Browsing Category

ରାଜ୍ୟ

ରୋଗ ଭଲ କରିବାକୁ ୫୦୦ ଚେଙ୍କ ନେଲେ, ସେଇ ଚେଙ୍କ ନେଇଗଲା ଜୀବନ

ବାଂଶପାଳ (କେନ୍ୟୁଜ୍‌) : ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର କେତେକ ଅଧିବାସୀ । ସେଇଥି ପାଇଁ ଏଇ ଅନ୍ଧବିଶ୍ୱାସ ଜଣକ ପରେ ଜଣଙ୍କ ଜୀବନ ନେଉଛି । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତରେ ।…

ଯୁବକକୁ ପିଟିପିଟି ମାରି ଦେଲେ ସିକ୍ୟୁରିଟି ଗାର୍ଡ଼, ଭିଡିଓ ଭାଇରାଲ ହେଲା ପରେ ଜଣାପଡ଼ିଲା

ରାଉରକେଲା (କେନ୍ୟୁଜ୍‌) : ବର୍ବରତାର ସୀମା ଟପିଲା ମଣିଷର। କାରଖାନା ପରିସରକୁ ପଶିଗଲା ବୋଲି ପିଟିପିଟି ମାରିଦେଲେ ସିକ୍ୟୁରିଟି ଗାର୍ଡ। ମାରି ମାରି ଦରମରା ଅବସ୍ଥାରେ ଫାଟକ ବାହାରେ ଫିଙ୍ଗି ଦେଇଥିଲେ। ଶେଷରେ ପ୍ରାଣ ହରାଇଲେ ଯୁବକ। ଯୁବକଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବାର ଭିଡିଓ ଭାଇରାଲ…

ଯାଜପୁର ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା: ଅଳଙ୍କାର ଜବତ ସହ ୩ଲୁଟେରା ଗିରଫ

ଯାଜପୁର (କେନ୍ୟୁଜ):  କୁଆଖିଆ ଥାନା ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା। ଏହି ଘଟଣାରେ କୁଆଖିଆ ପୋଲିସ ୩ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଅଂଚଳର ରଙ୍ଗା ପ୍ରଧାନ, ଆକାଶ…

କରୋନା କଟକଣାକୁ ଫୁ, ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ବିଇଓ ମ୍ୟାଡମ

ମାଲକାନଗିରି (କେନ୍ୟୁଜ) : ସରକାରୀ ଅତିଥି ଭବନରେ ଜମିଲା ନାଚ ଗୀତାର ଆସର। ଭାଇରାଲ ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନସିଂ ଭିଡିଓ। କୋଭିଡ କଟକଣାର ଧଜିଆ ଉଡାଇ ବିନା ମାସ୍କରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ…

ବୁଝାମଣା ? ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ସାମନା ସାମନି ହେଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ

କଟକ(କେନ୍ୟୁଜ୍):  କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ  ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ।  କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ଆସନ୍ତା ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ବର୍ଷାଙ୍କ…

ଭୁବନେଶ୍ବରରେ ନାବାଳିକାକୁ ଖାଇବାକୁ ନଦେଇ କୁପୋଷଣା କରାଇଥିବା ଘଟଣା: ସାବତ ମା’ ବାପାକୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଶିଶୁକନ୍ୟାକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି  ରଖିବା ସହ…

ବିବାହିତା ମହିଳାଙ୍କୁ ଦୁଷ୍କର୍ମ! ଥାନା ଦ୍ୱାରସ୍ତ ପରେ ଗିରଫ ହେଲା ଅଭିଯୁକ୍ତ

ବରଗଡ(କେନ୍ଯୁଜ୍): ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନା ଦ୍ୱାରସ୍ତ ହେଲେ ସମ୍ପୃକ୍ତ ମହିଳା ।  ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିନସ୍ଥ ଗୁରୁପାଲି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ…

ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ଯୁଜ୍): ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ। ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ। ଗର୍ଭବତୀଙ୍କୁ ଟିକାକରଣ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆଜି ଏ ନେଇ ଗାଇଡଲାଇନ ଜାରି…

ଜୁଲାଇ ୧୫ରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା, ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ବର(କେନ୍ଯୁଜ୍):ଜୁଲାଇ ୧୫ରେ ଓଡ଼ିଶା ବନ୍ଦ । ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସଙ୍କଟାପନ୍ନ ହୋଇପଡିଛି। ଏପରି ସ୍ଥିତିରେ…

ଫୋକସରେ ମାଓ ଗତିବିଧି: ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍‌ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ

କୋରାପୁଟ (କେନ୍ଯୁଜ୍): ଫୋକସରେ ମାଓ ଗତିବିଧି, ଆଇନଶୃଙ୍ଖଳା, ଅପରାଧ ଓ କରୋନା ସ୍ଥିତି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଂଜର ୬ ଜିଲ୍ଲାର ଏସ୍‌ପିଙ୍କୁ ନେଇ ଡିଆଇଜିଙ୍କ ସମୀକ୍ଷା ବୈଠକ। କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ରାଜେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ କୋରପୁଟ,…

ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ, ୮ଜଣ ଥାନାରେ ଅଟକ

କୋରାପୁଟ(କେନ୍ଯୁଜ୍): ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ ଅଭିଯୋଗ । ମଦ ବ୍ୟବସାୟୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା। କୋରାପୁଟ ସଦର ଥାନା ଡେଙ୍ଗାଜାନିଗୁଡା ଗାଁରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପାଉଚ ଜବତ କରିଛି । ମାମଲାରେ ୮ଜଣଙ୍କୁ ଥାନାରେ ଅଟକ…

ଶିଶୁ କନ୍ୟାକୁ ନିର୍ଯାତନା ଘଟଣା, ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ପୋଲିସ୍

ପିପିଲି(କେନ୍ଯୁଜ୍): ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ପୋଲିସ । ଶିଶୁ କନ୍ୟାଟିକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି ରଖିବା ସହ ନିର୍ଯାତନା…