Browsing Category

ଟେକ୍

Google ବିକ୍ଷୋଭକାରୀଙ୍କ ଉପରେ ନେଲା ଆକ୍ସନ, ୨୮ ଜଣ ଚାକିରିରୁ ବହିଷ୍କୃତ

Google ନିଜର ୨୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଗୁଗଲ୍‌ର କାଲିଫର୍ନିଆ ଏବଂ ନ୍ୟୁୟର୍କସ୍ଥିତ ଅଫିସ୍‌ରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନେକ ବିକ୍ଷୋଭକାରୀ ଅଫିସ୍ ବସ୍‌ଙ୍କ କ୍ୟାବିନରେ ପହଞ୍ଚି…

ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବାର ସଠିକ୍‌ ତରିକା କଣ, ଜାଣନ୍ତୁ ପ୍ରୋସେସ୍‌

ନୂଆ ସ୍ମାର୍ଟଫୋନ୍‌ କିଣିବା ସମୟରେ ଅନେକ ଲୋକ ବହୁତ ଏକ୍ସାଇଟେଡ୍‌ ରହିଥାନ୍ତି । ଏମିତିରେ ଯେତେବେଳେ ବି ଲୋକମାନେ ନୂଆ ଫୋନ ଆସେ ସେତେବେଳେ ପୁରୁଣା ଫୋନକୁ କଣ କରିବେ ବିକ୍ରି କରିବେ କି କଣ କରିବେ ଏମିତି ଅନେକ ଭାବନା ତାଙ୍କ ମନକୁ ଆସେ । କିନ୍ତୁ ଏସବୁ ଭିତରେ ମନକୁ ଏକ ପ୍ରଶ୍ନ ଆସେ ଯେ…

୧୪ ହଜାର ଟଙ୍କା କମରେ ମିଳୁଛି Samsung Galaxy Z Flip5 5G, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

ଟେକ୍ କମ୍ପାନୀ ସାମସଙ୍ଗ ଏହାର ଫୋଲଡେବଲ୍ ଫୋନ୍ Samsung Galaxy Z Flip5 5G ଉପରେ ଏକ ବଡ ଡିସକାଉଣ୍ଟ ଦେଇଛି । ଏବେ ଏହି ଫୋନରେ ଇନଷ୍ଟାଣ୍ଟ ୧୪ ହଜାର ଟଙ୍କା ଡିସକାଉଣ୍ଟ ମିଳୁଛି, ଯାହା ଆପଣ ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ସାମସଙ୍ଗ ଷ୍ଟୋର୍ ଏବଂ ଆମାଜନରୁ କିଣିପାରିବେ । ଏହି ଫୋନରେ,…

ଲଞ୍ଚ ହେଲା Vivoର ଏହି ଦମଦାର ଫୋନ୍‌, ୧୫ ହଜାର ଟଙ୍କାରୁ ବି କମ୍‌ ରହିଛି ଦାମ୍‌

ଯଦି ଆପଣ ୧୫,୦୦୦ ଟଙ୍କା ବଜେଟରେ ଏକ ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ Vivo ଆପଣଙ୍କ ପାଇଁ ଆଣିଛି ଏକ ଦମଦାର ମଡେଲ । Vivo T3X 5G ସ୍ମାର୍ଟଫୋନର ଦମଦାର ଫିଚର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୟୁଜର୍ସମାନେ ଏହି ଡିଭାଇସରେ ଡୁଆଲ୍‌ ଷ୍ଟେରିଓ ସ୍ପିକର ଏବଂ…

କମ୍‌ ଟଙ୍କା ଖର୍ଚ୍ଚ କରି ଥଣ୍ଡା ପବନର ମଜା ନିଅନ୍ତୁ , ଏଠାରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ନିଜ ଘର ପାଇଁ AC କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଏହାକୁ କେମିତି ଶସ୍ତାରେ କିଣିବେ ଯଦି ଜାଣିପାରୁ ନାହାଁନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଏଠାରେ ଆମେ ଆପଣଙ୍କୁ ACର କିଛି ଭଲ ଅପ୍ସନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣ ଡିସକାଉଣ୍ଟରେ ଅତି କମ୍ ଦାମରେ AC…

ଏବେ ଇନଷ୍ଟାଗ୍ରାମରେ ବ୍ୟବହାର କରିପାରିବେ Meta AI, ଜାଣନ୍ତୁ କିପରି

ନିକଟରେ ଖବର ଆସିଥିଲା ​​ଯେ ମେଟା ହ୍ୱାଟ୍ସଆପରେ Meta AI ଟେଷ୍ଟିଙ୍ଗ କରିବା ଆରମ୍ଭ କରିଛି । ବର୍ତ୍ତମାନ ଖବର ଆସିଛି ଯେ ମେଟା ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏହାର ଜେନେରେଟିଭ୍ AI ଚାଟବଟ୍ ଟେଷ୍ଟିଙ୍ଗ କରୁଛି, ଯେଉଁଥିରେ ୟୁଜର୍ସମାନେ ସର୍ଚ୍ଚ ବାର୍ ମାଧ୍ୟମରେ ଏହାକୁ ବ୍ୟବହାର କରିପାରିବେ ।…

ଫ୍ଲିପକାର୍ଟରେ ମିଳୁଛି ଭାରି ଡିସକାଉଣ୍ଟ, ଶସ୍ତାରେ କିଣନ୍ତୁ AC ଏବଂ ଫ୍ରିଜ

ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ Super Cooling Days 2024 ଘୋଷଣା କରିଛି, ଯାହା ଆଜି ଠାରୁ ଅର୍ଥାତ ୧୭ ଏପ୍ରିଲରୁ ଆରମ୍ଭ ହେଉଛି । ଏହି ଅନୁଆଲ ସେଲରେ କମ୍ପାନୀ କିଛି ବିଶେଷ ଅଫର ଏବଂ ଡିଲ୍ ଆଣିଥାଏ । ଆଜିଠାରୁ ଏହି ସେଲ ୨୩ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ, ଆପଣ ଏସି ଠାରୁ…

କେମିତି ବଦଳାଇବେ WhatsApp ଆକାଉଣ୍ଟ ନମ୍ବର, ଜାଣନ୍ତୁ ଚାଟ ଡିଲିଟ ହେବ କି ନାହିଁ

WhatsApp ଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଯାହାକୁ ସମଗ୍ର ବିଶ୍ୱରେ ଲୋକମାନେ ବ୍ୟବହାର କରୁଛନ୍ତି । ୟୁଜରମାନଙ୍କ ପାଇଁ କମ୍ପାନୀ ନୂଆ ଫିଚର ଉପରେ କାମ ଜାରି ରଖିଛି । ବର୍ତ୍ତମାନ ୟୁଜରମାନଙ୍କ ସୁବିଧା ପାଇଁ ଆପରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଫିଚର ଦିଆଯାଇଛି, ଏହି…

୧୮ ଏପ୍ରିଲରେ ଲଞ୍ଚ ହେବ OnePlusର ଏହି ପ୍ରିମିୟମ ଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ୱାନପ୍ଲସର ସ୍ମାର୍ଟଫୋନ୍ ୟୁଜରମାନେ ବହୁତ ପସନ୍ଦ କରନ୍ତି । ଏହି କମ୍ପାନୀର ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ଫୋନ୍ ବହୁତ ଭଲ, କିନ୍ତୁ ଅଧିକ ମୂଲ୍ୟ ହେତୁ ଭାରତୀୟ ୟୁଜର୍ସମାନେ ଏହି ଫୋନ୍ କିଣିପାରନ୍ତି ନାହିଁ । ଗତ ବର୍ଷ ଅକ୍ଟୋବରରେ OnePlus 11R 5G ର ସୋଲାର…

Asus ଲଞ୍ଚ କଲା ଡୁଆଲ ସ୍କ୍ରିନର ଦମଦାର ଲାପଟପ୍‌, ଜାଣନ୍ତୁ ଦାମ ଓ ଫିଚର୍ସ

Asus ଭାରତରେ Asus Zenbook Duo (2024) ଲାପଟପ୍ ଲଞ୍ଚ କରିଛି । Asus ଭିନ୍ନ ଲାପଟପ୍ ତିଆରି କରୁଥିବା ପାଇଁ ବେଶ୍‌ ଜଣାଶୁଣା ଏବଂ ଏଥର ମଧ୍ୟ ଏହି କମ୍ପାନୀ ଡୁଆଲ୍ ସ୍କ୍ରିନ୍ ଲାପଟପ୍ ର ଏକ ଆଡଭାନ୍ସ ଭର୍ସନ ଆଣିଛି । ଏହା Asus Zenbook 17 ଫୋଲ୍ଡ OLED ଭଳି ଦେଖାଯାଏ, କିନ୍ତୁ ଏହାର…

ୟୁଜର୍ସଙ୍କୁ ବଡ ଝଟକା ଦେଲେ ଏଲନ୍ ମସ୍କ, ଏବେ Xରେ ପୋଷ୍ଟ କରିବାକୁ ଦେବାକୁ ପଡିବ ଟଙ୍କା

ଏଲନ୍ ମସ୍କ ପୁଣି ଥରେ ଏକ ବଡ ପ୍ରସ୍ତୁତି କରୁଛନ୍ତି । ଏବେ X (ପୂର୍ବରୁ ଟ୍ୱିଟର) ୟୁଜର୍ସଙ୍କୁ ଯେକୌଣସି କଣ୍ଟେଣ୍ଟ ପୋଷ୍ଟ କରିବାକୁ ଟଙ୍କା ଦେବାକୁ ପଡିବ । ଏକ୍ସ, ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା…

ମୋବାଇଲ୍ ୟୁଜର୍ସଙ୍କ ପାଇଁ ବନ୍ଦ ହେଲା ଏହି ସ୍ୱତନ୍ତ୍ର ସର୍ଭିସ, ଜାଣନ୍ତୁ କାରଣ

ବଢ଼ୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ DoT (ଟେଲିକମ୍ ବିଭାଗ) ଗତକାଲିଠାରୁ USSD ଆଧାରିତ କଲ୍ ଫରୱାର୍ଡିଂ ସର୍ଭିସକୁ ବନ୍ଦ କରି ଦେଇଛି । ନିକଟରେ ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ, ​​ଭି, ବିଏସଏନଏଲକୁ ଏକ ସର୍କୁଲାର ଜାରି କରିଛି । ମାର୍ଚ୍ଚ ୨୮ରେ ଜାରି କରାଯାଇଥିବା…