Browsing Tag

ayodhaa

ଅଯୋଧ୍ୟା : ରାମନବମୀରେ ୭ଟି ଲାଇନରେ ହେବ ରାମଲଲାଙ୍କ ଦର୍ଶନ, ୨୦ ଘଣ୍ଟା ଖୋଲାରହିବ ଦ୍ୱାର, ଭକ୍ତଙ୍କୁ ମିଳିବ ଓଆରଏସ୍‌

ଆଗକୁ ରାମନବମୀ । ତେଣୁ ଅଯୋଧ୍ୟା ସ୍ଥିତ ରାମମନ୍ଦିରରେ ରାମଲଲାଙ୍କ ଦର୍ଶନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରେ ମଣିରାମ ଦାସ ଛାବନୀରେ ହୋଇଥିବା ବୈଠକରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାମନବମୀରେ ହେବାକୁ ଥିବା ଭିଡ ଦେଖି ରାମଲଲାଙ୍କ…

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ବାହାରିଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ…

ହନିମୁନ୍‌ରେ ଗୋଆ ବଦଳରେ ସ୍ତ୍ରୀକୁ ଅଯୋଧ୍ୟା ନେଲେ ସ୍ୱାମୀ, ସ୍ତ୍ରୀ ଦେଲା ଛାଡ଼ପତ୍ର

ହନିମୁନ୍‌ରେ ଗୋଆ ଯିବା ପାଇଁ ସ୍ତ୍ରୀକୁ ସ୍ୱାମୀ କହିଥିଲେ । ତାପରେ ସ୍ୱାମୀ ଟିକେଟ୍‌ ବୁକ୍‌ କରିଥିଲେ । ସ୍ତ୍ରୀ ମଧ୍ୟ ଖୁସିରେ ରେଡି ହୋଇଯାଇଥିଲେ ଗୋଆ ଯିବାକୁ । କାରଣ ବିବାହର ୫ ମାସ ପରେ ପ୍ରଥମଥର ପାଇଁ ସ୍ୱାମୀ ସ୍ତ୍ରୀ ଯାଇଥାଆନ୍ତେ ହନିମୁନ୍‌ରେ । ସେଥିପାଇଁ ସ୍ତ୍ରୀ ମନରେ ଥିଲା ବେଶ୍‌…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପହଞ୍ଚିଲେ ବିରାଟ କୋହଲି ଓ ଅନ୍ୟ ଖେଳାଳି, ଭିଡିଓ ଭାଇରଲ

ଅଯୋଧ୍ୟାରେ ପହଞ୍ଚିଛନ୍ତି ଭାରତୀୟ ଟିମର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ବିରାଟ ଅନୁଷ୍କାଙ୍କ ସହିତ ପହଞ୍ଚିସାରିଲେଣି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । କେବଳ ବିରାଟ କୋହଲି ନୁହେଁ, ରୋହିତ…

ଅଯୋଧ୍ୟା ଯିବେନି ଲାଲକୃଷ୍ଣ ଆଡଭାନୀ, ଥଣ୍ଡା ପାଗ ଯୋଗୁଁ ଗସ୍ତ ବାତିଲ

ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି । ଥଣ୍ଡା ଓ ପାଗ ଖରାପ ଯୋଗୁଁ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି । ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।…

ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ବଚ୍ଚନ, ଅମ୍ବାନୀ, ଆଦାନୀ, ତେନ୍ଦୁଲକର ସମେତ ୫୦୬ A-ତାଲିକା ଭୁକ୍ତ ବ୍ୟକ୍ତି ବିଶେଷ

ଉଦ୍ଘାଟନୀ ଉତ୍ସବରେ କେଉଁମାନେ ଯୋଗଦେବେ? ଚୟନ ତାଲିକାରେ ବିଶିଷ୍ଟ ରାଜନେତା, ଅଗ୍ରଣୀ ଶିଳ୍ପପତି ରହିବେ ଶ୍ରେଷ୍ଠ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍, କୂଟନୀତିଜ୍ଞ, ବିଚାରପତି ଉଚ୍ଚ ପଦସ୍ଥ ପୂଜକଙ୍କ ସମେତ ୫୦୬ A-ତାଲିକା ଭୁକ୍ତ ବ୍ୟକ୍ତି ବିଶେଷ ବଚ୍ଚନ, ଅମ୍ବାନୀ, ଆଦାନୀ, ତେନ୍ଦୁଲକର…

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ନିର୍ମାଣ କଲେସୁଦର୍ଶନ ପଟ୍ଟନାୟକ

୫୦୦ ମିନିଆଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା । ଅଯୋଧ୍ୟାରେ ଏଭଳି ସୁନ୍ଦରକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୫୦୦ ବର୍ଷ ପରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ପ୍ରାଣ ପ୍ରତିଷ୍ଠା ଉତ୍ସବ…

ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ, ଆଜି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ବିଗ୍ରହ

ନୂଆଦିଲ୍ଲୀ : ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସବୁଠି ରାମନାମ । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ…

ଲାକ୍ଷାଦ୍ୱୀପ ଏବଂ ଅଯୋଧ୍ୟା ପାଇଁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ, ସିଇଓ କଲେ ଘୋଷଣା

ଗତ କିଛିଦନରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ଛାଡି ଲାକ୍ଷାଦ୍ୱୀପ ଯିବାକୁ ପସନ୍ଦ କରୁଛନ୍ତି । ଏହାସହିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟା ଯିବା ପାଇଁ ଉଡାଣ ଅଧିକ କରିବାକୁ ଦାବି କରୁଛନ୍ତି । ଆଉ…

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଅଯୋଧ୍ୟା ଉତ୍ସବ ମୁଖର। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରମୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଦିନ ପୂରା ଅଯୋଧ୍ୟା । ତେବେ ଏହାରି ଭିତରେ ଅଯୋଧ୍ୟାରୁ ରାମ ମନ୍ଦିରର ଏପରି ଚିତ୍ର ସାମ୍ନାକୁ ଆସିଛି…

ରାମ ମନ୍ଦିରରେ ପୂଜା ପାଇବେ ବାଳକ ରାମ, ମୂର୍ତ୍ତି ତିଆରି କରିଛନ୍ତି ଯୋଗୀରାଜ ଅରୁଣ

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପାଖେଇ ଆସୁଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏଥିପାଇଁ ସବୁକିଛି ଜୋରସୋରରେ କାମ ଆଗେଇ ଚାଲିଛି । ଭଗବାନ ରାମ ବାଳକ ଭାବେ ରାମ ମନ୍ଦିରରେ ବିରାଜ କରିବେ । ଏଥିପାଇଁ ମୂର୍ତ୍ତି ଚୟନ ହୋଇସାରିଛି ।…