Browsing Tag

automobiles

ଲଞ୍ଚ ହେଲା Yamaha NMax 155 ସ୍କୁଟର, ଟ୍ରାଫିକ ଲାଇଟରେ ଆପେ ଆପେ ବନ୍ଦ ହୋଇଯିବ ଇଞ୍ଜିନ

ନୂଆ ନୂଆ ଡିଜାଇନ୍ ସହିତ ଲଞ୍ଚ ହେଉଛି ଅନେକ କାର୍ ଓ ବାଇକ୍। ଯାହାର ବିଭିନ୍ନ ପ୍ରକାରର ସ୍ମାର୍ଟ ଫିଚର୍ ରହୁଛି। ଖାସ୍ ସେହି ପରି ଏକ ଦମଦାର ଫିଚର୍ ସହ ଲଞ୍ଚ ହେଇଛି Yamaha NMax 155 ବାଇକ୍ ସ୍କୁଟର, ଯାହାକି ଗାଡ଼ି ଚଲାଇବା ସମୟରେ ଟ୍ରାଫିକ ସିଗ୍ନାଲ ଆସୁ ଆସୁ ରେଡ୍ ଲାଇଟରେ ଆପେ ଆପେ…

ଲଞ୍ଚ୍‌ ହେଲା ଦମଦାର ଲୁକ୍‌ ଥିବା ଷ୍ଟାଇଲିସ୍‌ ସ୍କୁଟର, ଯେଉଁଥିରେ ଜିପିଏସ୍‌ ନେଭିଗେସନ୍‌ ସହ ରହିଛି ସ୍ମାର୍ଟଫୋନ୍‌…

ଟୁ-ହ୍ଵିଲର ନିର୍ମାତା କମ୍ପାନୀ Peugeot ୟୁରୋପୀୟ ବଜାରରେ ନିଜର Pulsion 125 ସ୍କୁଟର କମ୍ପଲାଏଣ୍ଟ ଭର୍ଜନକୁ ଲଞ୍ଚ୍‌ କରିଛି । ଏହା ଏକ ମ୍ୟାକ୍ସୀ ଷ୍ଟାଇଲ ସ୍କୁଟର, ଯାହା ଅନେକ ଆଡଭାନ୍ସ କନେକ୍ଟିଭିଟୀ ଫିଚର୍ସ ସହ ଲେସ । ଏହି ଦମଦାର ଆଉ ଷ୍ଟାଇଲିସ୍‌ ସ୍କୁଟରରେ ରହିଛି ୧୨୫ସିସି, ଯାହା…

ପ୍ରଥମ ଥର ପାଇଁ ମାର୍କେଟକୁ ଆସିଲା ହାଇଡ୍ରୋଜେନ କାର୍ ର ଫାଷ୍ଟ ଲୁକ୍, ଡ୍ୟାସବୋର୍ଡରେ ମିଳିବ ବଡ ଡ଼ିସ୍ପ୍ଲେ

ପେଟ୍ରୋଲ, ଡିଜେଲ୍ ଓ ଇଲେକ୍ଟ୍ରି ଗାଡ଼ି ର ବ୍ୟବହାର ତ ଅଧିକ। ପୁଣି ଏବେ ଏହି ଇ - ବାଇକ୍ ଓ ଇ - କାର ମଧ୍ୟ ଅଧିକ ମାତ୍ରାରେ ଚାଲିଲାଣି। କିନ୍ତୁ ଏହି ସବୁ ଗଡିକୁ ଟକ୍କର ଦେବାପାଇଁ ମାର୍କେଟରେ ଲଞ୍ଚ ଖୁବ୍ ଶୀଘ୍ର ଲଞ୍ଚ ହେବ ହାଇଡ୍ରୋଜେନ୍ କାର୍। ଫ୍ରାନ୍ସର ନିର୍ମାତା ଏହାର ହାଇ-ଏଣ୍ଡ…

ଜୁଲାଇରେ ଲଞ୍ଚ ହେବ BMW G 310 RR ଗେମ୍ ବାଇକ୍, ଆରମ୍ଭ ହେଲା ପ୍ରି-ଲଞ୍ଚ ବୁକିଂ

ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି BMW ର ନୂଆ ଗାଡ଼ି। BMW G 310 RR ପାଇଁ BMW Motorrad ପ୍ରି-ଲଞ୍ଚ ବୁକିଂ ଆରମ୍ଭ କରିଛି। ଏହି ସ୍ପୋର୍ଟସ ବାଇକ୍ ଉନ୍ମୋଚନ ପାଇଁ କମ୍ପାନୀ ଏହାର ତାରିଖ ମଧ୍ୟ ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଏମଡବ୍ଲୁ ଭାରତୀୟ ବଜାରରେ ପ୍ରିମିୟମ ବାଇକ୍…

କିଣନ୍ତୁ ସେଫ୍ଟି ଫିଚର୍ ଥିବା ୪ ଟି ଟପ୍ କାର୍

ଯଦି ଆପଣ ଏକ କାର କିଣିବାକୁ ବର୍ତ୍ତମାନ ଯୋଜନା କରୁଛନ୍ତି, ତେବେ ସ୍ୱଳ୍ପ ବଜେଟରେ ବେଷ୍ଟ ସେଫ୍ ଫିଚର୍ ସହିତ ଆପଣଙ୍କ ପାଇଁ ରହିଛି ୪ ଟି ବେଷ୍ଟ କାର୍। ଭାରତରେ ଲଞ୍ଚ ହୋଇଥିବା ଏହି କାର୍ ସେଫ୍ଟି ରେଟିଂ କାର୍ ଭାବେ ଭଲ ରେଟିଙ୍ଗ ମଧ୍ୟ ପାଇଛି। ଯଦି ଆପଣଙ୍କ ବଜେଟ୍ କମ୍ ରହିଛି ତେବେ ମଧ୍ୟ…

ଭାରତରେ ଲଞ୍ଚ ହେଲା ୨ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର: 220KM ଦେବ ମାଇଲେଜ୍, ଜାଣନ୍ତୁ ଫିଚର୍

ଗାଡ଼ି ଚାଳକ ସବୁବେଳେ ଚାହାଁନ୍ତି ଭଲ ମାଇଲେଜ୍ ଥିବା ଗାଡ଼ି କିଣିବାକୁ। ଯାହାଦ୍ଵାରା ପେଟ୍ରୋଲ ମଧ୍ୟ କମ୍ ଖର୍ଚ୍ଚ ହେବ। କୋମାକି କମ୍ପାନୀ ଭାରତରେ ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର କୋମାକି DT 3000 ଏବଂ କୋମାକି LY ଲଞ୍ଚ କରିଛି। କୋମାକି DT 3000 ର ମୂଲ୍ୟ ରହିଛି ୧ ଲକ୍ଷ ୨୨ ହଜାର…

ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବାର ମୁଖ୍ୟ କାରଣ, ହୁଅନ୍ତୁ ସାବଧାନ

ନିକଟରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଥିବାର ଘଟଣା ଆପଣ ଦେଖିଥିବେ। ଯେଉଁଥିରେ ମଧ୍ୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏପରି ଘଟଣା ପରେ ପ୍ରାୟ ଏକ ମାସ ମଧ୍ୟରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା ପରେ ଭାରତ ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ…

୪ଲକ୍ଷ, ୫ ଲକ୍ଷ କିମ୍ବା ୬ ଲକ୍ଷ ଟଙ୍କାରେ ନିଜ ବଜେଟରେ କିଣନ୍ତୁ ବେଷ୍ଟ କାର୍, ରହିଛି ଦମଦାର ଫିଚର୍

ବର୍ତ୍ତମାନ ମଧ୍ୟବିତ୍ତ ଶ୍ରେଣୀ ଗ୍ରାହକ ନିଜ ପରିବାର ପାଇଁ ସୁରକ୍ଷା ସହିତ ଭଲ ମାଇଲେଜ ଥିବା କାର କିଣି ପାରିବେ। ଯେଉଁ କାର୍ ଆପଣଙ୍କୁ ୪ ରୁ ୬ ଲକ୍ଷ ମଧ୍ୟରେ ମିଳିଯିବ। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ ଗୁଡ଼ିକ ବିଷୟରେ। ୬ ଲକ୍ଷ ଟଙ୍କା ତଳେ ଅନେକ କାର୍ ଆସୁଛି, ଯାହାକୁ ଆପଣ ନିଜ…

ଖୁବ ଶୀଘ୍ର ଲଞ୍ଚ ହେବ Kia Suv EV6, ଦମଦାର ବ୍ୟାଟେରୀ ପ୍ୟାକ ସହ ରହିଛି ବଢ଼ିଆ ଲୁକ୍‌

କାର ପ୍ରେମୀଙ୍କୁ ଖୁସି କରିବା ପାଇଁ Kia India ଖୁବ ଶୀଘ୍ର ମାର୍କେଟରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି। Kia India ଏବେ ବଜାରରେ ଲମ୍ବା ରେଞ୍ଜ ଦେଉଥିବା ଇଲେକଟ୍ରିକ Suv ଲଞ୍ଚ କରିବ। ଯାହାର ଏବେ ଟିଜରକୁ କମ୍ପାନୀ ତରଫରୁ ପୋଷ୍ଟ କରାଯାଇଛି। Kia EV6 କୁ ବୁକିଂ ପ୍ରକ୍ରିୟା ମଧ୍ୟ ଖୁବ…

ଟାଟା କାରରେ ଟେସଲା ପରି ଫିଚର୍: ବିନା ଡ୍ରାଇଭରରେ ଚାଲିବ କାର, ଜାଣନ୍ତୁ ଏହାର ଟୋଟାଲ ଫିଚର୍

ଟେସଲା ହେଉଛି ସବୁଠୁ ଦାମୀ କାର। ଯାହାର ଫିଚର୍ ମଧ୍ୟ ଦମଦାର ରହିଛି। କିନ୍ତୁ ଏହି କାର ଏବେ ପର୍ଯ୍ୟନ୍ତ ଭାରତ ଆସିନାହିଁ। ଯାହା ସୂଚନା ମିଳିଛି ଭାରତ ଆସିବା ପାଇଁ ଏହା ପ୍ରସ୍ତୁତ ହେଉଛି। କିନ୍ତୁ ଯଦି ଆପଣ ଏହି ଟେସଲା କାର କିଣିବାକୁ ଚାହୁଁଛନ୍ତି ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।…

ଓଲା ଇଲେକ୍ଟ୍ରିକ୍ ହେଲା ୧ନମ୍ବର : ହିରୋ ଇଲେକ୍ଟ୍ରିକକୁ ପଛରେ ପକାଇଲା ଓଲା ଇଲେକ୍ଟ୍ରିକ୍, ଅଧିକ ବିକ୍ରି ହେଉଛି…

ଦିନକୁ ଦିନ ନୂଆ ନୂଆ ଗାଡି ନୂଆ ଡିଜାଇନ୍ ସହ ମାର୍କେଟକୁ ଆସୁଛି। ଏମିତିକି ଏବେ ଓଲା ଇଲେକ୍ଟ୍ରିକ୍ ହିରୋ ଇଲେକ୍ଟ୍ରିକ୍କୁ ଅତିକ୍ରମ କରି ଦେଶର ଏକ ନମ୍ବର ଇଲେକ୍ଟ୍ରିକ୍ ଗାଡ଼ି ଭାବେ ପ୍ରମାଣିତ ହୋଇପାରିଛି। ଓଲା ମାତ୍ର ୫ ମାସ ମଧ୍ୟରେ ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ଯାନ ଭାବେ ବଜାରରେ…

ଟାଟାର ନୂଆ ଇଲେକ୍ଟ୍ରିକ୍ କାର, ଗୋଟିଏ ଚାର୍ଜରେ ଚାଲିବ 400 କିଲୋମିଟର

ବର୍ତ୍ତମାନ ଅଧିକ ମାତ୍ରାରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ବଢ଼ିବାରେ ଲାଗିଛି। ସେଥିପାଇଁ କମ୍ପାନୀ ଗୁଡ଼ିକ ମଧ୍ୟ ନୂଆ ନୂଆ ଦମଦାର ଫିଚର୍ ସହିତ ଗାଡ଼ି ଲଞ୍ଚ କରୁଛନ୍ତି। ତେବେ ଟାଟା ମଧ୍ୟ ନିଜର ନୂଆ ଇଭି କାର ଟାଟାର ଫିଚର୍ ବିଷୟରେ କହିଛି। ଏହାର ଡିଜାଇନ୍ ଦେଖିବା ପାଇଁ ଏକଦମ୍ ସଫାରି…