ଲିଭିଗଲା ବଙ୍ଗୀୟ ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀଙ୍କ ଜୀବନ ଦୀପ, ୧୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ
ଦୁନିଆରୁ ବିଦାୟ ନେଇଛନ୍ତି ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀ । ମଙ୍ଗଳବାର ରାତିରେ ତାଙ୍କ ନିଜସ୍ବ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କ୍ୟାନସ ରୋଗରେ ପୀଡିତ ଅବସ୍ଥାରେ ସେ ୮୮ବର୍ଷ ବୟସରେ ଦେହାନ୍ତ ଘଟିଛି ।
କର୍କଟ ରୋଗରେ ପୀଡିତ ଥିବାରୁ ଅଭିନେତ୍ରୀ…