Browsing Tag

birthday

ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର

ଭୁବନେଶ୍ବର: ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର । ୧୨ଦିନ ପରେ ମିଳିଲେ ନିଖୋଜ ଯୁବକ। ଭରତପୁର ଥାନା ଅଞ୍ଚଳର ଜଣେ ଯୁବକ ବର୍ଥଡେ ପାର୍ଟିରୁ ନିଖୋଜ ହୋଇଥିଲେ। କାଫେରୁ ନିଖୋଜ ହୋଇଥିବା ଯୁବକ କଟକ SCBରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଯୁବକ ହେଲେସତ୍ୟଜିତ ଦାସ । ସେ ଗତ ୪…

୪୭ ବର୍ଷରେ ପାଦ ଥାପିଲେ ବୀରେନ୍ଦ୍ର ସେହ୍ବାଗ, ୧୨ ବର୍ଷ ଖେଳରୁ ଦୂରେଇ ରହିଥିଲେ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ୪୭ ବର୍ଷରେ ପାଦ ଥାପିଛନ୍ତି । ବୀରେନ୍ଦ୍ର ସେହ୍ବାଗ ଟିମ୍ ଇଣ୍ଡିଆର ଦମଦାର ଓପନର ରହିଥିଲେ । ତାଙ୍କ ବ୍ୟାଟିଂ ଷ୍ଟାଇଲରେ ବୋଲର ବହୁତ ସମସ୍ୟାରେ ପଡୁଥିଲେ । ବିସିସିଆଇ ବୀରେନ୍ଦ୍ର ସେହ୍ବାଗଙ୍କୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର…

ଭୁବନେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ଜନ୍ମଦିନରେ ଶୁଭେଛା ଜଣାଇଲେ…

୨୬ ବର୍ଷରେ ପାଦ ଥାପିଲେ ଟିମ୍ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ, ଦୁବାଇରେ କଲେ ବାର୍ଥଡେ ସେଲିବ୍ରେସନ

ନୂଆଦିଲ୍ଲୀ : ୨୬ ବର୍ଷରେ ପାଦ ଥାପିଲେ ଟିମ୍ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ । ଦୁବାଇରେ ଏବେ ୨୬ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି ଷ୍ଟାର କ୍ରିକେଟର । ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏଥିପାଇଁ ସମସ୍ତ ଖେଳାଳି ଦୁବାଇରେ ରହିଛନ୍ତି । ଏସିଆ କପ ପୂର୍ବରୁ, ଦଳର…

୬୪ ବର୍ଷ ବୟସରେ ପାଦ ଥାପିଲେ ସୁନୀଲ ସେଟ୍ଟୀ, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ

ବଲିଉଡର ସୁପରଷ୍ଟାର୍ ସୁନିଲ ସେଟ୍ଟୀ ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ଅନେକ ଫିଲ୍ମ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ଚମତ୍କାର ଅଭିନୟ ଦ୍ବାରା ସମସ୍ତଙ୍କ ମନରେ ଗୋଟିଏ ସ୍ବତନ୍ତ୍ର ଜାଗା ତିଆରି କରିବାରେ ସଫଳ ହୋଇପାରିଛନ୍ତି ।…

୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ, ଏବେ ବି ଅଛନ୍ତି ଏକଦମ୍ ଫିଟ୍

ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଜନ୍ମଦିନ ।  ୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ। ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବାସଭବନରେ ଶୁଭେଚ୍ଛଙ୍କ ଭିଡ ଜମିଛି । ସୁର ଭାଇ ମାନେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।  ଏ ନାଁ ପିଲାଠୁ ବୁଢା ସଭିଙ୍କ ବେସ…

ଆଜି କରିସ୍ମା କପୁରଙ୍କ ଜନ୍ମଦିନ, ଜାଣନ୍ତୁ କେଉଁ ଫିଲ୍ମ ତାଙ୍କୁ ସୁପରଷ୍ଟାର ବନେଇଥିଲା

କରିସ୍ମା କପୁର ୯୦ ଦଶକର ସବୁଠାରୁ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଯଦିଓ କରିସ୍ମାଙ୍କୁ ବର୍ତ୍ତମାନ ବଡ଼ ପରଦାରେ ବହୁତ କମ୍ ଦେଖିବାକୁ ମିଳୁଛି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ରୂପେଲି ପରଦାରେ ରାଜ କରୁଥିଲେ । କରିସ୍ମା କପୁର ଗତ…

ନିଜ ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁ । ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗତକାଲି ଶୁକ୍ରବାର ଥିଲା ଜନ୍ମଦିନ । ୬୭ବର୍ଷରେ ପଦାର୍ପଣ କରିଛନ୍ତି ସେ । ତେବେ ଜନ୍ମଦିନ ଅବସରରେ ଦ୍ରୌପଦୀ ମୁର୍ମୁ ଡେରାଡୁନର…

୬୭ବର୍ଷରେ ପଦାର୍ପଣ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିନ । ୬୭ବର୍ଷରେ ପଦାର୍ପଣ କରିଛନ୍ତି ଦେଶର ୧୫ତମ ରାଷ୍ଟ୍ରପତି । ଜୁନ୍‌ ୨୦ ତାରିଖ ୧୯୫୮ ମସିହା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡାର ଏକ ସାଧାରଣ ସାନ୍ତାଳୀ ଘରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ।…

୫୨ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର

କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ…

ଦିନେ ସାରା ଦିନ ରହୁଥିଲେ ଭୋକିଲା, ଆଜି ସେ କୋଟି କୋଟି ଟଙ୍କାର ମାଲିକ

ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ଆଜି ଇଣ୍ଡଷ୍ଟ୍ରିର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ସେ ଜଣେ । ଅନେକ ଭଲ ଫିଲ୍ମରେ କାମ କରିଛନ୍ତି । ମନୋଜ ତାଙ୍କ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ମନୋଜଙ୍କ ପାଇଁ ଏସବୁ ଏତେ ସହଜ ନଥିଲା ।…

୪୬ ବର୍ଷରେ ପାଦ ଦେଲେ ‘ଶରାରା ଗାର୍ଲ’ ଶମିତା ଶେଟ୍ଟୀ, ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ

ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଏକ ପରିଚିତ ଚେହେରା ଶମିତା ଶେଟ୍ଟୀ । ଖାସ କରି ସେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା । ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଅନେକ ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ରିୟଲିଟି ସୋ’ରେ…