Below header
Browsing Tag

attack

ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ କଲା ଯୁବକ, ୬ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ସାମିଲ

ଚୀନର ଏକ ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଘଟଣା ପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି । ସ୍କୁଲରେ ଏମିତି ଘଟଣା ଯୋଗୁଁ ପିଲା ଏବଂ…

ଦିନ ଦ୍ୱିପ୍ରହରରେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ, ଭିଡିଓ ଭାଇରଲ

ମହାରାଷ୍ଟ୍ରରେ ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ହାତରେ ଧାରୁଆ ଅସ୍ତ୍ର ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଯୁବକ। ଯୁବତୀ ଜଣକ ତଳେ ପଡିଯାଇଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌…

ପୂର୍ବ ଶତ୍ରୁତାକୁ ନେଇ ହଣାକଟା : ଜିଲ୍ଲା ପରିଷଦଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ; ୩ ଗୁରୁତର ଆହତ

ଯାଜପୁର (କେନ୍ୟୁଜ): ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଖଣ୍ଡା ଭୁଜାଲିରେ ଆକ୍ରମଣରେ…

ଫୋନରେ ଗରିଲା ଭାଇରସର ଆକ୍ରମଣ; ଜାଣନ୍ତୁ ଆଣ୍ଡ୍ରଏଡ ଡିଭାଇସରେ କେଉଁ ପ୍ରକାର ସମସ୍ୟା ସୃଷ୍ଟି ହୁଏ

(କେନ୍ୟୁଜ ବ୍ୟୁରୋ): ଟେକ୍ନୋଲୋଜି ଲଗାତାର ଭାବେ ଉନ୍ନତି କରୁଛି । ବର୍ତ୍ତମାନ ସମୟରେ ଘରେ ଘରେ ସ୍ମାର୍ଟ ଡିଭାଇସ ବ୍ୟବହାର ହେଉଛି । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଲୋକେ ଲାଭ ପାଉଥିଲେ ମଧ୍ୟ ଏହାର ଅନେକ କ୍ଷତି ରହିଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ ଡିଭାଇସ…

କୋଇଲା ମାଫିଆଙ୍କ ଆତଙ୍କରାଜ: ଆକ୍ରମଣରେ ଫାଣ୍ଡି ଅଧିକାରୀଙ୍କ ଫାଟିଲା ମୁଣ୍ଡ

ଚାନ୍ଦବାଲି (କେନ୍ୟୁଜ): କୋଇଲା ମାଫିଆଙ୍କ ଆକ୍ରମଣରେ ଫାଟିଲା ପୋଲିସ ଅଧିକାରୀଙ୍କ ମୁଣ୍ଡ। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ଚୋରା କୋଇଲା ଗାଡ଼ିର ପିଛା କରିଥିଲା। ଗାଡିଟି ଚାନ୍ଦବାଲି ମତୋ ମେଡିକାଲ ପାଖରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ପୋଲିସ କୋଇଲା ଗାଡ଼ି ପାଖକୁ ଯିବା…

ଖଣି ମାଫିଆଙ୍କ ଉତ୍ପାତ : ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

ନୟାଗଡ଼ (କେନ୍ୟୁଜ): ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏନଫୋର୍ସମେଣ୍ଟ ଟିମ ସଦସ୍ୟ ସୁଦାମ ଚରଣ…

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର (କେନ୍ୟୁଜ): ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ । ତାଙ୍କ ବେଡରୁମ୍‌ ଝରକା ଦେଇ…

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଆଉ ୪ ଅଣଛାତ୍ର ଗିରଫ

ଭୁବନେଶ୍ୱର (କେନ୍ୟୁଜ): ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୪ ଅଣଛାତ୍ର ଗିରଫ। ଏମାନଙ୍କୁ ମିଶାଇ ମୋଟ ଗିରଫ ଦାରି ସଂଖ୍ୟା ୮ରେ ପହଁଚିଛି। ଗିରଫଙ୍କ ଠାରୁ ଛୁରୀ, ଷ୍ଟମ୍ପ ଓ ବ୍ୟାଟ ଜବତ କରିଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଆକ୍ରମଣକାରୀଙ୍କୁ…

ଆଫ୍ରିକୀୟ ଦେଶ ବୁର୍କିନା ଫସୋରେ ନରସଂହାର, ସେନା ପୋଷାକରେ ଆସି ୬୦ ଜଣଙ୍କୁ ମାରିଲେ ଆକ୍ରମଣକାରୀ

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫସୋର ଉତ୍ତରପ୍ରାନ୍ତର ଏକ ଗ୍ରାମରେ ସେନା ୟୁନିଫର୍ମ ପିନ୍ଧିଥିବା କିଛି ଲୋକ ପ୍ରାୟ ୬୦ଜଣଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା କରିଛନ୍ତି । ଏହି ଆକ୍ରମଣ ମାଲୀ ବର୍ଡର ପାଖରେ ଥିବା ଏକ କର୍ମା ଗାଁରେ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଖବର…

ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଇଥିବା ଯୁବକ ଗିରଫ, ପଡୋଶୀଙ୍କୁ ଫସାଇବା ପାଇଁ ଲେଖିଥିଲେ ଚିଠି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । କେରଳ ପୋଲିସ ଶନିବାର ରାତିରେ ଯୁବକଙ୍କୁ ଗିରଫ କରିଛି । ଆସନ୍ତାକାଲି ମୋଦି କେରଳ ଗସ୍ତରେ ଯିବେ। ଅଭିଯୁକ୍ତ ଜେଭିୟର ନିଜ ପଡୋଶୀଙ୍କୁ ବ୍ୟକ୍ତିଗତ ଝଗଡା ଯୋଗୁଁ ଫସାଇବା…

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି, ଆଲର୍ଟରେ ସୁରକ୍ଷା ଏଜେନ୍ସୀ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କେରଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ସମୟରେ ମୋଦିଙ୍କୁ ବୋମାରେ ଉଡାଇ ଦିଆଯିବ ବୋଲି ଧମକପୂର୍ଣ୍ଣ…

ଖଣ୍ଡା ଆକ୍ରମଣରେ ବ୍ୟବସାୟୀ ଗୁରୁତର

ପୁରୀ(କେନ୍ୟୁଜ୍‌) : ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡ । ଆକ୍ରମଣରେ ଜଣେ ବ୍ଯବସାୟୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟବସାୟୀ ହେଲେ ମନୋରଞ୍ଜନ ପଟ୍ଟନାୟକ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାରିବାରିକ ବିବାଦରୁ ତାଙ୍କ ଭିଣୋଇ ଟୁନା ବାରିକ ଆକ୍ରମଣ…