Browsing Category

ରାଜ୍ୟ

କରୋନା ଲଢେଇରେ ପାଓ୍ଵାରଫୁଲ୍‌ ପଖାଳ !, ଶକ୍ତି ଯୋଗାଇବା ସହ ବଢାଉଛି ରୋଗପ୍ରତିରୋଧକ ଶକ୍ତି

କେନ୍ୟୁଜ୍(ବ୍ୟୁରୋ):  ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ପଖାଳ । ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଏହା ଜଣାପଡିଛି । ତୋରାଣିରେ ରହିଛି ଲାକ୍ଟୋ-ବାସିଲସ ଭଳି ସକାରାତ୍ମକ ଜୀବାଣୁ । ଯାହାକି ଶରୀରରେ ପାଚନ ପ୍ରକ୍ରିୟାରେ ସହାୟକ ହୁଏ । ଏହା ସହ ତୋରାଣିରେ ରହିଛି ସର୍ଟ ଚେନ୍‌ ଫ୍ୟାଟି…

ଜୁଲାଇ ୧୧ ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୧୧ରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ। ସକାଳ ୧୧ଟାରେ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟାଜଳ। ବାମପଟ ସ୍ପିଲୱେର ୭ନଂ ସ୍ଲୁଇସ ଗେଟରୁ ବନ୍ୟାଜଳ ନିଷ୍କାସନ ନେଇ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ…

ଟୋକିଓ ଅଲମ୍ପିକ୍ସ ବିଜେତା ଓଡିଆ ଅଲମ୍ପିଆନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ…

ଏଥର ଅନୁଭବ ଦେଲେ ବର୍ଷାଙ୍କ ନାଁରେ ଏତଲା, କଣ ଅଭିଯୋଗ କରିଛନ୍ତି ଜାଣନ୍ତୁ

କଟକ (କେନ୍ୟୁଜ୍‌) : ପୁଣି ସେଲିବ୍ରିଟି ଫାଇଟ୍‌ । ପୁଣି ଘର କଳି ଆସିଲା ପଦାକୁ । କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ନାଁରେ ଅନୁଭଵ ଦେଲେ ଏତଲା। ମୋ ଘରେ ରହି ବର୍ଷା ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଅନୁଭବ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ନିଜ ଅଭିଯୋଗରେ ଅନୁଭବ…

ଭୁବନେଶ୍ବର: ବର୍ଷେ ହେବ ନିଜ ପାଖରେ ରଖି ୭ ବର୍ଷର ନାବାଳିକୁ କୁପୋଷଣ କରାଇଦେଲା ସାବତ ମା’, ଥାନାରେ ମାମଲା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଉପକଣ୍ଠର ବାଲିପାଟଣାରୁ ସାବତ ମା ଦ୍ବାରା ନିର୍ଯ୍ୟାତିତ ହେଉଥିବା ନାବାଳିକା ଉଦ୍ଧାର। ଶିଶୁଟିକ ଖାଇବାକୁ  ନଦେଇ ବିଭିନ୍ନ ନିର୍ଯ୍ୟାତତା ଦେଉଥିଲେ ସାବାତ ମା।  ଶିଶୁଟିର ବୟସ ୭ ବର୍ଷ ହେବ ବୋଲି ଜଣା ଯାଇଛି । ଜନ୍ମକଲା ମା ଏବିଷୟରେ ଜାଣିବା ପରେ କିଛି…

ଆସୁଛି ଲଘୁଚାପ ପରେ ଲଘୁଚାପ, ବଢିବ ବର୍ଷାର ପରିମାଣ

କେନ୍ୟୁଜ୍(ବ୍ୟୁରୋ):  ଆଗକୁ ମୌସୁମୀ ବର୍ଷା ପରିମାଣ ବଢିବା ସମ୍ଭାବନା । ଆସୁଛି ଲଘୁଚାପ ପରେ ଲଘୁଚାପ। ଗୋଟିଏ ଜୁଲାଇ ୧୧ରେ ଅନ୍ୟଟି ଜୁଲାଇ ୧୮ କିମ୍ବା ୧୯ରେ ଆସିବା ନେଇ ପୂର୍ବାନୁମାନ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ, ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମକେନ୍ଦ୍ର ଏବଂ ଉତ୍ତର…

‘ମୋ ବୋହୂକୁ ପୁଅ ଓ ସ୍ୱାମୀ ମିଶି ମାରିଦେଲେ’

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ନିଜ ସ୍ତ୍ରୀ ଥାଇ ଆଉ ଜଣଙ୍କ ସହ ସମ୍ପର୍କ ରଖିଥିଲେ ଯୁବକ । ଏହାକୁ ନେଇ ପତ୍ନୀ ସହ ଗଣ୍ଡଗୋଳ ହେଲା ଓ ଯୁବକ ଜଣକ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା…

ଉଦାରତାର ପରିଚୟ ଦେଲେ ପୌରପାଳିକା କର୍ମଚାରୀ, ଫେରାଇଲେ ପାଇଥିବା ୧୦ ହଜାର ଟଙ୍କା

ପୁରୀ: ଭଲ ମଣିଷ ଭଲ କାମ କରନ୍ତି । ନିଜ ବିବେକର କଥା ଶୁଣନ୍ତି ।ଏମିତି ଜଣେ ବ୍ୟକ୍ତି ଏଟିଏମ କାଉଣ୍ଟରରୁ ୧୦ ହଜାର ଟଙ୍କା ପାଇ ଫେରାଇଛନ୍ତି । ସେ ହେଉଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ଗତକାଲି ଅପରାହ୍ନରେ ସେ ଅଠରନଳା ନିକଟ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଟିଏମ…

କେନ୍ଦୁଝର: ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଯନ୍ତ୍ରୀଙ୍କ ମୃତ୍ୟୁ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା  ଘଟି ବାଇକ୍ ଆରୋହୀଙ୍କ ମୃତ୍ୟୁ ।  ମୃତ ବାଇକ୍ ଆରୋହୀ ବାରିପଦା ବୁଢାମରାର ବେଣୁଧର ଗୋଛାୟତ ବୋଲି ଜଣାପଡ଼ିଛି । ସେ ଓଡିଶା…

କଟକ: ଜିଓ ଟାୱାର ବସାଇବା ନେଇ ଠକୁଥିବା ସାଇବାର ଠକ ଗିରଫ, ଦାମୀ କାର୍ ଜବତ

କଟକ(କେନ୍ୟୁଜ୍): କଟକ କମିଶନରେଟ ପୋଲିସ ହାତରେ ଧରା ପଡିଲେ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗ।  ଅଭିଯୁକ୍ତ ମାନେ ତାଙ୍କ ଠାରୁ ଲୁଟିଥିଲେ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଏମିତି କି ଟାୱାର ବସାଇବା ସହ ମାସକୁ ୨୦ ହଜାର ଟଙ୍କା, ପରିବାରରୁ ଜଣଙ୍କୁ ଚାକିରୀ, ଜମି ବାବଦରେ ୨୦ ଲକ୍ଷ ଟଙ୍କା ଦେବେ…

ମାଟ୍ରିକ ଫେଲ୍‌ ହେଲା ପରେ ବି ବନିଲେ ଡାକ୍ତର,ଜାଣନ୍ତୁ କେମିତି

କଟକ (କେନ୍ୟୁଜ) : ମାଟ୍ରିକ ଫେଲରୁ ଡାକ୍ତର। ହଁ ମାଟ୍ରିକ ଫେଲ ପରେ ବି ହୋଇପାରିଲେ ଡାକ୍ତର। ଏହାର କାରଣ କଣ ଜାଣିଛନ୍ତି ଦୃଢ଼ ମନୋବଳ ଆଉ ଦୃଢ଼ ଇଚ୍ଛାଶକ୍ତି। ଆମେ ଆଜି ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ପରିଚିତ କରାଇବୁ ଯିଏ ମାଟ୍ରିକ ଫେଲ୍‌ ହେଲା ପରେ ବି ଡାକ୍ତର ବନିପାରିଛନ୍ତି। ଆମେ କହୁଛୁ…