ହାତରେ ବ୍ୟାଣ୍ଡେଜ୍ ବାନ୍ଧି କାନ୍ସ ରେଡ୍ କାର୍ପେଟରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଭାଇରାଲ ହେଉଛି ଫଟୋ
ପ୍ରତ୍ୟେକ ବର୍ଷ ପରି, ଏଥର ମଧ୍ୟ ଫ୍ରାନ୍ସର ଫ୍ରାନ୍ସର ରିଭିଆରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଆୟୋଜନ ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ସବର ଦ୍ୱିତୀୟ ଦିନରେ ବଲିଉଡର ବ୍ୟୁଟି କ୍ୱିନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍ ପ୍ରକାଶ ପାଇଛି । କାନ୍ସ ୨୦୨୪ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ମେଗାଲୋପଲିସ୍ ସ୍କ୍ରିନିଂରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ବ୍ଲାକ ଏବଂ ଗୋଲଡେନ କଲର ପ୍ରଜାପତି ଥିବା ଗାଉନରେ ନିଜର ଜଲୱା ଦେଖାଇଥିଲେ…
Read More...