Browsing Tag

akshaya tritiya

ଓଡ଼ିଶାର ନିଆରା ଘଡି ପଥୁଲି ପରମ୍ପରା

ଆଜି ହେଉଛି ଓଡ଼ିଶାର କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ । ଏହି ଦିନ ମାଟି ମାଆକୁ ପୂଜା କରି ଅକ୍ଷି ମୁଠି ଅନୁକୂଳ କରିଥାଏ ଚଷା ପୁଅ । କାହିଁ କେଉଁ କାଳରୁ ବିଶ୍ବାସ ରହିଛି ଯେ, ଏହି ଦିନ ଜମିରେ ବିହନ ମୁଠାଏ…

ପବିତ୍ର ଅକ୍ଷୟ ତୃତିୟା ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ, ଚନ୍ଦନ ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଆଙ୍କ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମ ଅନୁସାରେ ଏହି ତିଥି ବହୁତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟାରେ ସୁନା କିଣିବା ମଧ୍ୟ ଶୁଭ ବୋଲି ଧରାଯାଏ। ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ତେବେ ଆଜିର ଆଧୁନିକ ପିଢ଼ି ଏହି ପର୍ବ…

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ

ପୁରୀ (କେନ୍ୟୁଜ): ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ଯ…

ଅକ୍ଷୟ ତୃତୀୟା: ଯଦି ସୁନା କିଣିବାକୁ ପଇସା ନାହିଁ, ତା’ ହେଲେ କିଣି ଆଣନ୍ତୁ ଏହି ୫ଟି ଶସ୍ତା ଜିନିଷ…ବର୍ଷଯାକ ରହିବନି…

ଆଜି ସାରା ଦେଶରେ ପାଳିତ ହେଉଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ହିନ୍ଦୁ ଶାସ୍ତ୍ରରେ ବୈଶାଖ ମାସର ବିଶେଷ ମହତ୍ତ୍ୱ ରହିଛି। ଏହି ମାସର ଶୁକ୍ଳପକ୍ଷ ତୃତୀୟା ତିଥିକୁ ହିଁ ଅକ୍ଷୟ ତୃତୀୟା ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମ ଅନୁସାରେ, ଏହି ତିଥି ବହୁତ ଶୁଭ ହୋଇଥାଏ। ଆଜିର ଦିନରେ ସୁନା କିଣିବା…

ହିନ୍ଦୁ ଧର୍ମଶାସ୍ତ୍ରରେ ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ରହିଛି ଏହି ବିଶେଷ ମହତ୍ତ୍ୱ

ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ଆଜିର ଦିନରେ ପଡ଼ିଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଯାହାକୁ ପ୍ରତ୍ୟେକ ଅତି ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ଏହାକୁ ଅନ୍ୟ ସ୍ଥାନରେ ଆଖା ତିଜ୍‌ ମଧ୍ୟ କହିଥାନ୍ତି। ଆଜିର ଦିନରେ…

ଆଜି ଅକ୍ଷୟ ତୃତୀୟାରେ କରନ୍ତୁ ଏସବୁ କାମ: ସନ୍ତୁଷ୍ଟ ହେବେ ଧନଲକ୍ଷ୍ମୀ, ଦୂର ହେବ ଆର୍ଥିକ ସମସ୍ୟା

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ଠାରୁ ଶୁଭ ଦିନ ଆଉ କିଛି ନାହିଁ। ଏହି ଦିନ ସମସ୍ତ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ। ବିବାହ, ବ୍ରତ ଠାରୁ ଆରମ୍ଭ କରି ଘର ପ୍ରତିଷ୍ଠା, ଗାଡ଼ି କିଣିବା ଯାଏଁ ସବୁ କାମ ଅକ୍ଷୟ ତୃତୀୟାରେ ବିନା…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ଆଜିଠୁ ଆରମ୍ଭ ରଥ ନିର୍ମାଣ

ପୁରୀ (କେନ୍ୟୁଜ୍) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର ବାଲୁକାକଳା ନିର୍ମାଣ କରି ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି । ଆଜି ମଧ୍ୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣର ଅନୁକୂଳ…

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା: ରଥ ନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ

ପୁରୀ(କେନ୍ୟୁଜ): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁଙ୍କ ଜଳକ୍ରୀଡ଼ା, ପୋଲିସ ଟ୍ରାପିକ ବ୍ୟବସ୍ଥା, ପାନୀୟ ଜଳ…

ଅକ୍ଷୟ ତୃତୀୟାରେ ଏହି ୪ଟି ରାଶି ଉପରେ ଧନ ବର୍ଷା କରିବେ ମା’ ଲକ୍ଷ୍ମୀ, ସବୁ ଇଚ୍ଛା ହେବ ପୂରଣ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ।  ଅକ୍ଷୟ ତୃତୀୟା ଦିନ ହିନ୍ଦୁ ଓ ଜୈନ ଧର୍ମର ଲୋକେ ଦାମ କରିବାର ବିଶେଷ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ମାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ଏହି ଦିନର ମହତ୍ତ୍ୱ ଏତେ ଯେ ଏହି ଦିନ ପାପର ବିନାଶ ହେବା…

ଅକ୍ଷୟ ତୃତୀୟା ଅନୁଯାଇ ରାଶି ଅନୁସାରେ କ୍ରୟ କରନ୍ତୁ ଏହି ଜିନିଷ, ଧନ ସମ୍ପଦର କେବେ ହେବ ନାହିଁ ଅଭାବ

ଅକ୍ଷୟ ତୃତୀୟା ଦିନ ସୁନା ରୂପା ଆଦି କିଣିବାର ପରମ୍ପରା ରହିଛି | କୁହାଯାଏ ଅକ୍ଷୟ ତୃତୀୟା ଦିନ ଧାତୁ ଜିନିଷ ଆଣିବା ଦ୍ୱାରା ମା' ଲକ୍ଷ୍ମୀ ଏଥି ସହିତ ଆସିଥାନ୍ତି | ସେହି ବସ୍ତୁ କେବେ ସମାପ୍ତ ହୋଇନଥାଏ | ଅର୍ଥାତ ଅକ୍ଷୟ ତୃତୀୟା ଦିନ ପ୍ରାପ୍ତ ସମ୍ପତ୍ତି, ଧନ ଦୌଲତ ଓ ପୁଣ୍ୟ ଫଳ କେବେ କ୍ଷୟ…

Phone Pe ରେ ସୁନା କିଣି ପାଆନ୍ତୁ ବଡ଼ ଆମାଉଣ୍ଟର କ୍ୟାସବ୍ୟାକ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ସୁନା କିଣିବା କାହାକୁ ବା ପସନ୍ଦ ନୁହେଁ। କେହି ଟିକେ ଭଲ ସୁଯୋଗ ପାଇବା ମାତ୍ରେ ସୁନା ରୂପା ଆଦି କିଣିବାର ପ୍ଳାନ କରନ୍ତି। ଆଉ ଯଦି ଡିସକାଉଣ୍ଟ ରହିଛି ତେବେ ସୋନେ ପେ ସୁହାଗା ଭଳି କଥା ଏମିତିରେ ଗ୍ରାହକ ଅଧିକ ଇନଟ୍ରେଷ୍ଟ ହୋଇଯାନ୍ତି ସୁନା କିଣିବାକୁ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େ ଭଲ…

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ମିଳିବ ୪ଧାମର ପୁଣ୍ୟ ଫଳ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ଆସନ୍ତା ମେ ମାସ ୩ ତାରିଖ ମଙ୍ଗଳବାରରେ ଏହିଶୁଭ ପର୍ବ ପଡ଼ୁଛି । ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କୌଣସି ଶୁଭ କାର୍ଯ୍ୟରେ ବିଘ୍ନ ଘଟିନଥାଏ। ସେହିପରି ଏହି ଦିନ…