Browsing Tag

ahmedabad

୨୦୦୮ ଅହମ୍ମଦାବାଦ ବିସ୍ଫୋରଣ ମାମଲା, ୩୮ ଆତଙ୍କବାଦୀଙ୍କ ମୃତ୍ୟୁଦଣ୍ଡ କାଏମ

ନୂଆଦିଲ୍ଲୀ: ୨୦୦୮ ଅହମ୍ମଦାବାଦ ବିସ୍ଫୋରଣ ମାମଲା ।  ୩୮ ଜଣଙ୍କ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ୨୦୦୮ ମସିହାରେ ସାରା ଦେଶକୁ ଦୋହଲାଇ ଦେଇଥିବା ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ବଡ଼ ନିଷ୍ପତ୍ତି ଆସିଛି । ଗୁଜରାଟ ହାଇକୋର୍ଟ ଏହି ମାମଲାରେ ସ୍ପେଶାଲ କୋର୍ଟଙ୍କ…

ବିସିସିଆଇର ନିଷ୍ପତ୍ତି : ବେଙ୍ଗାଲୁରୁକୁ ଝଟକା, ଅହମଦାବାଦରେ ହେବ ଆଇପିଏଲ ୨୦୨୬ ଫାଇନାଲ ମ୍ୟାଚ

ଆଇପିଏଲ ୨୦୨୬ର ପ୍ଲେ ଅଫ ଭେନ୍ୟୁକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ବିସିସିଆଇର ନିଷ୍ପତ୍ତି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଅହମଦାବାଦରେ ଖେଳାଯିବାକୁ ଥିବା ବେଳେ କ୍ବାଲିଫାୟର-୧ ଧର୍ମଶାଳାରେ ଖେଳାଯିବ । ଆଉ ଏଲିମିନେଟର ଏବଂ କ୍ବାଲିଫାୟର-୨ ମ୍ୟାଚ…

ଅହମଦାବାଦରେ ଦୋସା ଖାଇ ୨ ପିଲାଙ୍କ ମୃତ୍ୟୁ ଅଭିଯୋଗ, ବାପା ମା’ ଗୁରୁତର

ଗୁଜରାଟ : ଅହମଦାବାଦର ଚାନ୍ଦଖେଡା ଅଞ୍ଚଳରେ ଗୋଟିଏ ପରିବାରର ୨ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମାତାପିତା ଗୁରୁତର ରହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଯେ, ଦୋସା ଖାଇବା ପରେ ଏଭଳି ଅଘଟଣ ହୋଇଛି । ତେବେ ଏଯାଏଁ ଏହାର ସତ୍ୟତା ଜଣାପଡିନାହିଁ । ମୃତ ପିଲାଙ୍କ ଜେଜେ ଗୌରୀଶଙ୍କର ପ୍ରଜାପତି…

ଅହମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ, ପିଲାମାନେ ଆତଙ୍କିତ

ଗୁଜରାଟ : ଗୁଜରାଟ ଅହମ୍ମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ । ବୋମା ଧମକ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅତିକମରେ ୨୮ ସ୍କୁଲକୁ ଇମେଲ୍ ମାଧ୍ୟମରେ ଧମକ ମିଳିଛି । ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ ରହିଛି । ଧମକପୂର୍ଣ୍ଣ ମେଲ୍ ମିଳିବା ପରେ…

ପୁଣି ୧୦ଟି ସ୍କୁଲକୁ ବୋମା ଧମକ, ଧମକ ପରେ ଛୁଟି ଘୋଷଣା କଲେ ସ୍କୁଲ ପ୍ରଶାସନ

ଗୁଜରାଟ : ପୁଣି ସ୍କୁଲକୁ ବୋମା ଧମକ । ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ । ୧୦ଟି ସ୍କୁଲକୁ ଇମେଲ ମ୍ୟାଧ୍ୟମରେ ବୋମା ଧମକ ମିଳିଛି । ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ 'ମୁନରୋ କ୍ୟୁକେଲ ' ନାମକ ଏକ ଇମେଲ ଆଇଡିରୁ ଧମକପୂର୍ଣ୍ଣ ମେଲ ଆସିଥିଲା । ମେଲ ସମ୍ପର୍କରେ ସୂଚନା…

୨୦ ବର୍ଷ ପରେ ଭାରତକୁ ମିଳିଲା ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଦାୟିତ୍ବ, ଅହମଦାବାଦରେ ହେବ ଅନୁଷ୍ଠିତ

ଭାରତୀୟଙ୍କ ପାଇଁ ଖୁସି ଖବର । ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଅଧିକାର ଦାୟିତ୍ବ ଭାରତକୁ ମିଳିଛି । ଗୁଜରାଟର ଅହମ୍ମଦାବାଦ ସହରକୁ ମିଳିଛି ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନର ଦାୟିତ୍ବ । ଗ୍ଲାସଗୋରେ ଅନୁଷ୍ଠିତ ୭୪ ରାଜ୍ୟଗୋଷ୍ଠୀ ସଦସ୍ୟଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭାରତ ୨୦୩୦…

ଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା : ୩ ଯାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଅହମ୍ମଦାବାଦ : ଗତକାଲି ଅହମ୍ମଦାବାଦରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି  ।ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ…

ଅହମଦାବାଦ ଟେଷ୍ଟରେ ଟିମ୍ ଇଣ୍ଡିଆର ଦୃଢ ସ୍ଥିତି, କେଏଲ ରାହୁଲ, ଜୁରେଲ ଏବଂ ଜାଡେଜାଙ୍କ ଶତକ, ଭାରତ ୪୪୮/୫

ଅହମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ ହରାଇ ୪୪୮ ରନ କରିଛି । ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୮୬ ରନ ଆଗୁଆ ରହିଛି । କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକ ବଳରେ ଭାରତ ୪୪୮ ରନ୍…

ପ୍ରେମରେ ଧୋକା ସହିପାରିଲେନି ଯୁବକ, ଅନ୍ୟତ୍ର ନିର୍ବନ୍ଧ କରିଥିବାରୁ ପ୍ରେମିକାକୁ ମାରିଲେ ଗୁଳି

ଗୁଜରାଟ : ପ୍ରେମରେ ଅନ୍ଧ ହୋଇଗଲା ଯୁବକ । ଆଉ ଦିନ ଦ୍ବିପ୍ରହରରେ ପ୍ରେମିକାକୁ ଗୁଳି ମାରିଲା । ଗୁଳି ମାରିବା ପରେ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁଜରାଟ ଅହମଦାବାଦରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ମୁତାବକ, ଅହମଦାବାଦର ନାରୋଲ ଅଞ୍ଚଳରେ ଆଲିଫ ନଗରରେ ଯୁବକ ଜଣକ…

ଦଶମ ଶ୍ରେଣୀ ଛାତ୍ରକୁ ଛୁରୀ ମାରି ଜୀବନ ନେଇଗଲା ୯ମ ଶ୍ରେଣୀ ଛାତ୍ର, ସ୍କୁଲରେ ତୁମୁଳକାଣ୍ଡ

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଗତକାଲି ପିଲା ଉପରେ ଆକ୍ରମଣ ହୋଇଥିଲା । ଆଉ ଆଜି ହସପିଟାଲରେ ଚିକିତ୍ସିତ…

କମନୱେଲ୍ଥ ଗେମ୍ସ ୨୦୩୦ ଭାରତରେ ହେବ ଆୟୋଜନ ! IOA ଦେଲା ମଞ୍ଜୁରୀ

କମନୱେଲ୍ଥ ଗେମ୍ସ ୨୦୩୦ ଆୟୋଜନକୁ ନେଇ ଭାରତର ବଡ଼ ପଦକ୍ଷେପ । ଭାରତୀୟ ଅଲିମ୍ପିକ୍ ସଂଘ (IOA) ବୁଧବାର ଏନେଇ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି ।  ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଏହି ଆୟୋଜନକୁ ନେଇ ଅଫିସିଆଲ ଭାବେ ମଞ୍ଜୁର କରିଛି । ବର୍ତ୍ତମାନ ଭାରତକୁ ୩୧ ଅଗଷ୍ଟ ସୁଦ୍ଧା ଚୂଡ଼ାନ୍ତ…

ତିମିର ବାନ୍ତି ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ, ଯାହାର ଆନୁମାନିକ ମୂଲ୍ୟ ୨କୋଟି

୨ କିଲୋଗ୍ରାମ ସ୍ପର୍ମ ତିମି ବାନ୍ତି ସହ ଜଣେ ବ୍ୟକ୍ତିଙ୍କୁ ବୁଧବାର ଦିନ ଗିରଫ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ । ଯାହାକୁ ଆମ୍ବରଗ୍ରିସ୍ କୁହାଯାଏ । ଯାହାର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ରହିଥିବା ଆକଳନ କରାଯାଉଛି । ସୂଚନାନୁଯାୟୀ, ବେଆଇନ୍ ଭାବରେ ବ୍ୟକ୍ତି ଜଣକ …