କମାଲ ଦେଖାଇଲେ ଦୁଇ ଭାଇ, ଜାଣନ୍ତୁ ଦେଶର ସର୍ବ କନିଷ୍ଠ ସିଇଓ
କୌଣସି କମ୍ପାନୀର ସିଇଓ କଥା କହିଲେ ବୟସ୍କ ବ୍ୟକ୍ତିଙ୍କ କଥା ମନକୁ ଆସିଥାଏ । କାରଣ ଛୋଟ କମ୍ପାନୀ ହେଉ କି ବଡ଼, ଏହାକୁ ସମ୍ଭାଳିବା ପାଇଁ ଅଭିଜ୍ଞତା ରହିବା ନିହାତି ଆବଶ୍ୟକ । କିନ୍ତୁ ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ କୁନି ସିଇଓଙ୍କ ବିଷୟରେ କହିବାକୁ ଯାଉଛୁ । ମାତ୍ର ୧୪- ୧୫ ବର୍ଷ ବୟସରେ କମ୍ପାନୀର ଦାୟିତ୍ୱ ନେଇ ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ ।
ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଦୁଇ ଭାଇ ୧୪-୧୫ ବର୍ଷ…
Read More...