Browsing Tag

Berhampur

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ୍, ଭରା ସଭାରେ କଣ କହିଲେ ପଢନ୍ତୁ

ବ୍ରହ୍ମପୁର(କେନ୍ୟୁଜ୍):ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଛନ୍ତି ଫାଇଭ ଟି ସଚିବ ଭି. କେ.ପାଣ୍ଡିଆ। କୋଭିଡ଼ ବେଳେ ଜଣେ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି କହିଥିଲେ ବାହାରେ ରହୁଥିବା ଗଞ୍ଜାମର ଲୋକଙ୍କୁ ନ ଆଣିବା ପାଇଁ। ସେମାନେ ଆସିଲେ ଗଞ୍ଜାମ କୋଭିଡ଼ରେ…

ଜମିବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ, ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ

ବ୍ରହ୍ମପୁର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ଜମି ପାଇଁ ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଜମିବାଡ଼ି କାରଣକୁ ନେଇ ବଡ଼ ବାପା ପୁଅ ଓ ଦାଦା ପୁଅ ମଧ୍ୟରେ ବଚସା…

ଯୁବକଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ ପରେ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ, ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍): ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ। ବ୍ରହ୍ମପୁରରେ ଯୁବକଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ କରିବା ପରେ ୩ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଗୋଷାଣୀ ନୂଆଗାଁ ଥାନା ହଳଦିଆପଦରର ଇସ୍କନ ମନ୍ଦିର ସମ୍ମୁଖରେ ହୋଇଛି ଲୁଟ। କନିଷି ହାଟର କୁନାଚନ୍ଦ୍ର ଖଟୁଆ ବ୍ରହ୍ମପୁରରୁ…

ବ୍ରହ୍ମପୁର: ଜାଲ ରାକେଟ ସାର୍ଟିଫିକେଟର ପର୍ଦ୍ଦାଫାଶ,୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସ ପକ୍ଷରୁ ଜାଲ ରାକେଟ ସାର୍ଟିଫିକେଟର ପର୍ଦ୍ଦାଫାଶ। ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ । ୨୦୦ ଦଶମ ବୋର୍ଡର ଖାଲି ସାର୍ଟିଫିକେଟ, ଯୁକ୍ତ ଦୁଇର ଖାଲି ୧୭୦ ସାର୍ଟିଫିକେଟ, ପ୍ରିଣ୍ଟର,…

ଆଇନକୁ ଖୋଲା ଚ୍ୟାଲେଞ୍ଜ ! ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ଖଣ୍ଡାରେ ହାଣି ପେଟରେ ଛୁରୀ ଭୁସିଲେ ଦୁର୍ବୃତ୍ତ। ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ମରଣାନ୍ତକ ଆକ୍ରମଣ। ଖଲ୍ଲିକୋଟ ଥାନା ବାକୁଟୁ ଗାଁର ଆଲୋକ ସାହୁଙ୍କ ଉପରେ ହୋଇଛି ଆକ୍ରମଣ। ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ…

ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା

ଆରମ୍ଭ ହେଲା ମା' ବୁଢ଼ି ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ବ୍ରହ୍ମପୁର ସହରର ଏହି ଠାକୁରାଣୀ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ…

ଏଲେମା ଠାକୁରାଣୀଙ୍କ ପ୍ରସିଦ୍ଧ ଝାମୀ ଯାତ୍ରା

ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ ଏଲେମା ଠାକୁରାଣୀଙ୍କ ବାର୍ଷିକ ଝାମି ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।ଏହି ଯାତ୍ରା ସମୟରେ ମାଁଙ୍କ ଦର୍ଶନ କଲେ ପରିବାର ସଦସ୍ଯଙ୍କ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ…

ଗଞ୍ଜେଇ ଚାଲାଣ ଯାଞ୍ଚ କରୁ କରୁ ମିଳିଲା ୧୮ ଲକ୍ଷ ଟଙ୍କା, ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜେଇ ଚାଲାଣ ଯାଞ୍ଚ ବେଳେ ଜଣେ ବ୍ଯକ୍ତିଙ୍କ ଠାରୁ ନଗଦ ୧୮  ଲକ୍ଷ ଟଙ୍କା ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ବ୍ରହ୍ମପୁର ଲାଞ୍ଜିପଲି ଜାତୀୟ ରାଜପଥରେ ଚଢ଼ାଉ ବେଳେ ମିଳିଛି ଏହି ଟଙ୍କା । ପୂର୍ବରୁ ଅନେକ ଥର ଅଳଙ୍କାର ବେପାରୀଙ୍କ ଠାରୁ ଏପରି ଟଙ୍କା ଓ ଅଳଙ୍କାର…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌। ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ଦିନ ପିନ୍ଧିବେ ଖଦଡ଼ରୁ ପ୍ରସ୍ତୁତ ପୋଷାକ। ଆସନ୍ତାକାଲି ଠାରୁ ଏହା ଲାଗୁ ହେବ। ସେହିପରି ପ୍ରତି ଶନିବାର ବିଶ୍ୱବିଦ୍ୟାଳୟ…

ଦିନରେ ଶିକ୍ଷକ ରାତିରେ କୁଲି କାମ କରୁଛନ୍ତି ସିଏଚ୍. ନାଗେସୁ ପାତ୍ର, ନିଜ ପିଲା ବେଳର କଷ୍ଟକୁ ଭୁଲି ନାହାନ୍ତି ଏ ଯୁବକ

ବ୍ରହ୍ମପୁର (କେନ୍ୟୁଜ୍‌) : ସେ ଏମିତି ଜଣେ ଯୁବକ ତାଙ୍କ କାମ ଦେଖିଲେ ଆପଣଙ୍କ ମୁହଁରୁ ବାଃ ସାବାସ୍‌ ବୋଲି ବାହାରି ପଡ଼ିବ । ଦିନରେ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଆଉ ନିଜେ ପେଟ ପୋଷିବା ପାଇଁ ରାତିରେ କୁଲି ମଜୁରୀ କରୁଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନର ୩୫ ନମ୍ବର…

୩ କଲେଜ ଛାତ୍ରୀଙ୍କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ସିସିଟିଭିରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

ବ୍ରହ୍ମପୁର(କେନ୍ୟୁଜ୍):ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ପାଗଳାବାବା ଛକରେ ଭୟାନକ ଦୁର୍ଘଟଣାର ସିସିଟିଭି ଫୁଟେଜ ଆସିଛି । ୩ଜଣ ଛାତ୍ରୀ ସାଇକେଲ ଧରି ଆସୁଥିଲେ । ଅଚାନକ ଏକ କାର୍‌ ନିୟନ୍ତ୍ରଣ ହରାଇ ୩ଜଣଙ୍କୁ ଧକ୍କା ଦେଇଥିଲା । ଏବେ ୩…

ସପ୍ତାହକରେ ବ୍ରହ୍ମପୁରର ୨ଟି କଲେଜରେ ରାଗିଂ ଅଭିଯୋଗ: ବିନାୟକ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…

ବ୍ରହ୍ମପୁର(କେନ୍ୟୁଜ୍): ସପ୍ତାହକରେ ୨ଟି କଲେଜରେ ରାଗିଂ ଅଭିଯୋଗ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ରୀ । ସିନିୟର ଛାତ୍ରମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା…