Browsing Tag

bargarh

କାର- ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର

ବରଗଡ଼ (କେନ୍ୟୁଜ): କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଦନ୍ତା ନଦୀ ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁଇ ଜଣ ଗୁରୁତର ବ୍ଯକ୍ତି ମାନେ ହେଲେ ବରପାଲି ବ୍ଲକ ବନ୍ଧପାଲି ଗାଁର ର୍ନିମଳ ଭୋଇ ଏବଂ ଡମ୍ବରୁଧର…

ବରଗଡ଼ ଆଖିଫୁଟା ଗାଁ ଟ୍ରିପଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୋଷ୍ୟପୁତ୍ର ନକରିବାରୁ ଘଟାଇଥିଲା ନାରକୀୟ କାଣ୍ଡ

ବରଗଡ଼(କେନ୍ୟୁଜ୍): ପୋଷ୍ୟପୁତ୍ର ନକରିବାରୁ ଟ୍ରିପଲ ମର୍ଡର। ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ…

ୟୁପି ଡନ୍ ଗୁଡ୍ଡୁ ମୁସଲିମର ବରଗଡ଼ ଲିଙ୍କ୍‌! ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ପଚରାଉଚରା କରୁଥିବା ବେଳେ ମିଳିଛି ସୂଚନା

ବରଗଡ଼ (କେନ୍ୟୁଜ): ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌ । ଉତ୍ତରପ୍ରଦେଶ ଏସଟିଏଫ୍‌ ବରଗଡ଼ରେ ତନାଘନା କରୁଥିବା ସୂଚନା । ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ପଚରାଉଚରା କରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ବ୍ୟକ୍ତି ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭରର ଲିଙ୍କ ଥିବା ସୂଚନା । ବରଗଡ଼ ଜିଲ୍ଲା ସୋହେଲାରୁ…

ପାରିବାରିକ କଳହ ଯୋଗୁଁ ବର୍ଷେ ହେବ ଅଲଗା ରହୁଥିଲେ ଦମ୍ପତି, ଲୋକ ଅଦାଲତ ନ୍ୟାୟ ଦେଇ ମିଶାଇଦେଲା

ବରଗଡ଼(କେନ୍ୟୁଜ୍): ତୁରନ୍ତ ନ୍ଯାୟ  ଓ ଲୋକଙ୍କ ସୁବିଧା ପାଇଁ  ଉଚ୍ଚ ନ୍ଯାୟାଳୟ ଅନେକ ସମୟରେ ଲୋକ ଅଦାଲତ ମାଧ୍ୟମରେ ଲୋକଙ୍କୁ ନ୍ଯାୟ ପ୍ରଦାନ କରିଥାନ୍ତି।  ସେହିପରି ଏମିତି ଏକ ନ୍ଯାୟ ଆଶାରେ ଆଜି ପଦ୍ମପୁର ଲୋକ ଅଦାଲତରେ ନ୍ଯାୟ ଆଶାରେ ଉପସ୍ଥିତ ହୋଇଥିଲେ ପଦ୍ମପୁର ଉପଖଣ୍ଡ ଚରଦାପାଲି ଗ୍ରାମର…

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ: ବେକରେ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ

ବରଗଡ଼ (କେନ୍ୟୁଜ): ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବରଗଡ଼ ଭଟଲି ବ୍ଲକ୍‌ ଅନ୍ତର୍ଗତ ଭଟିଗାଁରେ ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ମୃତକ ହେଲେ ରଘୁ ଭୁଏ(୫୧) ଓ ତାଙ୍କ ପତ୍ନୀ ପ୍ରତିଷ୍ଠା ଭୁଏ(୪୭)। କିଛିଦିନ…

ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର: ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍):  ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । କାଲିଠୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ…

କେନ୍ଦ୍ରରେଳ ମନ୍ତ୍ରୀ ଚିଠି ଲେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି: ବରଗଡ଼ରୁ ନୂଆପଡା ରେଳ ପ୍ରକଳ୍ପକୁ…

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସମୟରେ ଆସିଲା ବଡ଼ ମୁଦ୍ଦା। ପଦ୍ମପୁର ଦେଇ ରେଳ ଲାଇନ ପାଇଁ ଉଠିଲା ଦାବି। ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ପାଇଁ ନୂଆ ରେଳଲାଇନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟ ପରିବହନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି,…

ଜୁଇରେ ଏକାଠି ଜଳିଲା ପରିବାରର ୪ ମୃତଦେହ, ନିଶ୍ଚିହ୍ନ ହୋଇଗଲା ପୁରା ପରିବାର

ବରଗଡ଼(କେନ୍ୟୁଜ୍):   ଜୁଇରେ ଏକାଠି ଜଳିଲା ପରିବାରର ୪ଜଣଙ୍କ ମୃତଦେହ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଏକାସାଙ୍ଗେ ଜଳିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ସନ୍ତାନ। ଗତକାଲି ରାତିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁ କନ୍ଧପଡାର ଶେଷଦେବ ମେହେରଙ୍କ ପରିବାରର ୪ଜଣ ମୃତଦେହ ଠାବ ହୋଇଥିଲା।…

ବନ୍ଦ ଘର ଭିତରେ ପରିବାରର ୪ ଜଣଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା? ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର ହେବ…

ବରଗଡ଼(କେନ୍ୟୁଜ୍): ବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଏକ ଘର ଭିତରୁ ବାପା ମାଆ ଓ ପୁଅଝିଅଙ୍କ ମୃତଦେହ ଉଦ୍ଧାର ଠାବ । ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଦୁଇ ଜଣଙ୍କର ମୃତଦେହ କୋଠରୀ ଭିତରେ ପଡିଥିବା ଦେଖିବାକୁ…

ବରଗଡ଼: ବରଗାଁରୁ ଉଦ୍ଧାର ହେଲା ଆହତ ଅଜଗର ସାପ

ବରଗଡ଼(କେନ୍ୟୁଜ୍): ବରଗଡ଼ ସଦର ବ୍ଲକ ବରଗାଁ ଠାରେ ଉଦ୍ଧାର ହେଲା ଏକ ବିରାଟ ଅଜଗର ସାପ। ବରଗାଁର ଏକ ବିଲରେ ସାର ଦେଉଥିବା ସମୟରେ ଜଣେ ଚାଷୀ ସାପକୁ ମାଡ଼ିଦେବାରୁ ସାପଟି ଚାଷୀଙ୍କ ଗୋଡ଼ରେ ଗୋଡ଼େଇ ହୋଇଯାଇଥିଲା ।  ତେବେ ଚାଷୀ ଜଣକ ଭୟରେ ପାଟି କରିବାରୁ ଆଖପାଖ ଲୋକେ ଧାଇଁ ଆସିଥିଲେ ଓ ସାପର…

ବରଗଡ଼ ପୌରପାଳିକା ବିରୁଦ୍ଧରେ ଏନଜିଟିରେ ଦାୟର ମାମଲା: ଯୁଗ୍ମ କମିଟି ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

କଟକ(କେନ୍ୟୁଜ୍):ବରଗଡ ପୌରପାଳିକା ଆବର୍ଜନାକୁ ନେଇ ଏନଜିଟିରେ ଦାୟର ମାମଲାର ଶୁଣାଣି କରି ଏ ସମ୍ପର୍କରେ ଯୁଗ୍ମ କମିଟି ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ।ବରଗଡ଼ ପୌରପାଳିକାରୁ ବାହାରୁ ଥିବା ଆବର୍ଜନାଗଜଡିକୁ ୧୬ ନମ୍ବର ୱାର୍ଡରେ କୈାଣସି…