Browsing Tag

bhubaneswar

ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ, ୬ଦଫା ଦାବିରେ ଆନ୍ଦୋଳନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ। ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରାୟ ୩୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି…

ଚଳିତ ମାସ ଓଡ଼ିଶାରେ ଆସିବନି ଇଲେକ୍ଟ୍ରିସିଟି ବିଲ୍, ଜାଣନ୍ତୁ କାହିଁକି?

ଖବର ଅନୁଯାୟୀ ଚଳିତ ମାସ ବିଦ୍ୟୁତ ବିଲ ଆସିବ ନାହିଁ କୌଣସି କାରଣ ବଶତଃ ଏହି ମାସ ବିଦ୍ୟୁତ ମିଟର ରିଡିଂ ହୋଇପାରୁ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଗତ ୩ ମାସର ବିଲକୁ ଆଧାର କରି ହାରାହାରି ଅସ୍ଥାୟୀ ବିଲ ଦିଆଯାଉଛି । ତେବେ ମାର୍ଚ୍ଚ ମାସ ଠାରୁ ପୂର୍ବ ଭଳି ମିଟର ରିଡିଂ ଅନୁସାରେ ବିଲ୍ ନିୟମିତ…

ଗର୍ବିତ କଲେ ଓଡ଼ିଶା ଝିଅ, ପିଏମ୍ ୟୁବା ୨.୦ ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକା ରୋଜାଲୀନ ମହାନ୍ତି

ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି । ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କର ପାଣ୍ଡୁଲିପିଟି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା…

ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ, ଦିଲ୍ଲୀ ସାଇବର ଥାନା ପୋଲିସର ଚଢ଼ାଉ

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଦିଲ୍ଲୀ ପୋଲିସ । ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ । ସୌରଭ ଦେହୁରୀକୁ ଗିରଫ କଲା ଦିଲ୍ଲୀ ସାଇବର ଥାନା ପୋଲିସ । ସୌରଭର ଘର ସମ୍ବଲପୁରରେ । ସେ ଭୁବନେଶ୍ୱର ଆରବି ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା । ଦିଲ୍ଲୀର ଏକ କମ୍ପାନୀର ସେ…

କାନ୍ଥ ବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର, ନିର୍ବାଚନ ପୂର୍ବରୁ ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): କାନ୍ଥବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର । ରାଜଧାନୀର କାନ୍ଥ ବାଡ଼ରେ ଆଉ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ଦଳ ଗୁଡିକ ପୋଷ୍ଟର ଲଗାଇଛନ୍ତି…

ମାଲିକ କାର ଜଳାଇଦେଲା ପୂର୍ବତନ ଡ୍ରାଇଭର, ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ

ମନରେ ପ୍ରତିଶୋଧ ଭାବନା ଆସିଲେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ । ମୁଣ୍ଡରେ କୁବୁଦ୍ଧି ଜୁଟେ ଆଉ ପ୍ରତିଶୋଧ ପରାୟଣ ହୋଇ କଣ କରେ କିଛି ଜାଣି ପାରେନି । ସମାନ ଭାବେ ଜଣେ ଡ୍ରାଇଭରକୁ ତା ମାଲିକ ଘରୁ ବାହାର କରିବା ପରେ ରାଗରେ ଜଳି ଉଠିଥିଲା ପୂର୍ବତନ ଡ୍ରାଇଭର । କେମିତି ମାଲିକକୁ କ୍ଷତି…

ଅମାନିଆ ହେବେ ସାବାଡ଼: ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଛି ନାଇଟ୍‌ ଚେକିଂ ଏବଂ ବ୍ଲକିଂ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ସହରାଞ୍ଚଳରେ ପୋଲିସର ଜୋରଦାର ଚେକିଂ । ରାତି ଅଧିଆ ଚଢାଉ କରିବା ସହ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରୁଛି । ଏହାକୁ ନେଇ ଭୁବନେଶ୍ୱରରେ ଜାରି ରହିଛି ନାଇଟ୍ ପାଟ୍ରୋଲିଂ । ବିଭିନ୍ନ ଛକ ବଜାର ଗୁଡ଼ିକରେ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ…

ଜନତା ମୈଦାନରେ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଣୀ ସମାବେଶ, ମୁଖ୍ୟ ଆକର୍ଷଣ ପାଲଟିଛି ମଇଁଷି ‘ଯୁବରାଜ’

ଭୁବନେଶ୍ୱର (କେନ୍ୟୁଜ): ବିଶ୍ବର ସବୁଠାରୁ ଶ୍ରେଷ୍ଠ ମଇଁଷି 'ଯୁବରାଜ' । ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟପ୍ରାଣୀ ସମାବେଶକୁ ବୁଲିବାକୁ ଆସୁଥିବା ଲୋକମାନେ ଘଡ଼ିଏ ଅଟକି ଏହି ମଇଁଷିକୁ ଦେଖୁଛନ୍ତି । ମଇଁଷିଟି ହରିଆଣାର କୁରୁକ୍ଷେତ୍ର…

ପାଖରେ ନଥିଲା ଟଙ୍କା, ଝିଅକୁ ବାହାଦେଇ ଏବେ ଜଙ୍ଗଲରେ ରହୁଛନ୍ତି ସ୍ୱାମୀ ସ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଦୁଇ ଜଣ ମହିଳା ପୁରୁଷ ଘଞ୍ଚ ଜଙ୍ଗଲ ଭିତରେ ଏଣେ ତେଣେ ବୁଲୁ ଥାନ୍ତି l ଯେମିତି କାହାକୁ ଲୁଚୁଛନ୍ତି ସେଭଳି ଲାଗିଲା । ତାଙ୍କ ହାତରେ କାଠ କାଟିବା ଟାଙ୍ଗିଆ ନଥିଲା କି ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରିବାର କୌଣସି ସରଞ୍ଜାମ ନଥିଲା l ତେଣୁ ଏମାନେ ଯେ ଆଖପାଖର ଲୋକ…

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ, ୨ ମହିଳା ସମେତ ୫ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ । ଦାମୀ ଗାଡି ଲୁଟୁଥିଲେ ସମ୍ଭ୍ରାନ୍ତ ଘରର ମହିଳା । ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଫଚ୍ୟୁନର, ହୁଣ୍ଡା ସିଟି ଓ ଅନେକ ଦାମୀ କାର୍‌ ଜବତ…

ସାବାଡ଼ ହେଉ ନାହାନ୍ତି ଅମାନିଆ, ଚେକିଂ ବେଳେ ଧରାପଡ଼ିଲେ ୨୧ ମଦୁଆ ଡ୍ରାଇଭର

ଭୁବନେଶ୍ୱର (କେନ୍ୟୁଜ): ଯେତେ ଯାହା କଲେ ବି ସାବାଡ଼ ହେବାର ନାଁ ନେଉ ନାହାନ୍ତି ଅମାନିଆ । ମଦ ପିଇ ଗାଡି ଚଲାଇବା ଯେମିତି ସେମାନଙ୍କ ଜନ୍ମଗତ ଅଧିକାର । ବର୍ତ୍ତମାନ ରାଜଧାନୀ ରାଜ ରାସ୍ତାରେ ମଦ୍ୟପାନ କରି ଗାଡି ଚଲାଇଲେ ବାନ୍ଧୁଛି ପୋଲିସ । ଗତକାଲି ରାତିରେ ୨୧ ଜଣ ମଦ୍ୟପ ଗାଡି…

ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାଚୋଟ, ଲୁଟ ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ସାମ୍ବାଦିକଙ୍କୁ ଆକ୍ରମଣ । ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ଗତକାଲି ରାତିରେ ଖଣ୍ଡାଚୋଟ ହୋଇଛି । ମଞ୍ଚେଶ୍ୱର ଥାନା ଗାଡ଼କଣ ନିକଟ ଡ଼ମ୍ପିୱାର୍ଡ଼ ଦେଇ ଫେରୁଥିବା ବେଳେ ୨ ଟି ଗାଡ଼ିରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ତାଙ୍କୁ ହାଣିଛନ୍ତି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର…