Below header
Browsing Tag

asia cup 2023

ଏସିଆ କପ୍‌ ୨୦୨୩: କ୍ରିକେଟ୍‌ର ପ୍ରଚ୍ଛଦପଟ ନାୟକଙ୍କୁ ସଲାମ୍‌! ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କୁ ମିଳିଲା ୪୨ ଲକ୍ଷ ପୁରସ୍କାର…

ଏସିଆ କପ୍‌ ଫାଇନାଲ୍‌ରେ ଭାରତୀୟ ବୋଲର୍‌ମାନେ ଶ୍ରୀଲଙ୍କା ଟିମ୍‌କୁ ଧରାଶାୟୀ କରି ଦେଇଥିଲେ। ମହମ୍ମଦ ସିରାଜ୍‌ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନ ଥିଲା ଶ୍ରୀଲଙ୍କା ଏବଂ ପୂରା ଟିମ୍‌ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। କିନ୍ତୁ ଏହାରି ଭିତରେ ବିସିସିଆଇ ସଚିବ ତଥା ଏସିଆନ…

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଘରକୁ ଫେରିଛନ୍ତି ଭାରତୀୟ ଖେଳାଳି, ଏୟାରପୋର୍ଟରେ ଖୁସିରେ ନାଚିଲେ ରୋହିତ

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଭାରତୀୟ ଟିମ୍‌ ଘରକୁ ଫେରିଛନ୍ତି । ମୁମ୍ବାଇର କାଲିନା ଏୟାରପୋର୍ଟରେ ଓହ୍ଲାଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ରୋହିତ ଶର୍ମା ନାଚିଉଠିଥିଲେ । ରୋହିତ ଶର୍ମା ଭାଙ୍ଗଡା ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରିବା ସହିତ ଫ୍ୟାନ୍ସଙ୍କ ସହିତ ଫଟୋ…

ବିରାଟ କୋହଲିଙ୍କ ନକଲ କଲେ ଈଶାନ କିଶନ, ଏମିତି ଜବାବ ଦେଲେ କୋହଲି: ଭିଡିଓ ଭାଇରଲ

ଏସିଆ କପ୍‌ ଜିତିବା ପରେ ଭାରତୀୟ ଖେଳାଳି ଖୁସି ରହିଛନ୍ତି । ଏସିଆ କପ୍‌ ଚାମ୍ପିଅନ ହେବା ପରେ ପଡିଆରେ ସବୁ ଖେଳାଳି ଏକାଠି ହୋଇଥିଲେ । ଏହି ସମୟରେ ଈଶାନ କିଶନ ବିରାଟ କୋହଲିଙ୍କ ଚାଲିବା ନକଲ କରୁଥିବାର ଭିଡିଓ ଭାଇରଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ହସି ହସି ବେଦମ ହେଉଛନ୍ତି ।…

ଏସିଆ କପ୍‌ ଫାଇନାଲରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚର ପୁରସ୍କାର ରାଶିକୁ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କଲେ ମହମ୍ମଦ ସିରାଜ

ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଟିମ ଇଣ୍ଡିଆ । ଭାରତର ଦମଦାର ବୋଲିଂ ଆଗରେ ଫିକା ପଡିଥିଲା ଶ୍ରୀଲଙ୍କାର ବ୍ୟାଟିଂ । ମାତ୍ର ୫୦ ରନ୍‌ କରି ଶ୍ରୀଲଙ୍କା ଟିମ୍‌ ଅଲଆଉଟ ହୋଇଯାଇଥିଲା । ଆଉ ଏହି ବିଜୟର ପ୍ରମୁଖ ହିରୋ ଥିଲେ ମହମ୍ମଦ ସିରାଜ । ସିରାଜ ୬ଟି ଓ୍ଵିକେଟ…

ଭାରତ ଜିତିଲା ଏସିଆ କପ୍‌ ୨୦୨୩, ଶ୍ରୀଲଙ୍କାକୁ ୧୦ ଓ୍ଵିକେଟରେ ହରାଇ ହାତେଇଲା ୮ମ ଟାଇଟଲ

କଲମ୍ବୋ : ବୋଲର୍‌ ଜିତାଇ ଦେଲେ । ଭାରତୀୟ ବ୍ୟାଟରଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିଲାନି । ମାତ୍ର ୧୨୯ଟି ବଲରେ ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଶେଷ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ଦେଇଥିବା ୫୦ ରନର ଟାର୍ଗେଟକୁ ସହଜରେ ପୂରଣ କରିଛନ୍ତି ଭାରତୀୟ ଟିମର ଦୁଇ ଓପନିଂ ବ୍ୟାଟର । ଶୁବମନ ଗିଲ୍…

ଆଜି ଲଙ୍କାରେ ମହାଲଢେଇ: ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା

କଲମ୍ବୋ (କେନ୍ୟୁଜ): ଆଜି ଲଙ୍କାରେ ମହାଲଢେଇ । ସୁପର ସଣ୍ଡେରେ ସୁପର ମୁକାବିଲା। କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଫାଇନାଲ ଟକ୍କର । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଆଜି ଆହତ କାରଣରୁ ଟିମରୁ ବାଦ ପଡିପରାନ୍ତି ଭାରତୀୟ ଖେଳାଳି ଅକ୍ଷର ପଟେଲ୍ ।…

ଏସିଆ କପ୍‌ ୨୦୨୩ ଫାଇନାଲ: ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା, ଜାଣନ୍ତୁ କ’ଣ ରହିଛି…

ଆସନ୍ତାକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ୨୦୨୩ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଶ୍ରୀଲଙ୍କା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଆସନ୍ତାକାଲି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ୨.୩୦ରେ ଟସ୍‌ ପଡିବ। ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି । ତେବେ ଭାରତୀୟ…

ଏସିଆ କପ୍‌ ଫାଇନାଲ ପୂର୍ବରୁ ଭାରତ ଓ ଶ୍ରୀଲଙ୍କାକୁ ବଡ଼ ଝଟକା, ଟିମରୁ ବାଦ୍‌ ପଡିଲେ ଅକ୍ଷର ଏବଂ ତୀକ୍ଷଣା

ଏସିଆ କପ୍‌ ୨୦୨୩ରେ ଫାଇନାଲ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା କଲମ୍ବୋରେ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ଖବର ମୁତାବକ, ଅକ୍ଷର ପଟେଲ ଆହତ ହୋଇ ଫାଇନାଲରୁ ବାଦ୍‌ ପଡିଛନ୍ତି । ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରକୁ ଟିମରେ ସାମିଲ କରାଯାଇଛି ।…

ବାଂଲାଦେଶ ବିପକ୍ଷ ମ୍ୟାଚରେ ଓ୍ଵାଟର ବୟ ସାଜିଲେ ବିରାଟ କୋହଲି, ଭିଡିଓ ଭାଇରଲ

ଏସିଆ କପ୍‌ର ସୁପର-୪ ମ୍ୟାଚରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚରେ ୬ ରନରେ ହାରିଛି ଭାରତ । କିନ୍ତୁ ଏହି ମ୍ୟାଚରେ ସମସ୍ତଙ୍କ ମନ ଜିଣିନେଇଛନ୍ତି ବିରାଟ କୋହଲି । ସୁପର-୪ ଷ୍ଟେଜର ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ୫ଟି ପରିବର୍ତ୍ତନ ସହ ଓହ୍ଲାଇଥିଲା ଭାରତୀୟ ଦଳ । ଏହି…

୬ ରନ୍ ରେ ଜିତିଲା ବାଂଲାଦେଶ, ୨୫୯ ରନ୍ ରେ ଅଲ ଆଉଟ୍ ହେଲା ଭାରତ

୬ ରନ୍ ରେ ଜିତିଲା ବାଂଲାଦେଶ । ୨୫୯ ରନ୍ ରେ ଅଲ ଆଉଟ୍ ହେଲା ଭାରତ । ୨୬୬ ରନ୍ ଟାର୍ଗେଟ ଦେଇଥିଲା ବାଂଲାଦେଶ । ଏସିଆ କପ ଫାଇନାଲ୍ ରେ ଭାରତ-ଶ୍ରୀଲଙ୍କା ମୁକାବିଲା ହେବ ।

ଏସିଆ କପ୍: ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ ସହ ଫାଇଟ

କଲମ୍ବୋ: ଏସିଆ କପ୍ ଫାଇନାଲରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଆସନ୍ତା ରବିବାର କଲମ୍ବୋରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ । ସୁପର୍-୪ରେ ଗତକାଲି ଶ୍ରୀଲଙ୍କା ପାକିସ୍ତାନକୁ ହରାଇବା ପରେ ଫାଇନାଲକୁ ପ୍ରବେଶ କରିଛି। ଗତକାଲି ମ୍ୟାଚରେ ପ୍ରଥମେ ବର୍ଷା ବାଧକ ସାଜିଥିଲା। ପରେ ପ୍ରଥମେ…

ଏସିଆ କପ୍ ସୁପର ୪ ରାଉଣ୍ଡ : ଆଜି ଶ୍ରୀଲଙ୍କା-ପାକ ମୁକାବିଲା, ଫାଇନାଲ୍ ଟିକେଟ ହାତେଇବାକୁ ସ୍ବତନ୍ତ୍ର ରଣନୀତି

(କେନ୍ୟୁଜ): ଏସିଆ କପରେ କିଏ ଯିବ ଫାଇନାଲ୍ ? ପ୍ରଥମ ଦଳ ଭାବରେ ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତ । ଆଜି ଶ୍ରୀଲଙ୍କା-ପାକିସ୍ତାନ ବିପକ୍ଷ ମ୍ୟାଚର ବିଜେତା ଦ୍ବିତୀୟ ଫାଇନାଲିଷ୍ଟ ହେବ । ଏହି ମ୍ୟାଚ୍ କୌଣସି ସେମିଫାଇନାଲ୍ ଟକ୍କରଠାରୁ କମ୍ ନୁହଁ । ଉଭୟ ଦଳ ଫାଇନାଲ୍ ଟିକେଟ ହାତେଇବାକୁ…