Browsing Tag

Afghanistan

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ, ୨ ପାଇଲଟ ମୃତ

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ରକ୍ଷା ବିଭାଗ ମୁତାବକ, ଉତ୍ତରୀ ସମାଙ୍ଗନ ଅଞ୍ଚଳରେ ହେଲିକପ୍ଟର କ୍ରାସ ହୋଇଥିଲା । ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ଆଫଗାନିସ୍ତାନର…

କାବୁଲ: ବୈଦେଶିକ ମନ୍ତ୍ରାଳୟ ନିକଟରେ ଜୋରଦାର ବିସ୍ଫୋରଣ, ୧୩ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିସ୍ଫୋରଣ ସୋମବାର ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ଚେକ୍ ପୋଷ୍ଟ ନିକଟରେ…

ଆଫଗାନିସ୍ତାନରେ ତାଲିବାନଙ୍କ ରାଜ୍‌, ମେଡିସିନ ଷ୍ଟୋରରେ ଗର୍ଭ ନିରୋଧକ ଏବଂ କଣ୍ଡୋମ୍‌ ବିକ୍ରି ବ୍ୟାନ୍‌

ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଗର୍ଭ ନିରୋଧକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ମହିଳାଙ୍କୁ ଗର୍ଭନିରୋଧକ ଔଷଧ ସେବନ ନ କରିବାକୁ କୁହାଯାଇଛି । ଏଥିସହିତ ମେଡିକାଲ ଷ୍ଟୋରମାନଙ୍କରେ ମଧ୍ୟ ଏହାର ବିକ୍ରି ଉପରେ ରୋକ ଲାଗୁ କରାଯାଇଛି । ଏହାଛଡା ଦୋକାନକୁ ସମସ୍ତ ଜନ୍ମ ନିୟନ୍ତ୍ରଣ ଜିନିଷ…

କାବୁଲରେ ପୂର୍ବ ସାଂସଦ ମୁର୍ସଲ ନବୀଜାଦାଙ୍କୁ ହତ୍ୟା

ଆଫଗାନିସ୍ତାନ : ରବିବାର ଏଠାରେ କିଛି ଅଜ୍ଞାତ ବନ୍ଧୁକଧାରୀ ଆଫଗାନିସ୍ତାନ ପୂର୍ବତନ ସାସଂଦ ମୁର୍ସଲ ନବିଜାଦା ଓ ତାଙ୍କ ବଡିଗାର୍ଡଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କାବୁଲ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ବୋଲି କହିଛି । ଆଫଗାନିସ୍ତାନ ରାଜଧାନୀ କାବୁଲରେ ତାଲିବାନ ସରକାର ଆସିବା…

ଆଫଗାନ ସରକାରଙ୍କ ଅଜବ ନିୟମ: ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢିପାରିବେ ତାଲିବାନ ମହିଳା

ପ୍ରାଇମେରୀ ଯାଏ ପଢିପାରିବେ ତାଲିବାନ ମହିଳା। ଆଫଗାନ ସରକାରଙ୍କ ଅଜବ ନିୟମ । ଆଫଗାନିସ୍ତାନରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପଢିପାରିବେ ମହିଳା। ପୂର୍ବରୁ ବିଶ୍ୱବିଦ୍ୟାଳୟ ପଢିବା ଉପରେ କଟକଣା ଲଗାଇଥିଲେ ସରକାର। ଏ ନେଇ ଆନ୍ତର୍ଜାତୀୟ ସ୍ତରରେ ବିରୋଧ ପରେ ପ୍ରାଇମେରୀ ଯାଏ ମହିଳାଙ୍କୁ…

ଗଣମାଧ୍ୟମରେ ରହିବେ ନାହିଁ ମହିଳା ଆଙ୍କର, ଆସିବେନି କେହି ମହିଳା ଅତିଥି…ମିଡିଆକୁ ତାଲିବାନର ନୂଆ ଆଦେଶ ଜାରି

ଆଫ୍‌ଗାନିସ୍ତାନରେ ତାଲିବାନ ଦ୍ୱାରା ମହିଳାଙ୍କ ଉପରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ସେମାନଙ୍କ ସ୍କୁଲ ଶିକ୍ଷା ଉପରେ ପ୍ରହାର କରିବା ପରେ ଏବେ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଉପରେ ନାନା ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ତାଲିବାନ ତରଫରୁ ମିଡିଆକୁ ନୂଆ ଆଦେଶ ଜାରି କରାଯାଇଛି।…

ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା…

ଆଫଗାନିସ୍ତାନ: ରାସ୍ତାରେ ଥିବା ବସ୍‌ରେ ବୋମା ବିସ୍ଫୋରଣ, ୭ ମୃତ

ଆଫଗାନିସ୍ତାନର ବଲ୍ଖ ପ୍ରାନ୍ତରେ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ମୁତାବକ, ଏହି ବୋମା ବିସ୍ଫୋରଣ ବଲ୍‌ଖ ପ୍ରାନ୍ତର ରାଜଧାନୀ ମଜାର ଏ ଶରିଫ ନିକଟରେ ହୋଇଛି। ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏହି…

କାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ନିକକଟରେ ବୋମା ବିସ୍ଫୋରଣ। ଏହି ଘଟଣାରେ ୨୦ ଲୋକ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ପରେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକ ଜୀବନ ବଞ୍ଚାଇ…

ଆଫଗାନିସ୍ତାନରେ ମସ୍‌ଜିଦରେ ଆତ୍ମଘାତୀ ବିସ୍ଫୋରଣ; ଇମାମ୍‌ଙ୍କ ସମେତ ଚାଲିଗଲା ୧୫ ଜଣଙ୍କ ପ୍ରାଣ

ଆଫଗାନିସ୍ତାନର ହେରାତରେ ଗୁଜରଗାହ ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଖବର ମୁତାବକ, ବିସ୍ଫୋରଣରେ ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୫ ଜଣ ଲୋକଙ୍କ ପ୍ରାଣ ଯାଇଛି। ହେରାତ ଗଭର୍ଣ୍ଣରଙ୍କ ପ୍ରବକ୍ତା…

ତାଲିବାନ୍‌ ରାଜ୍‌କୁ ବର୍ଷେ: ଆଫ୍‌ଗାନ୍‌ରେ ବନ୍ଦ ହୋଇଗଲାଣି ଅଧିକାଂଶ ମିଡିଆ ହାଉସ୍‌, ୨୦୦୦ ସାମ୍ବାଦିକ ବେରୋଜଗାର

ଆଫଗାନିସ୍ତାନରେ ତାଲିବାନ ଶାସନକୁ ବର୍ଷେ ପୂରିଛି। ତାଲିବାନୀଙ୍କ ଶାସନର ୧ ବର୍ଷ ପୂରଣ ହେବା ପରେ ସେଠାରେ ମିଡିଆ ବଞ୍ଚି ରହିବା ପାଇଁ ସଂଘର୍ଷ ଚଳାଇଛି। ରିପୋର୍ଟରଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ମିଡିଆ ପାଇଁ କୌଣସି ଆଇନ୍‌ କାନୁନ୍‌ ନାହିଁ। ତାଲିବାନ୍‌ ରାଜ୍‌ରେ ଆଫଗାନିସ୍ତାନରେ…

ତାଲିବାନର ଟପ୍‌ କମାଣ୍ଡର ଶେଖ୍‌ ରହିମୁଲ୍ଲାହ ହକ୍କାନୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ; ନକଲି ଗୋଡ଼ରେ ବିସ୍ଫୋରକ…

ଆତ୍ମଘାତୀ ଆତଙ୍କୀ ଆକ୍ରମଣକୁ ପ୍ରୋତ୍ସାହନ ଦେଉଥିବା ତାଲିବାନର ଶେଖ୍‌ ରହିମୁଲ୍ଲାହ ହକ୍କାନୀ ନିଜେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଏକ ମଦରାସାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀ ନିଜର ଏକ ନକଲି ଗୋଡ଼ରେ ବିସ୍ଫୋରକ ଲୁଚାଇ ରଖିଥିଲା।…