Below header
Browsing Category

ଟେକ୍

ଏବେ ପିଜା-ବରଗର ଡେଲିଭରି କରିବ ଡ୍ରୋନ୍‌, ଆରମ୍ଭ ହେଲା ନୂଆ ସର୍ଭିସ୍‌

ବର୍ତ୍ତମାନ ଆପଣଙ୍କ ଘରେ ଗରମ ପିଜା ଏବଂ ବରଗର ପାଇବା ଆହୁରି ସହଜ ହେବ । ଏହି ଫାଷ୍ଟଫୁଡ ଖାଇବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି, କାରଣ ଡେଲିଭରି ବଏମାନେ ଆଉ ଟ୍ରାଫିକରେ ଅଟକି ରହି ଅପାଣଙ୍କୁ ଖାଦ୍ୟ ଡେଲିଭର କରିିବେ ନାହିଁ । ତେବେ ଜିନିଷ ଡେଲିଭରି ପାଇଁ ଗୁରୁଗ୍ରାମରେ…

୨୮,୦୦୦ ଟଙ୍କା ଶସ୍ତାରେ ମିଳୁଛି Honor 90 5G, ମିଳିବ ଅନେକ ଦମଦାର ଫିଚର୍ସ

Honor କମ୍ପାନୀ Honor 90 5G ସ୍ମାର୍ଟଫୋନ୍ ଲଞ୍ଚ କରି ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଏହା ହେଉଛି କମ୍ପାନୀର ଏକ ପ୍ରିମିୟମ୍ ଫୋନ୍, କିନ୍ତୁ ବର୍ତ୍ତମାନ ଏହି ଫୋନର ମୂଲ୍ୟ ମିଡରେଞ୍ଜର ସ୍ମାର୍ଟଫୋନ୍ ପରି ହୋଇପାରିଛି । ଏହି ଫୋନର ମୂଲ୍ୟରେ କମ୍ପାନୀ ଏବେ…

JioCinema ଆଣିଲା ନୂଆ ସବସ୍କ୍ରିପସନ୍‌ ସର୍ଭିସ୍‌, ୨୯ ଟଙ୍କାରେ ପାଇବେ 4K କ୍ୱାଲିଟି ଭିଡିଓ

JioCinema ନିଜର ନୂଆ ସବସ୍କ୍ରିପସନ୍‌ ସର୍ଭିସ୍‌ 'JioCinema Premium' ଲଞ୍ଚ କରିଛି । ଗୋଟିଏ ଡିଭାଇସରେ JioCinema ବ୍ୟବହାର କରିବା , ଖରାପ ଭିଡିଓ କ୍ୱାଲିଟି ଏବଂ ଦାମୀ ସବସ୍କ୍ରିପସନ୍ ଭଳି ପୂର୍ବ ସମସ୍ୟାଗୁଡିକ ହଟାଇବା ପରେ JioCinema ବର୍ତ୍ତମାନ ମାସକୁ ମାତ୍ର ୨୯ ଟଙ୍କା ରୁ ଆରମ୍ଭ…

ଏୟାରଟେଲର ୨ଟି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ମିଳିବ ଅନଲିମିଟେଡ୍ ଇଣ୍ଟରନେଟ୍

ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଏୟାରଟେଲରେ ବର୍ତ୍ତମାନ ୩୮ କୋଟିରୁ ଅଧିକ ଗ୍ରାହକ ଅଛନ୍ତି । ଉନ୍ନତ ପ୍ଲାନ, ଦୃଢ କନେକ୍ଟିଭିଟି ଏବଂ ସ୍ପିଡ ଇଣ୍ଟରନେଟ୍ ଡାଟା ପ୍ରଦାନ ହେତୁ ଏହାର ୟୁଜର ବେସ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏୟାରଟେଲ ଏହାର ୟୁଜରମାନଙ୍କୁ…

ପ୍ରଥମ ଥର ପାଇଁ HMD ଲଞ୍ଚ କଲା ସ୍ମାର୍ଟଫୋନ, ୧୫ ହଜାରରୁ ଆରମ୍ଭ ରହିଛି ଦାମ

ଆବଶ୍ୟକ ହେଲେ ଆପଣ ଏହି ଫୋନର ବ୍ୟାଟେରୀ ବଦଳାଇ ପାରିବେ କିମ୍ବା ସ୍କ୍ରିନକୁ ନିଜେ ଠିକ୍‌ କରିପାରିବେ । ଏଥିପାଇଁ କମ୍ପାନୀ iFixit ନାମକ ଏକ ୱେବସାଇଟରୁ ସେଲ୍ଫ- ରିପେୟାର କିଟ୍ ବିକ୍ରି କରିବ । ବେସିକ୍‌ Pulse ମଡେଲ୍ (୪ GB RAM ଏବଂ ୬୪ GB ଷ୍ଟୋରେଜ୍) ର ଦାମ୍‌ ପ୍ରାୟ, ୧୨,୫୦୦ ରହିଛି…

Samsung Galaxy S22ର ବେଷ୍ଟ ଡିଲ୍, ମିଳୁଛି ଭାରି ଡିସକାଉଣ୍ଟ

Samsung Galaxy S22 ହେଉଛି ସାମସଙ୍ଗ କମ୍ପାନୀର ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍, ଯାହା ୨୦୨୨ ରେ ଲଞ୍ଚ କରାଯାଇଥିଲା । ଲୁକ୍, ଡିଜାଇନ୍ ଠାରୁ ଆରମ୍ଭ କରି ଫିଚର୍ସ ଏବଂ ସ୍ପେସିଫିକେସନ ପର୍ଯ୍ୟନ୍ତ ଏହି ଫୋନରେ ସବୁକିଛି ବହୁତ ହିଁ ଦମଦାର । ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ବହୁତ ଅଧିକ ଥିଲା,…

Moto G64 5G ପରିବର୍ତ୍ତେ କିଣିପାରିବେ ଏହି ସବୁ ସ୍ମାର୍ଟଫୋନ, ଜାଣନ୍ତୁ ଫିଚର୍ସ ଓ ଦାମ

ଫୋନ ନିର୍ମାତା କମ୍ପାନୀ Motorola ନିଜର Moto G64 5G ଫୋନ ସେଲ ପାଇଁ ଉପସ୍ଥାପନ କରିଛି । ଏହି ଫୋନର ପ୍ରଥମ ଭରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ଦ୍ୱିତୀୟଟିର ମୂଲ୍ୟ ୧୬,୯୯୯ ଟଙ୍କା । ସମାନ ବଜେଟରେ ଯଦି ଆପଣ ମୋଟୋ G64 ପରିବର୍ତ୍ତେ ଅନ୍ୟ କିଛି ବେଷ୍ଟ ସ୍ମାର୍ଟଫୋନ୍ ଅପ୍ସନ…

ଏବେ ଖାଲି ମିସ୍ ୱାର୍ଲଡ ନୁହେଁ ବରଂ Miss AIର ମଧ୍ୟ ହେବ କମ୍ପିଟିସନ, ଜାଣନ୍ତୁ ୱିନିଙ୍ଗ ପ୍ରାଇଜ

ମିସ୍ ୱାର୍ଲ୍ଡ ଏବଂ ମିସ୍ ଇଣ୍ଡିଆ ପରି ଖୁବ ଶୀଘ୍ର ମିସ୍ AI ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । କେବଳ ଏତିକି ନୁହେଁ, ଏଥିରେ ଯେଉଁ AI ଜିତିବ ତାକୁ ଏକ ବଡ଼ ୱିନିଙ୍ଗ ପ୍ରାଇଜ ମଧ୍ୟ ମିଳିବ । କିଛି ସମୟ ପୂର୍ବରୁ ଏଭଳି ଥିଲା ଯେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ଡିସକାଉଣ୍ଟରେ ମିଳୁଛି ମିନି କୁଲର, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଅନେକ ଘର ମାନଙ୍କରେ ଥିବା ରୁମରେ ଝରକା ନଥାଏ ଯେଉଁଥି ପାଇଁ ସେଠାରେ ବଡ଼ କୁଲର୍ ଫିଟ୍ କରାଯାଇ ପାରେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଚିନ୍ତା କରନ୍ତି ଯେ କୁଲର ଇନଷ୍ଟଲ କରିବା ପାଇଁ ସ୍ଥାନ ନାହିଁ । ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଆପଣଙ୍କୁ ଏପରି କିଛି କୁଲର୍ ବିଷୟରେ ଜଣାଇବୁ…

ଆସିଲା BSNLର ସବୁଠାରୁ ଦମଦାର ପ୍ଲାନ୍‌, ଥରେ ରିଚାର୍ଜ କଲେ ସରିଯିବ ସବୁ ଟେନସନ୍‌

ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡିଆ କମ୍ପାନୀ ଭଳି BSNL ଆଗରେ ନାହିଁ ସତ, କିନ୍ତୁ କମ୍ପାନୀ ନିଜ ୟୁଜରମାନଙ୍କୁ ଭଲ ଅଫର ଦେଇଥାଏ । ୟୁଜରଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏହାର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ୍‌ ସାମିଲ କରିଛି । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଜବରଦସ୍ତ…

ମାତ୍ର ଦୁଇ ହଜାର ଟଙ୍କାରେ ଲଞ୍ଚ୍‌ ହେଲା Lava Prowatch, ରହିଛି ଅନେକ ବଢ଼ିଆ ଫିଚର୍‌

ଲାଭା ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଓ୍ଵାଚ୍‌ Prowatch ZN ଏବଂ Prowatch VN କୁ ଲଞ୍ଚ୍‌ କରିଦେଇଛି । ଏହି ଓ୍ଵାଚରେ ଆପଣଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ମିଳିଯିବ । ଲାଭାର ଏହି ସ୍ମାର୍ଟଓ୍ଵାଚର ଦାମ ବହୁତ କମ୍‌ ରହିଛି । ଏବଂ ୨୪ ମାସର ଓ୍ଵାରେଣ୍ଟୀ ବି ଦିଆଯାଉଛି । ଥରେ ଏହି ଓ୍ଵାଚକୁ…

ଖୁବଶୀଘ୍ର ସାମସଙ୍ଗ୍‌ ଲଞ୍ଚ କରିବ ଏକ ସୁନ୍ଦର ସ୍ମାର୍ଟଫୋନ, ସେଲଫି ଲଭର୍ସଙ୍କ ପାଇଁ ବଢ଼ିଆ ସୁଯୋଗ

ସାମସଙ୍ଗ୍‌ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍‌ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ। ଏହି ଫୋନକୁ ଗୁଗଲ ପ୍ଲେ କନସୋଲ୍ ଡାଟାବେସରେ…