Browsing Tag

Bahanga train tragedy

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌, ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାଲେଶ୍ୱର (କେନ୍ୟୁଜ):  ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା ପଛରେ ବାହାନଗା ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର ଏସ୍‌.ବି ମହାନ୍ତି ଓ ବାଲେଶ୍ୱର ସିଗନାଲ୍‌ ଇନଚାର୍ଜ ଏ.କେ.ମହନ୍ତ…

ବାହାନଗାରେ ସିବିଆଇ ଟିମ୍‌: କିଛି ଅଧିକାରୀଙ୍କ ମୋବାଇଲ ଫୋନ ସିଜ୍‌

ବାଲେଶ୍ବର(କେନ୍ୟୁଜ୍): ବାହାନଗାରେ ସିବିଆଇ ଟିମ୍‌ । ଦ୍ୱିତୀୟ ଦିନରେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ଖୋଳତାଡ କରୁଛି । ଟେକ୍ନିକାଲ ଓ ଫୋରେନସିକ୍‌ ଟିମ୍‌ ଯାଞ୍ଚ କରୁଛନ୍ତି । ପ୍ୟାନେଲ୍‌ ରୁମ୍‌ରୁ ଆଜି ଖୋଳତାଡ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ…

କରମଣ୍ଡଳ ଟ୍ରେନ ଦୁର୍ଘଟଣା : ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ବି ମିଳିବ ସମାନ କ୍ଷତିପୂରଣ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସରକାର କ୍ଷତିପୂରଣ ଦେବେ । ତେବେ ଯଦି କେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥାନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ପ୍ରଶ୍ନ ଉଠିଥିଲା ।…

ଟ୍ରେନ୍ ଟ୍ରାଜେଡି ନେଇଗଲା ଭେଣ୍ଡିଆ ପୁଅର ଜୀବନ, ଦେଢ ବର୍ଷ ତଳେ ହୋଇଥିଲା ବାହାଘର

ଉଦଳା(କେନ୍ୟୁଜ୍): ଚାକିରୀ କରିବାକୁ ବାହାରି ଯାଇଥିଲା ପୁଅ । ହେଲେ କିଏ ଜାଣିଥିଲା ପୁଅ ଘରୁ ବାହାର କରିଥିବା ପାଦ ଅଣଲେଉଟା ହେବ ବୋଲି । ଆଉ ପୁଅ ଜୀବନ୍ତ ଅବସ୍ଥାରେ ଫେରିବ ନାହିଁ ବୋଲି । କାରଣ ଟ୍ରେନ୍ ଟ୍ରାଜେଡି ନେଇଗଲା ପୁଅର ଜୀବନ । ପୁଅର ଏହି ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡୁଛି…

ସରିଲା ମରାମତି, ୫୧ ଘଣ୍ଟା ପରେ ଗଡ଼ିଲା ଟ୍ରେନ

ବାହାନଗାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ଟ୍ରାକ୍‌ ମରାମତି ପରେ ପରୀକ୍ଷାମୂଳକ ଭାବରେ ଗଡ଼ିଲା ମାଲବାହୀ ଟ୍ରେନ୍‌ । ଦୁର୍ଘଟଣାର ୫୧ ଘଣ୍ଟା ପରେ ସ୍ୱାଭାବିତ ହୋଇଛି ଡାଉନ୍‌ ଲାଇନ୍‌ । ଉଭୟ ଅପ୍‌ ଓ ଡାଉନ୍‌ ଲାଇନ୍‌ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବା ପରେ ପରୀକ୍ଷା…

୪୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହେଲେ ଯୁବକ

କଥାରେ ଅଛି ଭଗବାନ ଯାହାକୁ ରଖିବେ କିଏ ବା ତାକୁ ମାରି ପାରିବ । ଏମିତି ଏକ ଖବର ଆସିଛି ବାହାନଗା ଦୁର୍ଘଟଣାସ୍ଥଳରୁ । ଜଣେ ଯାତ୍ରୀ ଦୁର୍ଘଟଣାର ୪୮ ଘଣ୍ଟା ପରେ ଏକ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହୋଇଛନ୍ତି । ୪୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହେଲେ ଯୁବକ। ମରଣ…

କ’ଣ ଏହି କବଚ ସିଷ୍ଟମ? କୁହାଯାଉଛି ଏହା ଥିଲେ ଟଳିଯାଇଥାନ୍ତା ବାହାନଗା ଟ୍ରେନ୍‌ ଦୁର୍ଘଟଣା

ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇଛି ୨୮୮ ଜୀବନ । ଆହତ ହୋଇଛନ୍ତି ୧୧ଶହ ୭୫ ଜଣ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଆହତ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ…

ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା

ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ପୂରା ବିଶ୍ୱ ଦୁଃଖ ପ୍ରକାଶ କରିଛି। ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା ଦେଇଛନ୍ତି ବିଭିନ୍ନ ଦେଶର ନେତା । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜାପାନ ବୈଦେଶିକ ମନ୍ତ୍ରୀ…

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତି ଅନୁଧ୍ୟାନ କଲେ

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାହାନଗା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାର ସ୍ଥିତି ବିଷୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ…

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆର ଖେଳାଳି ମର୍ମାହତ, କୋହଲିଙ୍କ ଠାରୁ ସେହ୍ଵାଗ ଏବଂ ଗମ୍ଭୀର ଦୁଃଖ ପ୍ରକାଶ…

ଓଡିଶା ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୁର୍ଘଟଣାରେ ପାଖାପାଖି ୨୬୧ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୯୦୦ ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ…

ଆସନ୍ତୁ ଜାଣିବା ଟ୍ରେନ୍‌ର ନାଁ କାହିଁକି ରଖାଯାଇଛି କରମଣ୍ଡଳ

ଏ ଟ୍ରେନ୍‌ର ନାଁ କାହିଁକି କରମଣ୍ଡଳ ହୋଇଛି ଆସନ୍ତୁ ଜାଣିବା । ସମ୍ପୂର୍ଣ୍ଣ ପୂର୍ବ ଉପକୂଳ ବା ବଙ୍ଗୋପସାଗର ଉପକୂଳକୁ କରମଣ୍ଡଳ ବୋଲି କୁହାଯାଏ । ସେଥିପାଇଁ ଏହି ଟ୍ରେନ୍‌ର ନାମ କରମଣ୍ଡଳ ଏକ୍ସପ୍ରେସ୍‌ ରଖା ଯାଇଛି । କାରଣ ଏହା ସମ୍ପୂର୍ଣ୍ଣ ଭାବେ କରମଣ୍ଡଳ ଉପକୂଳକୁ ଅତିକ୍ରମ କରେ ।…

ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଦୌଡିକି ଗଲୁ ଆଉ ୩୦୦ ଲୋକଙ୍କୁ ଟ୍ରେନ୍ ଭିତରୁ ବାହାର କଲୁ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ବାଲେଶ୍ୱର ବାହାନଗାଠାରେ ଘଟଇଥିବା ଟ୍ରେନ୍ ଦୁର୍ଘଟଣାରେ ସମଗ୍ର ଦେଶ ଦୁଃଖିତ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୁର୍ଘଟଣା…