍ନଟ । ଆଉ ୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ୩.୦୮ ପ୍ରତିଶତ । ଯାହାକି ଗତକାଲି ୩.୫୭ ପ୍ରତିଶତ । ୨୪ ଘଣ୍ଟାରେ ୭୫ ହଜାର ୬୫୩ ଟେଷ୍ଟିଂ ହୋଇଥିଲା । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା,…

ଲଭ ଜିହାଦ ମାମଲା: ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ବ୍ରହ୍ମପୁର(କେନ୍ଯୁଜ୍): ଲଭ ଜିହାଦ ମାମଲାରେ ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଲଭ ଜିହାଦରେ ସେମାନଙ୍କ ଝିଅର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁରର ବାପା-ମା’ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଅଜୟ…

ଅବସର ନେଲେ ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

କଟକ(କେନ୍ଯୁଜ୍): ଅବସର ନେଲେ ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା । ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଅବସର ନେଇଛନ୍ତି । ଏଥିସହ ମାସକ ଭିତରେ ୨ବିଚାରପତି ଅବସର ନେଲେଣି । ମାସକ ପୂର୍ବରୁ ବିଚାରପତି ଜଷ୍ଟିସ୍‌ ପ୍ରଥମ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ । ଏବେ…

ଭୁବନେଶ୍ୱର ଏକାମ୍ରରେ ବିଶାଳ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭୦ ୟୁନିଟ ରକ୍ତ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଏକାମ୍ରରେ ବିଶାଳ ରକ୍ତଦାନ ଶିବିର । ସଂଗ୍ରହ ହୋଇଛି ୫୭୦ ୟୁନିଟ ରକ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଗତକାଲି ଏକାମ୍ର ର୍ନିବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।…

କୋରାପୁଟ ଏସ୍‌ବିଆଇ ସାଖାରେ ଅଗ୍ନିକାଣ୍ଡ

କୋରାପୁଟ (କେନ୍ଯୁଜ୍): କୋରାପୁଟ ଏସ୍‌ବିଆଇ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ସଂଧ୍ୟାରେ ବ୍ୟାଙ୍କର ଜେନେରେଟର କଠୋରୀରୁ ପ୍ରବଳ ଧୂଆଁ ବାହାରିଥିଲା । ଲୋକେ ଏଟିଏମକୁ ଟଙ୍କା ଉଠାଣ ପାଇଁ ଆସିଥିବା ବେଳେ ନିଆଁ ଲାଗିଥିବା…

ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ, ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବା ବ୍ଯକ୍ତିଙ୍କୁ ହିଁ ମିଳିବ…

ଭୁବନେଶ୍ବର(କେନ୍ଯୁଜ୍): ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ । ବି କାଟାଗୋରିରେ ଥିବା ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୂରଭଞ୍ଜ ଏବଂ ନୟାଗଡ଼ । ୧୨ତାରିଖରେ ରଥଯାତ୍ରା ଯୋଗୁଁ ଆସନ୍ତା ୧୩ତାରିଖରୁ ପୁରୀରେ ସ୍ଲଟ…

କୋରାପୁଟ: କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଂଜେଇ ଜବତ

କୋରାପୁଟ(କେନ୍ୟୁଜ୍):  କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଂଜେଇ ଜବତ । ସୁନାବେଡା ପୋଲିସ ଦ୍ଵାରା କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ସହ ଟ୍ରକ ଜବତ କରି  ୨ ଜଣଙ୍କୁ  ଗିରଫ କରାଯାଇଛି । ଜଲାପୁଟ ଅଂଚଳରୁ ବିହାର ଚାଲାଣ କରାଯାଉଥିଲା ଏହି ଗଂଜେଇ । କଦଳି ବୋଝେଇ ଟ୍ରକ ମଧ୍ୟରେ ଗଂଜେଇ…

କୋରାପୁଟ: ମଦ ଜବତ କରିବାକୁ ଯାଇଥିବା ଅବକାରୀ ବିଭାଗ ଓ ପୋଲିସ ମାଡ଼ରେ ଜଣେ ଆହତ ଅଭିଯୋଗ

କୋରାପୁଟ(କେନ୍ୟୁଜ୍): ମଦ ଜବତ କରିବାକୁ ଯାଇ ଅପ୍ରୀତିକର ପରିସ୍ଥିତି। ଅବକାରୀ ବିଭାଗ ଓ ପୋଲିସ ମାଡ଼ରେ ଜଣେ ଆହତ ଅଭିଯୋଗ। କୋରାପୁଟ ସଦର ଥାନା ଡେଙ୍ଗା ଜାନିଗୁଡା ଗ୍ରାମରେ ଚୋରା ମଦ ବ୍ୟବସାୟ ଖବର ପାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢଉ କରିଥିଲା ପୋଲିସ ଓ ଅବକାରୀ ବିଭାଗ। ୧୦…

ଆଜି ରାଜ୍ୟରେ ୩୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଧିରେ ଧିରେ କମୁଛି ସଂକ୍ରମଣ ବଢୁଛି ସୁସ୍ଥତା ହାର। ଆଜି ରାଜ୍ୟରେ ୩୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ…

ମନରେଗାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ରୋଜଗାର ଯୋଗାଇ ଦିଅ: ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ମନରେଗାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ରୋଜଗାର ଯୋଗାଇ ଦିଅ। ଜିଲ୍ଲା ପ୍ରଶାସନକୁ ଏ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମନରେଗାରେ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି। ଏପ୍ରିଲ, ମେ ଓ ଜୁନ…