Browsing Category

ରାଜ୍ୟ

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ । ତାଙ୍କ ସ୍ମୃତିରେ ଆଜି କଂଗ୍ରେସ ପକ୍ଷରୁ ଗୋପନ୍ଧୁ ଛକରେ ଥିବା ଗୋପବନ୍ଧୁ ଦାସଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହାସହ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ…

ଭୁବନେଶ୍ୱରରୁ ୫ ସାଇବର ଠକଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ । ଭରତପୁର ଥାନା ପୋଲିସ ସହାୟତାରେ ୫ ସାଇବର ଠକଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ହାଇଦ୍ରାବାଦରେ ୩୦ଲକ୍ଷ ଟଙ୍କାର ଠକିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ୍‌ ପୋଲିସ।

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୁ ଘର ଆଗରେ ଧାରଣାରେ ପତ୍ନୀ

ମହାକାଳପଡା (କେନ୍ଯୁଜ୍): ଶାଶୁ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା । ୮ବର୍ଷ…

ବୌଦ୍ଧ ବଡଡୁଙ୍ଗୁରିପାଲି ଗାଁରେ ଅଭାବନୀୟ ଘଟଣା, ହତ୍ୟା କରିବାକୁ ଯାଇ ହତ୍ୟାର ଶୀକାର

ବୌଦ୍ଧ (କେନ୍ଯୁଜ୍): ହତ୍ୟା କରିବାକୁ ଯାଇ ହତ୍ୟାର ଶୀକାର। ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବଡଡୁଙ୍ଗୁରିପାଲି ଗାଁରେ। ମୃତକ ଜଣକ ହେଉଛନ୍ତି ନରେଶ ଭୋଇ। ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗାଁର ନକରେଶ ଭୋଇ ଓ ଲଳିତ ସାହୁଙ୍କ ପରିବାର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୮୦୬ ପଜିଟିଭ୍‌ ଚିହ୍ନଟ, ୬୧ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଅଧିକ ସୁସ୍ଥ ସାଙ୍ଗକୁ ଅଧିକ ମୃତ୍ୟୁ । ଗତ ୨୪ ଘଣ୍ଟାରେ ୨ହଜାର ୮୦୬ ପଜିଟିଭ୍‌ ଚିହ୍ନଟ । ଆଉ ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ୩.୫୭ ପ୍ରତିଶତ । ଯାହାକି ଗତକାଲି ୩.୪୯ ପ୍ରତିଶତ । ୨୪ ଘଣ୍ଟାରେ ୭୮ ହଜାର ୫୬୦ ଟେଷ୍ଟିଂ ହୋଇଥିଲା…

ଅଳିଆ ମୁକ୍ତ ହେବ ଭୁବନେଶ୍ୱର: BMC ଅଞ୍ଚଳରେ ସ୍ଥାପନ ହେଉଛି ମୋଟ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର

ଭୁବନେଶ୍ବର(କେନ୍ଯୁଜ୍): ଅଳିଆ ମୁକ୍ତ ସହର ହେବ ଭୁବନେଶ୍ୱର । ରାଜଧାନୀକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହରରେ ପରିଗଣିତ କରିବାକୁ ବିଏମସିର ପ୍ରୟାସ ଜାରି ରହିଛି। ଘରକୁ ଘର ବୁଲି ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟା କରଣ କରାଯାଇ…

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଡାକ୍ତର, ନିଜେ ରକ୍ତଦାନ କରିବା ସହ ସମସ୍ତଙ୍କୁ କଲେ ସଚେତନ

ନବରଙ୍ଗପୁର (କେନ୍ଯୁଜ୍): ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଡାକ୍ତର ଦେବ୍ରତ ଡାକୁଆ । ଜନ୍ମ ଦିନ ଅବସରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ନିଜେ ରକ୍ତଦାନ କରିବା ସହ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ଏବଂ ନିଜ ବନ୍ଧୁ ବାନ୍ଧବଙ୍କୁ ରକ୍ତଦାନ…

ସମ୍ପୂର୍ଣ୍ଣ ଅନଲାଇନ୍‌ ହେଲା ଜମି କିଣାବିକା ପ୍ରକ୍ରିୟା, ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର(କେନ୍ଯୁଜ୍): ସମ୍ପୂର୍ଣ୍ଣ ଅନଲାଇନ୍‌ ହେଲା ଜମି କିଣାବିକା ପ୍ରକ୍ରିୟା । ଏହାସହ ସମ୍ପୂର୍ଣ୍ଣ ଅନଲାଇନ ହୋଇଛି ରାଜସ୍ୱ ସେବା । ୫ଟି ବ୍ୟବସ୍ଥାକୁ ମଜଭୁତ କରିବା ଦିଗରେ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଜମିଜମା ଦାଖଲ-ଖାରଜ ମାମଲାର ଫଇସଲା ସମୟସୀମା ୭ ଦିନକୁ…

ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା…

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ ଲାଗିିବ। ତେଣୁ ପୁରୀବାସୀଙ୍କ ସୁବିଧା ପାଇଁ ୧୦ ତାରିଖ ଅର୍ଥାତ ଶନିବାର ଦିନ ସଟ୍‌ଡାଉନ୍‌ କଟକଣା ଲାଗିବ ନାହିଁ।…

କରୋନାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ

ଭୁବନେଶ୍ୱର(କେନ୍ଯୁଜ୍): ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ । କୋଭିଡ - ୧୯ର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ରେଡକ୍ରସ ଭବନରେ ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଥିବା ରୋଗୀଙ୍କୁ ଅମ୍ଳଜାନ…

୧୫ଦିନର ବିରତି ପରେ ଆଜି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ଦିନ ଅଣସରରେ ଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି। ସୁସ୍ଥ ହୋଇଥିବା ଶ୍ରୀବିଗ୍ରହମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ…

ସେ ପରା ମା…. ନିଜ ପୁଅକୁ ବଞ୍ଚାଇବାକୁ ଯାଇ ବିଷାକ୍ତ ସାପର ଚୋଟ ଖାଇ ଆଖି ବୁଜିଲା ମା’

ଯାଜପୁର ଟାଉନ(କେନ୍ୟୁଜ୍): ଧନରେ ତୁ ମୋ ପାଇଁ ସବୁକିଛି। ତୁ ବଞ୍ଚିରହିବା ମୋ ପାଇଁ ସବୁଠାରୁ ବଡ଼। ଏଭଳି କିଛି ମନରେ ଭାବି ମାତୃ ଶବ୍ଦକୁ ସାର୍ଥକ କରିଛନ୍ତି ଜଣେ ମା’। ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ  ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।   ଏଭଳି ଦୁଃଖବ ଘଟଣା…