Browsing Tag

akshay kumar

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ 'ମଇଦାନ' ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି…

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ରିଲିଜ୍‌ ଡେଟ୍‌ ହେଲା ପରିବର୍ତ୍ତନ, ଜାଣନ୍ତୁ…

ବର୍ତ୍ତମାନ ଫ୍ୟାନ୍ସ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଉଭୟ ଷ୍ଟାର ବହୁତ ଦିନ ଧରି ମଜାଳିଆ ଷ୍ଟାଇଲ୍‌ରେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମଟି ଏପ୍ରିଲ ୧୦ରେ ସିନେମା ହଲ୍‌ରେ ରିଲିଜ୍‌…

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂରେ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ ହଜାର…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।…

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ନେଇ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା, ପ୍ରତିଦିନ ସୁଟିଂରେ ଖର୍ଚ୍ଚ ହୁଏ ଏତେ…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ଅଭିନୀତ ଫିଲ୍ମ ‘ବଡେ ମିୟା ଛୋଟେ ମିୟା' ଏକ ବଡ ବଜେଟ୍ ସହିତ ୩୫୦ କୋଟି ଟଙ୍କାରେ ନିର୍ମିତ ହେଉଛି । ତେବେ ଏହି ଫିଲ୍ମରେ ଅନେକ ଆକ୍ସନ୍ ଦେଖିବାକୁ ମିଳିବାକୁ ଯାଉଛି । ଟ୍ରେଲରକୁ ଦେଖି ଏହା ଅନୁମାନ କରାଯାଇପାରେ । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଅଲି…

ସାମ୍ନାକୁ ଆସିଲା ‘ବଡେ ମିୟା ଛୋଟେ ମିୟା’ର ଟ୍ରେଲର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ଟ୍ରେଲର ରିଲିଜ୍‌ ହୋଇଛି । ଉଭୟ ତାରକା ବହୁତ ସମୟ ଧରି ସୋସିଆଲ ମିଡିଆରେ ଏହି କଥା ପାଇଁ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଫିଲ୍ମର ବିଟିଏସ୍ ଏବଂ କେତେବେଳେ ଫିଲ୍ମର ଗୀତଗୁଡ଼ିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି…

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଆଉ ଏକ ନୂଆ ସଙ୍ଗ୍‌, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମର ଗୀତ, ଟ୍ରେଲର, ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା । ଯାହା ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ…

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ସେକେଣ୍ଡ ଗୀତ, ଭିଡିଓ ଦେଖି ଦର୍ଶକ ମାନେ ପକାଇଲେ ‘ନାଟୁ ନାଟୁ’…

ଅକ୍ଷୟ ଓ ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ଦ୍ୱିତୀୟ ଗୀତ ‘ମସ୍ତ ମଲଙ୍ଗ ଝୁମ୍ ’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟ କୁମାର ଓ ଆକ୍ସନ୍ ସୁପରଷ୍ଟାର ଟାଇଗର ଶ୍ରଫ୍ ଧାସୁ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତଟିରେ ସେମାନଙ୍କ ଡ୍ୟାନ୍ସ…

ଇଭେଣ୍ଟରେ ଅକ୍ଷୟ ଓ ଟାଇଗରଙ୍କ ଲାଇଫ୍‌ ଷ୍ଟଣ୍ଟ୍ ଦେଖିବା ପାଇଁ ଭିଡ଼, ନିୟନ୍ତ୍ରଣ କରିବାକୁ ପୋଲିସ କଲେ ଲାଠିଚାର୍ଜ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ତାଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ଚଳିତ ବର୍ଷର ରିଲିଜ୍‌ ହେବାକୁ ଯାଉଛି । ଫ୍ୟାନ୍ସମାନେ ଏହାକୁ ଦେଖିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଏହି…

BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍‌ କରିବାକୁ ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ନୂଆ ଫିଲ୍ମରେ ଅଭିନେତାଙ୍କୁ ଦେଖିବାକୁ ମିଳିବ । ଏହା ସହ ଏହି ବର୍ଷ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ତେବେ ଅଭିନେତା ଏହାର ପ୍ରମୋସନ୍‌ରେ…

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ନୂଆ ଗୀତ ‘ଶମ୍ଭୁ’ର ଟିଜର, ଜାଣନ୍ତୁ କେବେ ହେବ ରିଲିଜ୍‌

ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରାୟତଃ କିଛି ନା କିଛି କଥା ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଫିଲ୍ମ ବ୍ୟତୀତ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ସବୁବେଳେ ପ୍ରଶଂସା ପାଆନ୍ତି । ତେବେ ବଲିଉଡର ଖିଲାଡି କୁମାର ତାଙ୍କର ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’…

ରଶ୍ମିକା, କ୍ୟାଟ୍ରିନା, କାଜଲଙ୍କ ପରେ ଏବେ ଡିପଫେକ୍‌ର ଶିକାର ହେଲେ ବଲିଉଡର ଖିଲାଡି କୁମାର

ବର୍ତ୍ତମାନ ଏହା AI ର ଯୁଗ, ଯାହାର କିଛି ସୁବିଧା ଏବଂ କିଛି ଅସୁବିଧା ମଧ୍ୟ ରହିଛି । ପ୍ରତିଦିନ ସେଲିବ୍ରିଟିମାନେ ଡିପଫେକ୍‌ର ଶିକାର ହେଉଛନ୍ତି । ଏବେ ବଲିଉଡର ଖିଲାଡି ଅକ୍ଷୟ କୁମାର ଡିପଫେକ୍‌ର ଶିକାର ହୋଇଛନ୍ତି । ତେବେ ଅନଲାଇନ୍‌ରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୁପରଷ୍ଟାର…

ଶାହରୁଖ, ଅକ୍ଷୟ ଏବଂ ଅଜୟ ଦେବଗନଙ୍କୁ ହାଇକୋର୍ଟଙ୍କ ନୋଟିସ, ପାନ ମସାଲା ବିଜ୍ଞାପନ କରିବା ପଡିଲା ମହଙ୍ଗା

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ପୀଠ ଦ୍ୱାରା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ପାନ୍ ମସାଲା କମ୍ପାନୀଗୁଡିକର ବିଜ୍ଞାପନ କରିବା ମାମଲାରେ ଏହି ନୋଟିସ୍‌ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଓକିଲ ଏହି ଆବେଦନକୁ ଖାରଜ…