କପୁର ପରିବାରକୁ ଆସିଲେ କୁନି ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଲିଆ
କପୁର ପରିବାରକୁ ଆସିଲେ କୁନି ଅତିଥି। କନ୍ୟା ସନ୍ତାନ ଜନ୍ମ ଦେଲେ ଆଲିଆ । ଆଜି ଆଲିଆଙ୍କୁ ନେଇ ରଣବୀର ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଖବର ମୁତାବକ, ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍…