Browsing Tag

balangir

BSKY କାର୍ଡରେ ଉତ୍ତମ ସ୍ୱାସ୍ଥ୍ୟସେବା ନାଁ ରେ କୋଟିକୋଟି ଟଙ୍କା ଦଲାଲ ମାଧ୍ୟମରେ ଲୁଟୁଥିବା ଅଭିଯୋଗ

ବଲାଙ୍ଗିର : ଛତିଶଗଡ ସୀମାନ୍ତ ଅଞ୍ଚଳରେ ଦଲାଲ ହୋଇଛନ୍ତି ସକ୍ରିୟ l ଲୁଟ୍‌ କରିବାର ସବୁ ସୀମା ପାର୍‌ କଲେ । ରୋଗ ଛାଡ଼ିବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଓଡିଶାର କୌଣସି ବି ଜନସାଧାରଣ ଟଙ୍କା ପାଇଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ଓଡିଶା ସରକାର BSKY…

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ଼

ଵଲାଙ୍ଗିର (କେନ୍ୟୁଜ୍‌) : ଡାକ୍ତରଙ୍କୁ ମାଡ଼ । ଜଣେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟ । ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗତକାଲି ରାତିରେ ଜଣେ କିଡନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ପାଇ…

ଜାଲ୍ ନିଯୁକ୍ତି ପତ୍ର ନେଇ ଚାକିରି ପାଇଁ ଅନୁରୋଧ କରୁଥିଲେ ଯୁବତୀ, ଥାନାରେ ଅଟକ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ପୁଣି ନକଲି ନଯୁକ୍ତି ପତ୍ର । ଥାନାରେ ଯୁବତୀ ଅଟକ । ବଲାଙ୍ଗିର DWO ଅଫିସରେ ଜାଲ ନିଯୁକ୍ତି ପତ୍ର ନେଇ ଚାକିରିରେ ଯୋଗଦେବାକୁ ଅନୁରୋଧ କଲେ ଜଣେ ଯୁବତୀ। ତେବେ ନିଯୁକ୍ତି ପତ୍ରଟି ନକଲି ଥିବା ନେଇ ସନ୍ଦେହ ହେବାରୁ ଵଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲେ…

ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ କାର୍ତ୍ତିକ ପାଣ୍ଡିଆନ, ୧୩ରେ ଯିବେ ସମ୍ବଲପୁର

ବଲାଙ୍ଗିର (କେନ୍ୟୁଜ୍‌): ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଗସ୍ତରେ ଯାଇଥିଲେ। ଆସନ୍ତାକାଲି କଳାହାଣ୍ଡି ଏବଂ ୧୩ରେ ରହିଛି ସମ୍ବଲପୁର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ । କାର୍ତ୍ତିକ ପାଣ୍ଡିଆନ ବଲାଙ୍ଗିରରେ ନୂଆ ଓ ମିଟିଂରେ ଯୋଗ ଦେଇଥିଲେ। ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ…

ବଲାଙ୍ଗିର ଗସ୍ତରେ 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ, ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦେବେ ଯୋଗ

ବଲାଙ୍ଗିର (କେନ୍ୟୁଜ): କଂଗ୍ରେସ ଗଡରେ ପାଣ୍ଡିଆନ । ଆଜି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ । ଵଲାଙ୍ଗିର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଵଲାଙ୍ଗିର ଓ କଣ୍ଟାବାଞ୍ଜି ଏବେ କଂଗ୍ରେସ ହାତରେ । ଏହି ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଣ୍ଡିଆନ…

ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର (କେନ୍ୟୁଜ) : ବଲାଙ୍ଗିର ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଗୋଛାଗଡ଼ାର ହୋଇଥିବା ନେଇ ସୂଚନା। ଭୀମଭୋଇ ମେଡିକାଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ। ଏନେଇ ଭୀମଭୋଇ…

ଭୀମଭୋଇ ମେଡିକାଲରେ ଉତ୍ତେଜନା: ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଗେଟରେ ତାଲା ପକାଇଲେ ଡାକ୍ତରୀ ଛାତ୍ର

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଅଭିଯୋଗ । ଏହାକୁ ନେଇ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁଯାୟୀ, ହାଉସ ସର୍ଜନ ବିଶ୍ବରଂଜନ ସାହୁଙ୍କୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ…

ସରୁନି ଟଙ୍କା ଗଣା: ନାକେଦମ ହେଲାଣି ଆୟକର ବିଭାଗ, ୩୦୦ କୋଟି ଟପିଯିବା ଅନୁମାନ

ବଲାଙ୍ଗିର (କେନ୍ୟୁଜ): ୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ବଲାଙ୍ଗିର ପରେ ସୁନ୍ଦରଗଡ଼, ସମ୍ବଲପୁରରେ ବିଭିନ୍ନ ଠିକଣାରେ ହୋଇଛି ଚଢାଉ । ଜବତ ହୋଇଥିବା ଟଙ୍କାର ପରିମାଣ ୩୦୦ କୋଟି ଟପିଯିବା ଅନୁମାନ କରାଯାଉଛି । ତିନି ଦିନ ହେବ ଟଙ୍କା ଗଣତି ସରୁନି । ଝାଡ଼ଖଣ୍ଡର କଂଗ୍ରେସ…

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ, ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସୁଦର୍ଶନ ।…

ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ମାଡ଼ି ବସିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ଦାମୀ ଗାଡ଼ିରେ ଚୋରା ଚାଲାଣ। ଵଲାଙ୍ଗିର ପୋଲିସକୁ ବଡ ସଫଳତା । ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ୧୭ ଶହ ଅଧିକ ବୋତଲ। ବେଆଇନ ଭାବେ କଫ୍ ସିରପ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ। ଵଲାଙ୍ଗିର ସହର…

ବଲାଙ୍ଗିରରେ ଲାଗି ରହିଛି ପ୍ରବଳ ବର୍ଷା, ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବଲାଙ୍ଗିର (କେନ୍ୟୁଜ): ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି । ଅତି ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି । ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା…

ପୁଣି ନବଜାତକୁ ହତାଦର: ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ…